Updated: Dec 7, 2023, 16:38 IST

ବର୍ଷାରେ ଭିଜି ଭିଜି ଧାଇଁ ଧାଇଁ ରାସ୍ତାରୁ ମାଛ ଧରିଲେ ଯୁବକ ଦେଖନ୍ତୁ ବାତ୍ୟା କୁ ଖାତିର ନକରି ଧରିଲେ ମାଛ ସୋସିଆଲ ମିଡିଆରେ VIRAl ହେଉଛି ଭିଡିଓ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ବାତ୍ୟା, ଲଘୁଚାପ ଏବଂ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଚେନ୍ନାଇରେ ହେଉଥିବା ବାତ୍ୟା ଖବର ଜାଣିଥିବେ ।
Special Report
ଚେନ୍ନାଇରେ ଏବେ ବାତ୍ୟା ପରିସ୍ଥିତି ଉପୁଜିଛି । ବାତ୍ୟା ଖବରକୁ ନେଇ ଆସୁଥିବା ଘଟଣା ଆପଣମାନେ ସୋସିଆଲ ମିଡିଆରେ ଜାଣି ପାରୁଛନ୍ତି । ଏବେ ଚେନ୍ନାଇରେ ହେଉଥିବା ବାତ୍ୟାରେ ଏଭଳି କିଛି ଘଟଣା ଘଟିଛି ଯାହା ସୋନମନେ ଜାଣିପାରିବେ । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଯେ ଚେନ୍ନାଇ ବାସୀ ବାତ୍ୟାକୁ ଖାତିର ନକରି ମାଛ ଧରୁଛନ୍ତି ତାହା ପୁଣି ରାସ୍ତା ଉପରେ । ରାସ୍ତା ଉପରେ ବଡ ବଡ଼ ମାଛ ଦେଖିବାକୁ ମିଳୁଛି । ଆଉ ଏହି ମାଛକୁ ଲୋକମାନେ ଧରୁଛନ୍ତି ।
Special Report
ମାଛ ଗୁଡ଼ିକର ଓଜନ ଅଧିକ ଅଟେ । ଏହି ମାଛ ଗୁଡ଼ିକ ଧରିବା ପାଇଁ ଲୋକମାନେ ବାତ୍ୟାକୁ ଖାତିର କରୁ ନାହାନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଜଣେ ବ୍ୟକ୍ତି ଏଭଳି ବର୍ଷାରେ ଭିଜି ଭିଜି ମାଛ ଧରୁଥିବାର ଦୃଶ୍ୟ ଦେଖିପାରିବେ । 
ଏହି ମାଛ ଗୁଡ଼ିକର ଓଜନ ଦୁଇ ରୁ ତିନି କେଜି ହେବ । ବାତ୍ୟାରେ ପୁରା ପ୍ରଭାବିତ ହୋଇଛି ତାମିଲନାଡୁ । ଚେନ୍ନାଇ ପୁରା ବର୍ଷା ପାଣିରେ ବୁଡି ଯାଇଛି । ଆଉ ଏବେବି ଚେନ୍ନାଇରେ ବର୍ଷା ହେଉଛି । ହଜାର ହଜାର ଘର ପାଣି ଭିତରେ ବନ୍ଦୀ ହୋଇଛି ।
Special Report
ଏବେ ଏହି ବାତ୍ୟାରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ଏହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ୍ ଦେଇଛନ୍ତି । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି । 
Special Report
ବ୍ୟକ୍ତି ଜଣକ ବନିଶି କଣ୍ଟା, କି ଜାଲରେ ନୁହେଁ ବରଂ ସେ ରାସ୍ତା କଡ଼ରେ ହାତରେ ମାଛ ଧରୁଛନ୍ତି । କେବଳ ଜଣେ ବ୍ୟକ୍ତି ନୁହେଁ ବରଂ ଅନେକ ଲୋକ ମାଛ ଧରୁଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଲୋକମାନେ ଏହି ଭିଡିଓ ଦେଖି ଅନେକ କଥା କହିଛନ୍ତି । ବାତ୍ୟାରେ ଏଭଳି କାମ କରିଛନ୍ତି ଲୋକମାନେ ।
ଲୋକମାନଙ୍କର ଏହି କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲିବା ପରେ ଲୋକମାନେ ଚେନ୍ନାଇରେ ଏଭଳି ଅନେକ ମାଛ ଥିବାର ଜାଣି ପାରୁଛନ୍ତି । ଏବେ ଚେନ୍ନାଇରେ ରିଲିଫ କାର୍ଯ୍ୟ ଚାଲିଛି ।

Advertisement