Feb 22, 2024, 19:15 IST

ବାପି ପଣ୍ଡା କହିଥିବା କଥାକୁ ଅଙ୍ଗେ ଅଙ୍ଗେ ପରିଶୋଧ କରିଦେଲେ ରାଣୀ ପଣ୍ଡା ଦେଖନ୍ତୁ କଣ ଦେଲେ ଉତ୍ତର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତ ଆଉ ଏହାସହ ଯାତ୍ରା ଜଗତକୁ ନେଇ ଆସୁଥିବା
Special report
ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏବେ କିଛି ଖବର ଏବେ ସାମ୍ନାକୁ ଆସିଛି ।
ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଯାତ୍ରା ଜଗତର କଳାକାର ବାପି ପଣ୍ଡା କହିଥିଲେ ସେ ହେଉଛନ୍ତି ଲଙ୍ଗଳା ନର୍ତ୍ତକୀ, ଅଣ କଳାକାର । ଆଉ ଏବେ ରାଣୀ ପଣ୍ଡା କହିଛନ୍ତି ସେ ଦେଖେଇ ସାରିଲେଣି ସେ ଅଣ କଳାକାର ନା ଆଉ କିଛି ।
Special Report
ଅଭିନେତ୍ରୀ ରାଣୀ ପଣ୍ଡା ଚାହୁଁଛନ୍ତି ସେ ମରିବା ବେଳେ ତାଙ୍କ ଘରେ ଓଡ଼ିଶାବାସୀଙ୍କ ପାଦ ପଡୁ । ସେ ଓଡିଶାବାସୀଙ୍କୁ ବହୁତ ଭଲ ପାଆନ୍ତି । ଓଡ଼ିଶାବାସୀ ତାଙ୍କୁ ସେଭଳି ଭଲ ପାଆନ୍ତୁ । ଏହାସହ ରାଣୀ ପଣ୍ଡା ଆହୁରି ଅନେକ କଥା କହିଛନ୍ତି । 
ସେ କହିଛନ୍ତି ଯଦି ରାଣୀ ପଣ୍ଡା କିଛି ଖରାପ କାମ କରିଲା ତାହେଲେ ତାକୁ ଓଡ଼ିଶାବାସୀ ମାଡ ମାରନ୍ତୁ, ଆଉ କଳା ମୁହଁରେ ଲଗାନ୍ତୁ । ସେ ଶେଷରେ ଚାହିଁଛନ୍ତି କି ଓଡ଼ିଶାବାସୀ ସେ ମରିବା ସମୟରେ ତାଙ୍କ ପାଖରେ ରୁହନ୍ତୁ । ସେ ଏବେ ଅନେକ ଗଣନାଟ୍ୟରେ ଅଭିନୟ କରୁଛନ୍ତି ।
Special report
ଅଭିନେତ୍ରୀ ରାଣୀ ପଣ୍ଡା ଯେଉଁଠି ଦରକାର ସେହିଠାରେ ଭାଷା କୁହନ୍ତି । ମାନବ ସେବା ମାଧବ ସେବା ବୋଲି ସେ କହିଛନ୍ତି ସେଥିପାଇଁ ସେ ସବୁବେଳେ ଲୋକଙ୍କ ସେବା କରୁଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା ଜଣେ ବ୍ରାହ୍ମଣ ଝିଅ, ସେ ବି ସଂସ୍କୃତି କଣ ଜାଣିଛନ୍ତି ଆଉ ସେ ବି କାହାକୁ କିଭଳି ସମ୍ମାନ ଦେବେ ତାହା ବି ଜାଣିଛନ୍ତି । 
କିନ୍ତୁ ସେ ଯେତେବେଳେ ଦରକାର ଭାଷା କୁହନ୍ତି । ଆଉ ସବୁଠୁ ଭଲ ହେଉଛି ହୃଦୟର ଭାଷା ଏହା ବହୁତ ଅଳ୍ପ ଲୋକ ବୁଝିଥାନ୍ତି । ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଅନେକ କଳାକାର ଅନେକ କଥା କହିଛନ୍ତି ଯେମିତିକି ବାପି ପଣ୍ଡା ତାଙ୍କୁ ଅନେକ କିଛି କହିଛନ୍ତି ।
ଏହାସହ ଆହୁରି ଅନେକ କଳାକାର ଆଉ ଯାତ୍ରା ଜଗତର ଲୋକ ତାଙ୍କୁ ଅନେକ କଥା କହିଛନ୍ତି । ସେ କହିଛନ୍ତି କାହାକୁ କିଛି କହିବା ଦରକାର ନାହିଁ କି ପ୍ରମାଣ ଦେବା ଦରକାର ନାହିଁ । ଅଭିନେତ୍ରୀ ରାଣୀ ପଣ୍ଡା କେମିତିକା ତାହା ସାରା ଓଡ଼ିଶାବାସୀ ଜାଣିଥିବେ ।

Advertisement