Jan 10, 2024, 12:51 IST

ହିଂସ୍ରତା ରେ ବାପା କୁ ବଳିଗଲା ଝିଅ : କହିଲା ନର୍ଥ କୋରିଆ ରେ ଏବେ ଠୁ ସବୁ କୁକୁର ଭଳିଆ ବଞ୍ଚିବେ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିମ୍ ଙ୍କ ଠାରୁ ବେଶୀ ଷ୍ଟାଇଲିଷ୍ଟ ହେଉଛି ତାଙ୍କର ଝିଅ। କାରଣ ସେ ପିନ୍ଧୁଛନ୍ତି ଦାମୀ ଜ୍ୟାକେଟ। ଏହାର ମୂଲ୍ୟ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
Special Report
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଯୋଙ୍ଗ ହୁମ୍ ଙ୍କ ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ସେ ସମଗ୍ର ବିଶ୍ୱରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି। ସେ ତାଙ୍କର ଲୋକ ମାନଙ୍କୁ ଶୋଷଣ କରିବା ସହ,
ତାଙ୍କର ସଂପର୍କୀୟ ମାନଙ୍କୁ ହ-ତ୍ୟା କରିବାର ଖବର ସବୁକିଛି ଚର୍ଚ୍ଚାରେ ରହିଥାଏ। ଯେତେବେଳେ ବି ଏଭଳି କିଛି କଥା ଆସେ ସେଥିରେ ଏଭଳି କିଛି କାରଣ ରହିଥାଏ ଯାହା ପଛରେ କି ତର୍କ ଖୋଜିବା ଖୁବ କଷ୍ଟକର ହୋଇ ଯାଇଥାଏ।
ଏକଛତ୍ରବାଦୀ ଶାସକଙ୍କ ଯେତିକି ଚର୍ଚ୍ଚା ତାଙ୍କର ପରିବାର ମଧ୍ୟ ସମାନ ଭାବରେ ଚର୍ଚ୍ଚାରେ ରହି ଥାଆନ୍ତି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ଙ୍କ ଉତ୍ତରାଧିକାରୀ କିଏ ହେବ ଏନେଇ ଖୁବ୍ ଚର୍ଚ୍ଚା ହୋଇଥାଏ।
Special Report
କୁହା ଯାଉଛି କି କିମ୍ ଙ୍କ ପରେ ତାଙ୍କର ଭଉଣୀ ହିଁ ତାଙ୍କର ସିଂହାସନ ଅଧିଗ୍ରହଣ କରିବେ। ଯେକି ପୂର୍ବରୁ ଉତ୍ତର କୋରିଆର ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଏହି ସମୟରେ ଦକ୍ଷିଣ କୋରିଆ ର ଗୁପ୍ତଚର ଏଜେନ୍ସି ଦାବୀ କରିଛି
ଯେ କେବଳ କିମ୍ ଙ୍କ ପ୍ରିୟ ଝିଅ ହିଁ ତାଙ୍କର ସିଂହାସନ ରେ ବସିବେ। ତାଙ୍କ ବଦଳରେ ଆଉ କେହି ବି ବସିବେ ନାହିଁ। କୁହା ଯାଇଛି କି ତାଙ୍କର ଝିଅ ଜୁ ଏଇ ହିଁ ତାଙ୍କର ଉତ୍ତରାଧକାରୀ ହେବେ।
ସର୍ବସାଧାରଣ କାର୍ଯ୍ୟରେ ସେ ତାଙ୍କର ପିତାଙ୍କ ସହ ପ୍ରାୟତଃ ନଜର ଆସୁଛନ୍ତି। ଯେଉଁଥିରୁ ଏହା ସ୍ପଷ୍ଟ ହୋଇ ଯାଉଛି ଯେ ତାଙ୍କର ଝିଅ ହିଁ ହେବେ ତାଙ୍କର ସ୍ପଷ୍ଟ ଉତ୍ତରାଧିକାରୀ।
ଏହି ଝିଅ ବର୍ତ୍ତମାନ୍ ୧୧ ବର୍ଷ ବୟସର। ତାଙ୍କୁ ଏକ DR ବ୍ରାଣ୍ଡ ଜ୍ୟାକେଟ ରେ ଦେଖିବାକୁ ମିଳିଥିଲା ଯାହାର ମୂଲ୍ୟ ୧ ଲକ୍ଷ ୫୮ ହଜାରରୁ ଅଧିକ ଟଙ୍କାର। ଏବେ ଏହାକୁ ନେଇ ସେଠାରେ ଖୁବ ଚର୍ଚ୍ଚା ମଧ୍ୟ ଲାଗି ରହିଛି।

Advertisement