Updated: Nov 7, 2023, 16:41 IST

ମୋ ବାପା କହିଲେ ଝିଅ ତୁ ତ ସୁନ୍ଦର ଅଛୁ, ବେପାର କରି ଦୁଇ ପଇସା ଘରେ ଦେ ମୁ ଆଉ କାମ କରିବାକୁ ଯିବିନି.. ସେବେ ଠୁ ମୁଁ ଏଇ ଲାଇନ୍ ରେ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ରାଜଧାନୀ ଭୁବନେଶ୍ବରରେ ବାର କ୍ଲବ୍ ଗୁଡ଼ିକ ଦିନ କୁ ଦିନ ବଢିବାରେ ଲାଗିଛି।ଝିଅ ମାନେ ସେଠାରେ କାମ କରି ମାସ କୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
Special report
ସେହି ଝିଅ ମାନଙ୍କୁ ଆମ ସମାଜ ଖରାପ ଦୃଷ୍ଟି ରେ ଦେଖି ଥାଏ।ଏପରି ଅନେକ ଝିଅ ଅଛନ୍ତି ଯେଉଁ ମାନେ ନିଜ ପରିବାର ର ଦୁଃଖ କୁ ସହି ନ ପାରି ଏପରି କାମ କରୁଛନ୍ତି।ସେହିଭଳି କିଛି ବାର ରେ ନାଚୁ ଥିବା ଝିଅ ମାନଂକ ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଭୁବନେଶ୍ୱର ର ଏକ ବାର ରେ ନାଚୁ ଥିବା ଝିଅ ମାନଙ୍କ ନିକଟ ରେ ଜଣେ ଗଣ ମାଧ୍ୟମ ପ୍ରତିନିଧି ପହଞ୍ଚି ଥିଲେ।ସେମାନଙ୍କୁ ବାର ରେ ନାଚିବାକୁ କାହିଁକି ଅଧିକ ପସନ୍ଦ ହେଲା ସେ ବିଷୟ ରେ ପଚାରି ଥିଲେ।
ସେହି ଝିଅ ମାନେ କହିଥିଲେ କି ନିଜ ପରିବାର ର ସମସ୍ୟା ପାଇଁ ତାଙ୍କୁ ଏସବୁ କରିବାକୁ ପଡ଼ୁଛି।ଗୋଟିଏ ଝିଅ ସେଥି ମଧ୍ୟରୁ କହିଥିଲେ କି ତାଙ୍କ ବାପା ରୋଜଗାର କରି ଦେଇଥିଲେ।ହେଲେ ଯେତେବେଳେ ତାଙ୍କର ଦୁ-ର୍ଘ-ଟ-ଣା ହେଲା। ସେ ଆଉ ତାଙ୍କ ଘର ସମ୍ଭାଳି ପାରିଲେ ନାହିଁ।
Special report
ଶେଷ ରେ ମୁଁ ମୋ ସାଙ୍ଗ ମାନଂକ ସହିତ କଥା ହୋଇ ଏଠାରେ ରହିଲି।ମୋତେ ଏଠାରେ ଦିନ କୁ ୨୦୦୦ ରୁ ଅଧିକ ଟଙ୍କା ମିଳୁଛି।ମୁ ମୋ ନିଜ ଆବଶ୍ୟକତା ପୁରଣ କରିବା ସହିତ ଘର କୁ ଟଙ୍କା ପଠାଉଛି।
ଅନ୍ୟ ଜଣେ ଝିଅ କହିଥିଲେ କି ନାଚ ହେଉଛି ମୋର କଳା।ମୁଁ ଏଠି ନାଚୁଚି।ମୋତେ ଏଥିରେ କିଛି ବି ଖରାପ ଲାଗୁ ନାହିଁ।ନିଜ ପରିବାର ପାଠ ପଢା ପାଇଁ ମୁଁ ନିଜେ ଟଙ୍କା ରୋଜଗାର କରୁଛି।ମୋତେ ଏଥିରେ କିଛି ବି ଖରାପ ଲାଗୁନି।
ଲୋକ ମାନେ କଣ ଭାବୁଛନ୍ତି ମୋତେ ଫରକ୍ ପଡେନି।ମୁଁ ନିଜେ କଷ୍ଟ କରୁଚି।ଆମେ ଏଠାରେ ପୁରା ସୁରକ୍ଷିତ ଭାବେ ଅଛୁ।ବାର ର କର୍ମ ଚାରି ମାନେ ଆମ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତି।ଆମ ପ୍ରତି କିଛି ବି ଖରାପ ବ୍ୟବହାର ହୁଏ ନାହିଁ ବୋଲି ଜଣେ ମହିଳା କହିଛନ୍ତି।

Advertisement