Oct 7, 2023, 16:30 IST

ବର୍ଷା ଆଉ ଅନୁଭବ ଆଜି ନହେଲେ କାଲି ନିଶ୍ଚୟ ମିଶି ଯିବେ, ଆଉ ଆସନ୍ତା ବର୍ଷ ତାଙ୍କ ଅଭିନୀତ ଚଳଚ୍ଚିତ୍ର ପରଦା କୁ ଆସିବ

Special report

ନମସ୍କାର ପାଠକ ବନ୍ଧୁ।ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି ଙ୍କ ବିବାଦ ଥମିବାର ନାଁ ନେଇ ନାହିଁ।ଉଭୟ ଓଲିଉଡ ର ଜଣେ ଜଣେ ଆଗ ଧାଡ଼ି ର କଳାକାର।ହେଲେ ଗତ କିଛି ଦିନ ହେବ ସେମାନଙ୍କ ସଂପର୍କ କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ଉଭୟ ହେଉଛନ୍ତି ସ୍ଵାମୀ ସ୍ତ୍ରୀ।ପରସ୍ପର ଠାରୁ ଅଲଗା ହେବାପାଇଁ କଟକ ପାରିବାରିକ କୋର୍ଟ ରେ ଏକ ପିଟିସନ ଦାୟର କରିଥିଲେ।ହେଲେ କୋର୍ଟ ସେମାନଙ୍କ ର ପିଟିସନ କୁ ଖାରଜ କରି ଦେଇଥିଲା।ଏହା ପରେ ଉଭୟ ସୋସିଆଲ ମିଡିଆରେ ପରସ୍ପର ଉପରେ କାଦୁଅ ଫିଙ୍ଗିବା ଆରମ୍ଭ କରି ଦେଇଥିଲେ।
ବର୍ଷା ଅନୁଭବ ଙ୍କ ନାମ ରେ କହୁ ଥିଲା ବେଳେ ଅନୁଭବ ନାମ ରେ ଅନେକ କଥା କହୁଥିଲେ।ଅନୁଭବ ମହାନ୍ତି କହିଥିଲେ କି ସେ ନ୍ୟାୟ ପଥ ରେ ଅଛନ୍ତି ତାଙ୍କ ର ବିଜୟ ସୁ ନିଶ୍ଚିତ।ବର୍ଷା ଙ୍କୁ ବହୁତ ଭଲ ପାଇବା ଦେଇଛି।
Special report
ହେଲେ ସେ ଆଜି ଯାଏଁ ମୋ ଭଲ ପାଇବା କୁ ବୁଝି ପାଇଲେ ନାହିଁ।ମୁ ତାଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖିବା ପାଇଁ ବହୁତ ଚେଷ୍ଟା କଲି କିନ୍ତୁ ସେ କେବେ ବି ମୋ ନିକଟତର ହେଲେ ନାହିଁ।ଏବେ ଆମେ ଦୁହେଁ ଅଲଗା ହୋଇ ଯିବା ହିଁ ଭଲ ହେବ।
କଣ ପାଇଁ ତମେ ପୁଣି ଥରେ ମୋ ସହିତ ରହିବା ପାଇଁ ଚାହୁଁଛ।ଏହା ପରେ ବି ବର୍ଷା କିନ୍ତୁ ଅନୁଭବ ଙ୍କ ସହିତ ରହିବା ପାଇଁ ଇଚ୍ଛା କରିଛନ୍ତି।ଦୁଇ ଜଣ ଙ୍କ ଭିତରେ ଝଗଡ଼ା ଦିନ କୁ ଦିନ ବଢ଼ିବାରେ ଲାଗିଛି।ପୁଣି ଗତ କାଲି ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟ ରେ କିଛି ପୋଷ୍ଟ କରିଛନ୍ତି
ଯାହାକୁ ଶୁଣି ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯିବେ।ସେ ବର୍ଷା ଙ୍କୁ ବୁଝାଇବାକୁ ଯାଇ କହିଛନ୍ତି କି ମୁଁ ତମକୁ ଆମ ବିବାହ ପରେ ବହୁତ ଭଲ ପାଇବା ଦେଇଛି।କିନ୍ତୁ ଏବେ ଆଉ ତମ ସହିତ ଏକାଠି ରହିବା ସମ୍ଭବ ନୁହେଁ।
ଆମେ ସବୁଦିନ ପାଇଁ ଭଲ ବନ୍ଧୁ ହୋଇ ରହିବା।ହେଲେ ପତି ପତ୍ନୀ ଭାବେ ଆଉ ସମ୍ଭବ ନୁହେଁ।ଆମେ ଏ ସବୁଦିନ ପାଇଁ ଭଲ ବନ୍ଧୁ ହେବା।ଏଥର ତମେ ଛାଡ ପତ୍ର ଦେଇ ଦିଅ। ଏବଂ ଶେଷ ରେ ସେ ବର୍ଷା ଙ୍କୁ ଗୁହାରି କରିଛନ୍ତି।ଏହାକୁ ଦେଖି ସମସ୍ତେ କହୁଛନ୍ତି କି ଅନୁଭବ ପୁଣି ଥରେ ବର୍ଷା ଙ୍କ ଆଡ଼କୁ ଢଳିବା ଆରମ୍ଭ କଲେଣି।

Advertisement