Updated: Dec 28, 2023, 08:18 IST

ବାପା ଶବ୍ଦରେ ଲାଗିଲା କଳଙ୍କ ଦେଖନ୍ତୁ ଝିଅ ସହ ଶୋଇଥିଲା ବାପା ଶେଷରେ ଦେଖିଦେଲେ ଲୋକେ ଆଉ ତା ପରେ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ । ଏହି ଖବର ଜଣେ ବାପାଙ୍କୁ ନେଇ ଆସିଛି ।
Special Report
ବାପା ହେଉଛନ୍ତି ସ୍ୱର୍ଗ ଆଉ ବାପା ହେଉଛନ୍ତି ଧର୍ମ ଆଉ ବାପା ଶହେ ସର୍ଗର ଦେବତା । କିନ୍ତୁ ଏହି ବାପା ଜଣକ ଏଭଳି ନିର୍ଲଜ୍ଜ କାମ କରିଛି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଏହି ବାପା ଜଣକ ସାବତ ଝିଅ ସହିତ ଏଭଳି କାମ କରିଥିଲେ ଯାହା କେହି କରିବେ ନାହିଁ ।
ଏହି ବାପା ଜଣକ ସାବତ ଝିଅ ଉପରେ ଖରାପ ନଜର ପକାଇଥିଲେ । ଆଉ ଏହାପରେ ସେ ତା ସହିତ ଶା-ରି-ରୀ-କ ସମ୍ପର୍କ ମଧ୍ୟ ରଖିଥିଲେ । ବାପା ଝିଅକୁ ଡରିବୁନି କହି ବ-ଳା-ତ୍କା-ର କରିଲା ।
Special Report
ବାପା ଆଉ ଝିଅର ସମ୍ପର୍କ ବହୁତ ମଧୁର ଆଉ ପବିତ୍ର କିନ୍ତୁ ଏଭଳି କିଛି ଲୋକଙ୍କ ପାଇଁ ବାପା ଶବ୍ଦ ଆଜି କଳଙ୍କିତ ହୋଇଛି । ପବିତ୍ର ସମ୍ପର୍କରେ ପାପ ନଜର ପକାଇଥିଲା ବାପା । ଝିଅ ସହ ଏଭଳି କରିଥିଲା ବାପା ଯାହାକୁ ନେଇ ଏବେ ଖବର ଆସିଛି ।
ଏହି ବାପା ଜଣକ ନିଜ ଯୌ-ନ ସୁଖ ମେଣ୍ଟାଇବା ପାଇଁ ସାବତ ଝିଅ ସହିତ ଏଭଳି କରିଥିଲା । ଏବେ ଏହି ଝିଅ ଜଣକ କଣ କରିବ ସେ କାହାକୁ ମୁହଁ ଦେଖାଇ ପାରିବ ନାହିଁ । ଏବେ ଝିଅ କହୁଛି କି ଜୀବନରୁ ତାଙ୍କୁ ମାରି ଦେଇଥାନ୍ତ କିନ୍ତୁ ଏଭଳି କାମ କରି ନଥାନ୍ତ ।
Special Report
ଏହି ଧରମ ବାପା ଜଣକ ଝିଅ ଭଳି କେହି ନୁହେଁ ବୋଲି କହି ସେ ଏଭଳି କାମ କରିଦେଲା । ଝିଅ ଠାରୁ ଦେହ ସୁଖ ନେଇଗଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
Special Report
ଏହି ଧରମ ବାପା ଜଣକ ଏଭଳି କାମ କରିଛି ଯାହାକୁ ଦେଖିଲେ କେହିବି ଆଉ ଧରମ ବାପାକୁ ବିଶ୍ବାସ କରିବେ ନାହିଁ । ଏହି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଏକ ସ୍ଥାନରେ । ଏବେ ଜଳେଶ୍ଵର ପୋଲିସ ଏହି ଘଟଣାକୁ ତଦନ୍ତ କରୁଛି । ଏହି ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।
ଆଉ ଏହି ଅଭିଯୋଗ ଅନୁସାରେ ଏବେ ଧରମ ବାପାକୁ ଗିରଫ କରିଛି ପୋଲିସ । ଏହି ଯୁବକ ଜଣକ ହେଉଛନ୍ତି ଅନନ୍ତ । ସେହି ଯୁବତୀ ଆଉ ଅନନ୍ତ ଜଣଙ୍କ ଘରେ କାମ କରୁଥିଲେ ଆଉ ସେଠାରେ ଏଭଳି କରିଥିଲେ ଏହି ବ୍ୟକ୍ତି ଜଣକ । ଏବେ ଏହି ଘଟଣାକୁ ନେଇ ତଦନ୍ତ ଚାଲୁଛି ।

Advertisement