Oct 18, 2023, 11:00 IST

ବର୍ଷା ସାହୁ ଏବେ ବି ଡରି ଡରି ବଞ୍ଚୁଛି, ବାହାର କୁ ଗଲେ ପବ୍ଲିକ ଗୋଡେଇ ଗୋଡେଇ ପିଟିବେ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସବୁଠାରୁ ବଡ ପ୍ରଶ୍ନ ଏହା କି ଥାନା କୁ ଆସିବାକୁ କଣ ଡରୁଛନ୍ତି ଇଂଷ୍ଟା କୁଇନ୍ ବର୍ଷା ସାହୁ? ଆଉ ଏହା ମଧ୍ଯ କୁହା ଯାଉଛି କି ବୋଧ ହୁଏ ସେ କାନ୍ଦିବାର ବାହାନା କରି ବର୍ତ୍ତମାନ ମଧ୍ୟ ନିର୍ଦ୍ଦୋଷ ବୋଲି ଦେଉଛନ୍ତି ମିଛ ପ୍ରମାଣ।
Special report
ସେଥିପାଇଁ ଏବେ କୁହା ଯାଉଛି କି କିଏ ଫେରାଇବା ଠକାମୀ ର ଶିକାର ହୋଇଥିବା ଯୁବକର ଟଙ୍କା। ଆଉ କେତେ ଟଙ୍କା ର ଲାଭ ରଖି କରିଛନ୍ତି ମିଛ ପ୍ରମୋସନ୍?
ସାଇବର ଠକାମୀ ର ଶିକାର ହେଉଥିବା ଅନେକ ଯୁବକ ଏବେ ଫସି ଯାଉଛନ୍ତି ସୋସିଆଲ ମିଡିଆରେ ଥିବା ଇନଫ୍ଲୁଏନ୍ସର ଙ୍କ ଜାଲରେ। ସୋସିଆଲ ମିଡିଆରେ ନିଜର ଫଲୋୟର ବଢାଇ ଏକ ପରିଚୟ ସ୍ଥାପନ କରି ସେହି ମାନେ ହିଁ ପାଲଟି ଯାଉଛନ୍ତି
ସାଇବର ଠକାମୀର ଗୋଟେ ଗୋଟେ ମାଧ୍ୟମ। ପ୍ରଥମେ ମିଛ କହି ସେମାନେ ଫସାଇ ଦେଉଛନ୍ତି। ଆଉ ଯେଉଁ ମାନେ ଟଙ୍କା ତାଙ୍କ ପଛରେ ଟଙ୍କା ଲଗାଇ ଛନ୍ତି ସେମାନେ ସାଇବର ଥାନା ଦୌଡି ଦୌଡି ଥକୁ ଛନ୍ତି।
Special report
ଯେତେ ଦୌଡ଼ିଲେ ମଧ୍ୟ ସେମାନେ ତାଙ୍କର ଟଙ୍କା ଆଦୌ ଫେରି ପାଉ ନାହାଁନ୍ତି। ହେଲେ ବର୍ତ୍ତମାନ ରାକେଶ ପୃଷ୍ଟି ନାମକ ଏକ ଯୁବକ ଠକାମୀ ର ଶିକାର ହେବା ପରେ ସେ ସାମ୍ନା କୁ ଆସିଛନ୍ତି।
ଆଉ ସୋସିଆଲ ମିଡ଼ିଆ ରେ ଥିବା ସେହି ଚେହେରା ମାନଙ୍କୁ ଆଦୌ ନ ବିଶ୍ଵାସ କରିବା ପାଇଁ ସଚେତନ ବାର୍ତ୍ତା ମଧ୍ଯ ଜାରି କରିଛନ୍ତି। ସେ ୩୦୦୦ ଟଙ୍କା ଲଗାଇ ୨୫,୦୦୦ ଟଙ୍କା ପାଇବା ଆଶାରେ ଟଙ୍କା ହରାଇଥିଲେ।
ଆଉ ଏବେ ସେ ଥାନା କୁ ଦୌଡ଼ିବାକୁ ଲାଗିଛନ୍ତି। ହେଲେ ଏବେ ଗୋଟେ ପରେ ଗୋଟେ ଭିଡିଓ ପୋଷ୍ଟ କରି ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାରେ ଲାଗି ପଡିଛନ୍ତି ଏହି ଇନ୍ଷ୍ଟାଗ୍ରାମ କୁଇନ ବର୍ଷା ସାହୁ।
ସେ ଏବେ ଥାନାକୁ ଆସୁ ନାହାଁନ୍ତି କି ଯେଉଁ ଠକ ସଂସ୍ଥାରେ ସେ ଥିଲେ ତାହା ବିରୁଦ୍ଧରେ କୌଣସି କଥା ମଧ୍ୟ କହୁ ନାହାଁନ୍ତି। ତାଙ୍କ ପାଖରେ କୌଣସି ପ୍ରମାଣ ନଥିବାରୁ ଏବେ ନିରୁପାୟ ହୋଇ ଯାଇଛନ୍ତି ବର୍ଷା ସାହୁ।

Advertisement