Dec 29, 2023, 12:19 IST

ବର୍ଷା ଙ୍କ ପାଇଁ ଶେଷ ରେ ଦୁଇ ପଦ କହିଲେ ଅନୁଭବ, ମୁଁ ଦୁଃଖ ରେ ଥିଲେ ବର୍ଷା ସହି ପାରନ୍ତିନି

Special Report

ନମସ୍କାର ପାଠକ ବନ୍ଧୁ।ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାହ ବିଚ୍ଛେଦ ହୋଇ ସାରିଛି।ଗତ କିଛି ଦିନ ତଳେ କଟକ ହାଇ କୋର୍ଟ ଉଭୟ ଙ୍କ ବିବାହ ବିଚ୍ଛେଦ କୁ ନେଇ ଏକ ବଡ ରାୟ ଘୋଷଣା କରିଥିଲେ।
Special Report
ଉଭୟ ଏଥର ଛାଡ ପତ୍ର ନେଇ ପାରିବେ ବୋଲି ହାଇ କୋର୍ଟ ଅନୁମତି ଦେଇ ଥିଲେ।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଥିରେ ଅନୁଭବ ମହାନ୍ତି ବହୁତ ଖୁସି ଅଛନ୍ତି।ହେଲେ ଅନ୍ୟ ପଟେ ବର୍ଷା ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
ନିକଟରେ ଗଣ ମାଧ୍ୟମ ପ୍ରତିନିଧି ଆଗରେ ଅନୁଭବ ମହାନ୍ତି ଏକ ସାକ୍ଷାତ କାର ଦେଇଥିଲେ।ଏଥିରେ ସେ ତାଙ୍କ ପରିବାର କଥା କହିକି କାନ୍ଦି ପକାଇ ଥିଲେ।ଦୀର୍ଘ ତିନି ବର୍ଷ ହେଲାଣି ତାଙ୍କ ପରିବାର ବହୁତ କଷ୍ଟ ସହିଛି।ଆଉ ସେମାନେ ସହି ପାରିବେ ନାହିଁ।
ଆମେ ଆମ ନିଜ ଘରୁ ଅନେକ ଦିନ ବାହାରେ ରହିଛୁ।ଶେଷ ରେ ଆମର ବିଜୟ ହେଲା।ଆମେ ଜିତି ଯାଉଛୁ।ହେଲେ ମୁଁ ମୋ ବଡ ବାପା ଙ୍କୁ ସବୁ ଦିନ ପାଇଁ ହରେଇ ଦେଇଛି।ସେ ହେଉଛନ୍ତି ଆମ ପରିବାର ର ସବୁଠୁ ବଡ।ଆମ ସମସ୍ତଙ୍କ ବିବାହ ରେ ସେ ଥିଲେ କର୍ତ୍ତା।
Special Report
ହେଲେ ଆଜି ସେ ଆମ ପାଖରେ ନାହାନ୍ତି।ସେ ମୋତେ ବହୁତ ଭଲ ପାଆନ୍ତି।ବର୍ଷା ଙ୍କ ସହିତ ମୋର ବିବାହ କୁ ସେ ହିଁ କରାଇ ଥିଲେ।ସେ ସମୟ ରେ ସେ ବହୁତ ଖୁସି ରେ ଥିଲେ।
ହେଲେ ମୋ ଛାଡ ପତ୍ର ମାମଲା ପରେ ଯାହା କିଛି ଘଟିଲା ସେ ତାହା କୁ ସହି ପାରି ନ ଥିଲେ।ସେ ମୋ ବଡ ବୋଉ ଙ୍କୁ କାନ୍ଦି କାନ୍ଦି କହିଥିଲେ।ମୁଁ ମୋ ପୁଅକୁ ନର୍କ ରୁ ଫେରାଇ ଆଣି ପାରିଲି ନାହିଁ।ଯଦି ସେ ସମୟ ରେ ଥରେ ତାକୁ ମନା କରି ଦେଇଥାନ୍ତି ବିବାହ କରି ବାକୁ।
ତାହାଲେ ଆଜି ସବୁକିଛି ଠିକ୍ ହୋଇ ଥାନ୍ତା।ମୋ ପୁଅ ଆଜି ଏତେ କାନ୍ଦି ନ ଥାଆନ୍ତା।ହେଲେ ମୁ ଭୁଲ କରିଛି।ଏ କଥା କହି କହି କାନ୍ଦି ପକାଇ ଥିଲେ ଅନୁଭବ ମହାନ୍ତି।ସେ ନିଜ ଦୁଃଖ କୁ କହିବାକୁ ନିଜ ପରିବାର ବିଷୟ ରେ କହି ଦେଇଥିଲେ।
ଯାହା ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଚି।ଏବେ ଦେଖିବାକୁ ବାକି ରହିଲା କେବେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ ପତ୍ର ମାମଲା ଚାଲୁ ରହୁଛି।

Advertisement