ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ। ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ।

ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି। ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ।
ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ତେବେ ବନ୍ଧୁଗଣ ସଚିନ ହେଉଛନ୍ତି ଜଣେ ବ୍ୟାଙ୍କ୍ ମ୍ୟାନେଜର। ସେ ବିବାହ ମଧ୍ୟ କରିଛନ୍ତି। ଆଉ ତାଙ୍କର ଗୋଟିଏ ପୁଅ ଆଉ ଝିଅ ଅଛନ୍ତି। ହେଲେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଏଭଳି ଅତ୍ୟାଚାର କରିବେ ବୋଲି କେବେ କେହି ଭାବି ନଥିଲେ।

ସବୁବେଳେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଥିଲା। ହେଲେ ଗୋଟିଏ ଦିନ ଏଭଳି କଳି ଝଗଡ଼ା ହେଲା ଯେ, ଯାହା ଫଳରେ ସଚିନ ଙ୍କ ଜୀବନ ଚାଲିଯାଇଛି। ତେବେ ବନ୍ଧୁଗଣ ସଚିନ ଙ୍କ ସ୍ତ୍ରୀ ପ୍ରିୟଙ୍କା ତାଙ୍କ ଭାଇ ଆଉ ବାପାଙ୍କୁ ଡାକିଥିଲେ।
ଆଉ ତାପରେ ସଚିନଙ୍କୁ ଘର ଭିତରେ ବାନ୍ଧି ଦେଇଥିଲେ। ସଚିନଙ୍କୁ ଯେତେବେଳେ ସେମାନେ ଜୀବନରୁ ମାରି ଦେଇଥିଲେ ସେତେବେଳେ ତାଙ୍କୁ ଶାରୀରିକ କଷ୍ଟ ଦେଇଥିଲେ। ଆଉ ତାଙ୍କ ଯୌନାଙ୍ଗକୁ ମଧ୍ୟ ଜଳି ଦେଇଥିଲା ସ୍ତ୍ରୀ ପ୍ରିୟଙ୍କା।

ଶେଷରେ ସଚିନ ଙ୍କ ଜୀବନ ସେହିଠାରେ ହିଁ ଚାଲି ଯାଇଥିଲା। ତେବେ ବନ୍ଧୁଗଣ ଏବେ ପୋଲିସ ହାତରେ ପ୍ରିୟଙ୍କା ଙ୍କ ଭାଇ ଓ ବାପା ଧରାପଡ଼ିଛନ୍ତି। କିନ୍ତୁ ସ୍ତ୍ରୀ ପ୍ରିୟଙ୍କା ଏବେ ଫେରାର ଅଛନ୍ତି। ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀ ର ଆଗ୍ରା ଅଞ୍ଚଳରେ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି। ତେବେ ଦେଖିବାକୁ ବାକି ରହିଲା ପ୍ରିୟଙ୍କା ପୋଲିସ ହାତରେ କେବେ ଧାରା ପଡୁଛି। ଏବଂ ଏହି ତିନି ଅଭିଯୁକ୍ତଙ୍କୁ କେଉଁ ଦଣ୍ଡ ମିଳୁଛି।