Feb 19, 2024, 18:09 IST

ବାପା ରଖିଲେ ଝିଅ ସହ ସମ୍ବନ୍ଧ ଶେଷରେ ମରିଗଲା ଝିଅ ଦେଖନ୍ତୁ ବାପା ହୋଇ ଥିଲା ଝିଅ ଉପରେ ଖରାପ ନଜର !! ଶେଷରେ.....

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଯାହାକୁ ଜନ୍ମ କରୁଛନ୍ତି ଶେଷ ରେ ତାହା ସହିତ ଖରାପ ସମ୍ପର୍କ ରଖିଲେ ବାପା। ଥରେ କି ଦୁଇ ଥର ନୁହେଁ।ବାରମ୍ବାର ଶାରୀରିକ ସମ୍ପର୍କ ରଖିଛି ବାପା।
Special report
ଯେ କେହି ଏହାକୁ ଶୁଣିଛି ଆଖିରୁ ଲୁହ ଆସି ଯାଉଛି।ଏଭଳି ଘଟଣା ଦେଖିବାକୁ ମିଳିଛି କୋଣାର୍କ ଥାନା ଅର୍ନ୍ତଗତ ମାଟିପଡ଼ା ଗାଁ ରେ।ଯେଉଁ ବାପା ଝିଅ କୁ ଜନ୍ମ ଦେଇ ଥିଲା ଶେଷ ରେ ସେ ହିଁ ସବୁ କିଛି ଶେଷ କରି ଦେଲା।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଜଣେ ଯୁବତୀ କିଛି ଦିନ ତଳେ ଆତ୍ମହତ୍ୟା କରିଛନ୍ତି।ତାଙ୍କ ଆତ୍ମହତ୍ୟା ପଛ ର ପ୍ରମୁଖ କାରଣ ହେଉଛନ୍ତି ବାପା।ସବୁ ବାପା ଇଚ୍ଛା କରନ୍ତି ନିଜ ଝିଅ କିଭଳି ସୁଖ ରେ ରହୁ।ବିବାହ କରି ପର ଘରେ ଭଲ ରେ ରହୁ।ହେଲେ ଆମେ ଏଠାରେ ଯେଉଁ ବାପା ଙ୍କ ବିଷୟ ରେ କହିବାକୁ ଯାଉଛୁ।
Special report
ସେ ବାପା ନୁହନ୍ତି।ଜଣେ ନର ରାକ୍ଷସ।ନିଜ ବାପା ରଖିଛି ଝିଅ ସହ ଶାରୀରିକ ସମ୍ପର୍କ। ଥରେ ନୁହେଁ କି ଦୁଇ ଥର ନୁହେଁ ।ବାର ବାର ରଖିଛି ସମ୍ପର୍କ।ଅନେକ ଦିନ ରୁ ଝିଅ ଉପରେ ରହିଥିଲା ନଜର।ଶେଷ ରେ ସୁବିଧା ପାଇଁ ଏଭଳି କିଛି କରି ଦେଇଛନ୍ତି ଯାହାକୁ କହିବାକୁ ଖରାପ ଲାଗିଛି।
ଯୁବତୀ ଙ୍କ ବାପା ସବୁଦିନ ମଦ୍ୟପାନ କରି ଘର କୁ ଫେରି ଥାଆନ୍ତି।ଘର କୁ ଆସିବା ପରେ ଝିଅ କୁ ଖୁବ୍ ମାରି ଥାଆନ୍ତି।ତା ସହିତ ଶାରୀରିକ ସମ୍ପର୍କ ରଖି ଥାଆନ୍ତି।ଝିଅ ନିଜ ମା କୁ ଏ କଥା ସବୁ କିଛି କହି ଥାଆନ୍ତି।ପ୍ରଥମେ ବାପା ର ଏଭଳି କଥା ଶୁଣି ମା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Special report
ବାରମ୍ବାର ଏଭଳି ହେବାରୁ ତାର ମା ଏହା ବିରୋଧ ରେ ସ୍ୱର ଉତ୍ତୋଳନ କରିଥିଲେ।ଏହା ପରେ ମଦୁଆ ବାପା ମା ଓ ଝିଅ ଉଭୟ ଙ୍କୁ ଖୁବ୍ ପିଟି ଥିଲେ।ଏହାକୁ ସହି ପାରି ନ ଥିଲେ ମା ଝିଅ।ଶେଷ ରେ ଥାନା ର ଦ୍ବାରସ୍ଥ ହୋଇ ଥିଲେ ଉଭୟ।
ହେଲେ ଝିଅ ଟି ନିଜ କଷ୍ଟ ସହି ପାରି ନ ଶେଷ ରେ ଆତ୍ମହତ୍ୟା କରି ଦେଇ ଥିଲେ।ଏବେ ମା ଏକୁଟିଆ ହୋଇ ଯାଇଚି।ପୋଲିସ ତାର ବାପା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏ ଘଟଣା ଟି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଚି।ଏଭଳି ବାପା କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରା ଯାଉ ବୋଲି ଲୋକ ମାନେ କହିଛନ୍ତି।

Advertisement