ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଗତସିଂହପୁର ଜିଲ୍ଲା ପର୍ଯ୍ୟଟନସ୍ଥଳୀ ଶିଆଳି ବେଳାଭୂମୀରେ ଥିବା ଓଟିଡିସି ଘରେ ଚାଲିଥିବା ସେ-କ୍ସ କାରବାରର ପର୍ଦ୍ଦାଫାସ ହୋଇଛି।

ଓଟିଡିସି ଘରକୁ ବେଆଇନ ଜବର ଦଖଲରେ ରଖି କେତେକ ଯୁବକ ସେକ୍ସ କାରବାର କରୁଥିବା ବହୁବାର ଅଭିଯୋଗ ହୋଇ ଆସୁଥିବା ବେଳେ ସେ-କ୍ସ କାରବାରରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କ ସହ ଜଣେ ଅ-ଭି-ଯୁ-କ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ଯେ, ଗତ ଦୁଇ ମାସ ତଳେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅଲଣା ଗ୍ରାମର ଆନନ୍ଦ ଦାସ ନାମକ ଯୁବକ ଜଣେ ଯୁବତୀଙ୍କୁ ସାଙ୍ଗରେ ନେଇ ଶିଆଳି ଓଟିଡିସି ଘରେ ଶା-ରୀ-ରି-କ ସମ୍ପର୍କ ରଖିବା ସହ ସେହି ମୁହୂର୍ତ୍ତର ଅ-ଶ୍ଳୀ-ଳ ଭିଡିଓ ଉତ୍ତୋଳନ କରି ପରବର୍ତ୍ତୀ ସମୟରେ

ସେହି ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ତେବେ ବନ୍ଧୁଗଣ ଗତ କିଛିଦିନ ପୂର୍ବରୁ ତିର୍ତ୍ତୋଲ ଥାନା ଅଧିନ ଅଲଣା ଗାଁର ଆନନ୍ଦ ଦାସ ନାମକ ଯୁବକ ଜଣେ ଯୁବତୀଙ୍କୁ ସାଙ୍ଗରେ ନେଇ ଶିଆଳୀ ଓଟିଡିସି ଘରେ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
ଏବଂ ଏହାସହ ସେହି ମୁହୁର୍ତ୍ତର ଅ-ଶ୍ଳୀ-ଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ପରବର୍ତ୍ତୀ ସମୟରେ ଯୁବତୀଙ୍କ ସହ ମନୋମାଳିନ୍ୟ ହେବାରୁ ଯୁବତୀର ଅ-ଶ୍ଳୀ-ଳ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଏ ବାବଦରେ ଯୁବତୀ ଜଣଙ୍କ ଏରସମା ଥାନାରେ ଏତଲା ଦେବାପରେ ଅ-ଭି-ଯୁ-କ୍ତ ଆନନ୍ଦ ଫେରାର ଥିଲା। ଏରସମା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅନୁସନ୍ଧାନ ଚାଲିଥିବା ବେଳେ ଅଭିଯୁକ୍ତ ଆନନ୍ଦ ଦାସକୁ ମୁମ୍ବାଇରୁ ଗିରଫ କରାଯାଇଛି।

ଶିଆଳି ବେଳାଭୂମିରେ ଥିବା ଓଟିଡିସି ସରକାରୀ ପାନ୍ଥନିବାସରେ ସେ-କ୍ସ ରାକେଟ ଚାଲୁଥିବା ସନ୍ଦେହ ଓ ଅ-ଭି-ଯୁ-କ୍ତକୁ ସହଯୋଗ କରିଥିବା ଅଭିଯୋଗରେ ସ୍ଥାନୀୟ ଶିଆଳି ଗାଁର ବଟକୃଷ୍ଣ ପାତ୍ର ଓ ଚନ୍ଦ୍ରକାନ୍ତ ମଣ୍ଡଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ଶିଆଳି ବେଳାଭୂମି ଓଡିଶା ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳ ଭାବେ ସ୍ଥାନ ପାଇଥିବା ବେଳେ ଶିଆଳିର ଓଟିଡିସି ଘରକୁ ନେଇ ଚର୍ଚ୍ଚା ଜୋର ଧରିଛି।