ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଦୀର୍ଘ ତିନି ବର୍ଷ ଧରି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କ ଛାଡ ପତ୍ର ମାମଲା ଚାଲୁ ରହିଥିଲା।ଏବେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଛି।କିଛି ଦିନ ତଳେ କଟକ ହାଇ କୋର୍ଟ ଉଭୟ ଙ୍କ ଛାଡ ପତ୍ର କୁ ଅନୁମତି ଦେଇ ସାରିଛି।
ଏବେ ଉଭୟ ପରସ୍ପର ଠାରୁ ଅଲଗା ହୋଇ ପାରିବେ।ଏବେ ଅନୁଭବ ମହାନ୍ତି ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି।ଅନ୍ୟ ପଟେ କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ନିଜର ସେହି ପୁରୁଣା ଦିନ ଗୁଡ଼ିକୁ ଭୁଲି ପାରି ନାହାଁନ୍ତି।
ବହୁତ ଚେଷ୍ଟା କରିଥିଲେ ନିଜ ସମ୍ପର୍କ କୁ ବଞ୍ଚାଇବା ପାଇଁ।ହେଲେ ଶେଷ ରେ ସେ ହାରି ଗଲେ।ନିଜ ସ୍ଵାମୀ ତାଙ୍କ ଠାରୁ ଏବେ ସମ୍ପୂର୍ଣ୍ଣ ରୂପେ ଦୂରେଇ ଗଲେ।ଏହା ତାଙ୍କୁ ବହୁତ କଷ୍ଟ ଦେଇଚି।ଅନ୍ୟ ପଟେ ଅନୁଭବ ମହାନ୍ତି ବହୁତ ଖୁସି ଥିବାର ନଜର ଆସି ଛନ୍ତି।ସେ ନିଜର ଛାଡ ପତ୍ର ହୋଇ ଥିବା ଯୋଗୁଁ କେକ ମଧ୍ୟ କାଟି ଛନ୍ତି।
ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଶେଷ ରେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ନିଜ ଖୁସି କୁ ବାଛି ନେଇ ଛନ୍ତି।ଯାହା ପାଇଁ ଏତେ କଥା ଶୁଣିବାକୁ ମିଳିଛି।ଏତେ ଅପମାନ ସହି ବାକୁ ପଡ଼ିଲା।
ଶେଷ ରେ ସେଠାରୁ ନିଜକୁ ଦୂରେଇ ଆଣିଲେ ବର୍ଷା ପ୍ରିୟଦର୍ଶିନୀ।ଏବେ ନିଜ ଖୁସି ସେ ଅନ୍ୟ ସ୍ଥାନ ରେ ପାଇ ସାରିଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ସେ ଜଣେ ସମାଜ ସେବୀ ଅଟନ୍ତି।ସେ ଗରିବ ଲୋକ ମାନଙ୍କ ସେବା କରନ୍ତି।
ଏବେ ମଧ୍ୟ ସେ ସେହି କାମ କରି ନିଜକୁ ଖୁସି କରୁଛନ୍ତି।ଯାହା କି ତାଙ୍କୁ ଅନୁଭବ ଙ୍କ ପାଖରୁ ମିଳି ନ ଥିଲା।ଏବେ ସେ ସେହି ଗରିବ ଲୋକ ମାନଙ୍କ ମୁହଁ ରେ ହସ ଫୁଟେଇ ବହୁତ ଖୁସି ଅଛନ୍ତି।
ବହୁତ ହୋଇ ଗଲା ଅନ୍ୟ ମାନଙ୍କ ନିକଟ ରେ ନିଜ ମାନ ସମ୍ମାନ କୁ ତଳେ ପକେଇବା।ଏଥର ସେ ସବୁକିଛି ଭୁଲି ଆଗକୁ ଆଗେଇବେ।ଆଉ ଦରକାର ନାହିଁ କାହାର ଭଲ ପାଇବା।ଶେଷ ରେ ନିଜ ଖୁସି ରେ ରାସ୍ତା ବାଛି ନେଲେ ବର୍ଷା ପ୍ରିୟଦର୍ଶିନୀ।
ସୂଚନା ଅନୁସାରେ ଏହି ଛାଡ ପତ୍ର ମାମଲା ଆସିଲା ପରେ ବର୍ଷା ପ୍ରିୟଦର୍ଶିନୀ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ଦେଇ ନାହାନ୍ତି।ଅନ୍ୟ ପଟେ ଅନୁଭବ ମହାନ୍ତି ବହୁତ ଖୁସି ଅଛନ୍ତି।