Feb 6, 2024, 12:12 IST

ବାପା ମା ଅନେଇଚନ୍ତି ଝିଅ ପଇସା ଆଣି ଆସିବ ହେଲେ ଇନ୍ଦିରା ଆବାସ ପଇସା ନେଇ ପ୍ରେମିକ ସହ ଛୁ ମାରିଲା ଝିଅ....

Special report

ନମସ୍କାର ପାଠକ ବନ୍ଧୁ।ପ୍ରେମିକ ପାଇଁ ନିଜ ବାପା ମା ଙ୍କୁ ଭୁଲି ଗଲା ଝିଅ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟରେ ଯୁବତୀ ମାନେ ମାତ୍ର କିଛି ଦିନ ର ପ୍ରେମ ପାଇଁ କିଭଳି ଭାବେ ନିଜ ପରିବାର ଠାରୁ ଅଲଗା ହେଇ ଯାଉଛନ୍ତି।
Special report
ସେମାନେ ଥରେ ହେଲେ ବି ଭାବୁ ନାହାଁନ୍ତି ନିଜ ପରିବାର ର ମାନ ସମ୍ମାନ କଥା। ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଜିଲ୍ଲା ରେ।ଘରୁ ଟଙ୍କା ନେଇ ପ୍ରେମିକ ସହିତ ବିବାହ କରିଥିଲେ ଯୁବତୀ।ଏହା ପରେ ନିଜ ବାପା ମା ଙ୍କୁ ଭୁଲି ଗଲେ।
ସୂଚନା ଅନୁସାରେ ଗତ କିଛି ବର୍ଷ ହେବ ଯୁବତୀ ଜଣକ ନିଜ ପ୍ରେମିକ ସହିତ ଦେଖା କରି ଥିଲେ।ଧୀରେ ଧୀରେ ସେମାନଙ୍କ ପ୍ରେମ ବଢ଼ିବାକୁ ଲାଗିଲା।ହେଲେ ପରିବାର ଲୋକ ମାନେ ଏହାକୁ ବିରୋଧ କରିଥିଲେ।ପରେ ଯୁବତୀ ଜଣକ ଇନ୍ଦିରା ଆବାସ ଯୋଜନା ରେ ଆସି ଥିବା ଟଙ୍କା କି ନେଇ ଥାନା ରେ ପହଞ୍ଚି ଯାଇ ଥିଲେ।
ସେଠାରେ ନିଜ ପ୍ରେମିକ କୁ ବିବାହ କରିବା ପାଇଁ ଯାଇ ଥିଲେ।ମା ଙ୍କୁ କହି ଥିଲେ କି ମୁଁ ସେ ଟଙ୍କା ଆଣିବା ପାଇଁ ଯାଉଚି।ମା ମଧ୍ୟ ଝିଅ ର ଏହି କଥା ରେ ବିଶ୍ଵାସ କରି ଯାଇ ଥିଲା।ହେଲେ ଝିଅ ପୋଲିସ ଥାନା ରୁ କିଛି ସମୟ ପରେ ଫୋନ୍ କରି ଥିଲା।
Special report
କହି ଥିଲା କି ମୁଁ ମୋ ପ୍ରେମିକ ସହିତ ଫେରାର ହୋଇ ଯାଇଛି।ବାଟ ରେ ସ୍କୁଟି ଥୋଇ ଦେଇ ଆସିଛି।କେହି ଆସି ସ୍କୁଟି ନେଇ ଯିବ।ଏହା ପରେ ଫୋନ୍ କାଟି ଦେଇଥିଲା।ବାପା ମା ଏହା ପରେ ଥାନା ରେ ପହଞ୍ଚି ଯାଇ ଥିଲେ।
ଝିଅ ବାପା ମା ଙ୍କୁ ଦେଖି ପ୍ରଥମେ ଚିହ୍ନି ପାରୁ ନ ଥିଲା।କହି ଥିଲା ଏମାନେ କିଏ ବୋଲି।ଏ କଥା ବାପା ମା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ନିଜ କଷ୍ଟ କୁ ସେ ଆଉ କାହାରି ପାଖରେ କହି ପାରି ନ ଥିଲେ।ଶେଷରେ ସେ ସ୍ଥାନ ଛାଡି ସେମାନେ ନିଜ ଘର କୁ ଚାଲି ଆସି ଥିଲେ।
ଘର କୁ ଆସି ଝିଅ ର ଶୁଦ୍ଧି କ୍ରିୟା କରି ଥିଲେ।ଏଭଳି ଝିଅ କୁ ସେମାନେ ବଞ୍ଚି ଥାଉ ଥାଉ ମାରି ଦେଇଥିଲେ।ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।
ତେବେ ଆପଣ ମାନେ କୁହନ୍ତୁ ଏଠାରେ କାହାର ଭୁଲ ରହିଛି।ନିଜ ଝିଅ ର ଭୁଲ ନା ବାପା ମା ଙ୍କ ଭୁଲ।ଏଭଳି ଝିଅ କୁ ଜନ୍ମ ଦେଇ ବାପା ମା କଣ ଭୁଲ କରିଛନ୍ତି।ଏବେ ଏହାକୁ ନେଇ ସବୁ ଆଡେ ଚର୍ଚ୍ଚା କରା ଯାଇଛି।

Advertisement