Dec 26, 2023, 10:55 IST

ବର୍ଷା ଙ୍କ ସହ ଛାଡ଼ପତ୍ର ହେବ ଜାଗୃତି ଙ୍କୁ ଘରକୁ ନେବି, ଶେଷରେ ଆଗରେ ନିଜ ମନ କଥା କହିଦେଲେ ଅନୁଭବ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନୁଭବ ମହାନ୍ତି ଙ୍କ ପାଇଁ ଛାତି ତଳେ ଲୁଚି ରହିଥିବା କଥାକୁ ଶେଷରେ କହି ଦେଇଛନ୍ତି ଜାଗୃତି। ଗୋଟେ ପଟେ ଆପଣ ମାନେ ଜାଣି ସାରିଥିବେ କି ଅନୁଭବ ମହାନ୍ତି ଙ୍କ ଛାଡ଼ପତ୍ର ର ଶୁଣାଣି ହୋଇ ସାରିଛି।
Special Report
ଏବେ ଅନୁଭବ ମହାନ୍ତି ଙ୍କ ଦ୍ଵିତୀୟ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିିବା ରେ ଲାଗିଛି। ଏବେ ଜାଗୃତି ଶୁକ୍ଳା ଙ୍କ ଇନ୍ଷ୍ଟାଗ୍ରାମ ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ସେ ଯେବେ ଠାରୁ ବର୍ଷା ଓ ଅନୁଭବ ଙ୍କ ଛାଡ଼ପତ୍ର କଥା ଶୁଣି ସାରିଲେଣି ଜାଗୃତି ଆଉ ନିଜକୁ ଧର୍ଯ୍ୟ ଧରି ରଖି ପାରୁ ନାହାଁନ୍ତି। ଅନୁଭବ ଙ୍କ ଏହି ନିଷ୍ପତ୍ତି ପାଇଁ ବେଶ ଖୁସୀ ଅଛନ୍ତି ଜାଗୃତି। ସେଥିପାଇଁ ଅନୁଭବ ଙ୍କୁ ଫାଇଟର ର ଆଖ୍ୟା ମଧ୍ୟ ଦିଆ ଯାଇଛି।
ଆଉ ଏଥିପାଇଁ ତାଙ୍କୁ ସୁପର୍ ଷ୍ଟାର ମଧ୍ୟ କୁହା ଯାଇଛି। ଗତକାଲି ଯେତେବେଳେ ଅନୁଭବ ନିଜର ପ୍ରଶଂସକ ଙ୍କ ଗହଣରେ କେକ୍ କାଟୁ ଥିଲେ ନିଜର ଡିଭର୍ସ କୁ ନେଇ ଖୁସୀ ମାନଉ ଥିଲେ,
ସେତେବେଳେ ନିଜର ମନ କଥା ଖୋଲି କହି ଦେଇଥିଲେ ଜାଗୃତି ଶୁକ୍ଳା। ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସେ ଦୁଇଜଣ ଙ୍କ ସମ୍ପର୍କ କୁ ନେଇ ଖୁବ୍ ଆଲୋଚନା କରାଯାଇ ଥାଏ।
Special Report
ଏଭଳି କି ତାଙ୍କୁ ଅନୁଭବ ଓ ବର୍ଷା ଙ୍କ ଛାଡ଼ପତ୍ର ପଛର କାରଣ ବୋଲି ମଧ୍ୟ କୁହାଯାଇ ଥାଏ। ଜାଗୃତି ପ୍ରାୟତଃ ସମୟରେ ଏହା କୁହନ୍ତି କି ସେ କେବଳ ଅନୁଭବ ଙ୍କୁ ନିଜର ସାଙ୍ଗ ହିସାବରେ ଦେଖୁଛନ୍ତି।
ସେ ଅନୁଭବ ଙ୍କୁ ତାଙ୍କର ଭଲ ବନ୍ଧୁର ଆଖ୍ୟା ମଧ୍ଯ ଦେଇଛନ୍ତି। ସେହି ପୋଷ୍ଟ ରେ ଜାଗୃତି ଅନୁଭବ ମହାନ୍ତି ଙ୍କ ଖୁବ ପ୍ରଶଂସା କରିଛନ୍ତି। ଅନୁଭବ ଙ୍କ ସବୁ ଗୁଣ କୁ ଜାଗୃତି ଖୁବ୍ ପ୍ରଶଂସା କରିଛନ୍ତି।
ଶେଷରେ ସେ ସେହି ପୋଷ୍ଟ ରେ ଲେଖିଥିଲେ ହାପୀ ବର୍ଥ ଡେ ଭାଇଯାନ ଓ ହାପୀ ବର୍ଥ ଡେ ସୁପର୍ ଷ୍ଟାର। ଏହି ପୋଷ୍ଟ ରେ ଜାଗୃତି ଅନୁଭବ ମହାନ୍ତି ଙ୍କୁ କେତେ ମାତ୍ରାରେ ସମ୍ମାନ କରନ୍ତି ତାହା ସ୍ପଷ୍ଟ ଭାବରେ ଜାଣି ହୋଇ ଯାଉଛି।

Advertisement