Jan 11, 2024, 18:52 IST

ବହୁତ ବଡ ଖୁସି ଖବର ଦେଲେ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦେଖନ୍ତୁ ଆପଣ ଏହି ଖବର ଜାଣିଲେ ମଧ୍ୟ ଖୁସିରେ ନାଚିବେ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଓଡ଼ିଆ ସିନେ ଜଗତ କୁ ଅନେକ ନୂଆ ନୂଆ ଫିଲ୍ମ ଭେଟି ଦେଇଛନ୍ତି।ଆଜି ଏହି ଅଭିନେତ୍ରୀ ଜଣକ ଘରେ ଘରେ ପରିଚିତ।
Special Report
ଓଡ଼ିଶା ର ଲୋକ ମାନେ ତାଙ୍କୁ ଖୁବ୍ ଭଲ ପାଆନ୍ତି।ତାଙ୍କ ଫିଲ୍ମ କୁ ଦେଖିବା ପାଇଁ ସେମାନେ ଅପେକ୍ଷା କରି ରହି ଥାଆନ୍ତି।ହେଲେ ଏହି ଅଭିନେତ୍ରୀ ଜଣକ କିଛି ଦିନ ହେବ ଓଡ଼ିଆ ସିନେ ଜଗତ ଠାରୁ ଦୂରେଇ ରହିଥିଲେ।ଓ ସମାଜ ସେବା ରେ ମନୋନିବେଶ କରିଥିଲେ।
ଆଜି ଆମେ ସେହି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଏହି ଅଭିନେତ୍ରୀ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି।ତାଙ୍କ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ଆସିବାକୁ ଯାଉଛି।ଯାହାକୁ ନେଇ ଏବେ ଠାରୁ ଚର୍ଚ୍ଚା କରା ଯାଉଛି।ସେ ଯେଉଁ ଫିଲ୍ମ ରେ ଅଭିନୟ କରିଛନ୍ତି ତାହାକୁ ଖୁବ୍ ସୁନ୍ଦର ହୋଇଚି ବୋଲି ସେ କହିଛନ୍ତି।
ସେହି ଫିଲ୍ମ ର ଅଭିନୟ ନାମ ହେଉଛି ୱାଇଫ।ଏବେ ଏହି ଫିଲ୍ମ ଟି ର ସୁଟିଂ କାର୍ଯ୍ୟ ଜାରି ରହିଛି।ଏଥିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛଡା ଅନ୍ୟ ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ୍ ଭଲ ଅଭିନୟ କରିଛନ୍ତି।ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି କି ଆପଣ ମାନଙ୍କୁ ଏହି ଫିଲ୍ମ ଟି ଖୁବ୍ ପସନ୍ଦ ଆସିବ।
Special Report
ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କ ବିବାହ ବିଚ୍ଛେଦ କୁ ଖୁବ୍ ଚର୍ଚ୍ଚା କରା ଯାଉଛି।କଟକ ପାରିବାରିକ କୋର୍ଟ ଏହି ବିବାହ ବିଚ୍ଛେଦ କୁ ସ୍ଵୀକୃତି ଦେଇ ନ ଥିଲା।ଏବେ କଟକ ହାଇ କୋର୍ଟ ଉଭୟ ଙ୍କ ଛାଡ ପତ୍ର ହେବ ବୋଲି କହିଛନ୍ତି।
ଖୁବ୍ ଶୀଘ୍ର ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ଯାଉଛନ୍ତି।ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।ଦୀର୍ଘ ଚାରି ବର୍ଷ ହେଲାଣି ଉଭୟ ଙ୍କ ଛାଡ ପତ୍ର ମାମଲା କୋର୍ଟ ରେ ପଡ଼ି ରହିଥିଲା।ଏଥିପାଇଁ ବର୍ଷା ପ୍ରିୟଦର୍ଶିନୀ ସବୁବେଳେ ଦୁଃଖ ରେ ରହୁଥିଲେ।
ବର୍ତ୍ତମାନ ସମୟ ରେ ସେ ଏସବୁ ଠାରୁ ନିଜକୁ ଦୂରେଇ ନେଇଛନ୍ତି।ତାଙ୍କ ଆଗାମୀ ଫିଲ୍ମ କୁ ନେଇ ଏବେ ସେ ବ୍ୟସ୍ତ ଅଛନ୍ତି।ଏହା ଛଡ଼ା ସେ ସମାଜ ସେବୀ ଅଟନ୍ତି।ଲୋକ ମାନଙ୍କ ଦୁଃଖ ସୁଖ ରେ ସେ ଛିଡା ହୁଅନ୍ତି।
ଏବେ ଦେଖିବାକୁ ବାକି ରହିଲା ଓଡ଼ିଆ ଚଳଚ୍ଚିତ୍ର ୱାଇଫ୍ ସେତେ ମାତ୍ରା ରେ ସଫଳତା ପାଇ ପାରୁଛି କି ନାହିଁ।ଯାହାକୁ ନେଇ ଏବେ ତାଙ୍କୁ ସୋସିଆଲ ମିଡ଼ିଆ ରେ ଅନେକ କଥା କୁହା ଯାଇଛି।ତାଙ୍କ ପରିବାର ନାମ ରେ ମଧ୍ୟ ଅନେକ କଥା ଶୁଣିବାକୁ ମିଳୁଛି।

Advertisement