Jan 17, 2024, 19:31 IST

ବ୍ୟାଙ୍କ ଭିତରେ ଚାଲିଲା ଭୟଙ୍କର ନାଟ ଦେଖନ୍ତୁ ମ-ଦ୍ୟ-ପା-ନ ସନ୍ଦେହ କରି ମହାଭାରତ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special Report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।ନଯାହାକି ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିସର ଆଜି ରଣକ୍ଷେତ୍ର ପାଲଟିଛି।
Special Report
ଅଫିସର ଓ ଗ୍ରାହକଙ୍କ ମଧ୍ୟରେ ହୋଇଥିବା ମାରପିଟ୍ ର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି। ତେବେ ବନ୍ଧୁଗଣ ବସ୍ତା ଥାନା ଅନ୍ତର୍ଗତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିସର ଆଜି ରଣକ୍ଷେତ୍ର ପାଲଟିଛି। 
ସୂଚନା ଅନୁଯାୟୀ, ବସନ୍ତପୁର ଗ୍ରାମର ଶ୍ରୀ ଜଗନ୍ନାଥ ସ୍ବାଇଁ ସହାୟକ ଗୋଷ୍ଠୀର ମହିଳା ଫିଲ୍ଡ ଅଫିସର ଙ୍କ ପୂର୍ବ ଆଲୋଚନା ଯୋଗେ ଆଜି ଗ୍ରୁପ ଲୋନ ନେବାକୁ ଆସିଥିଲେ। ମାତ୍ର ଫିଲ୍ଡ ଅଫିସର ଚିତ୍ତରଞ୍ଜନ ସେଠୀ କୌଣସି ଲୋନ୍ ହେଇପାରିବ ନାହିଁ ମାସେ ପରେ ଆସିବା ପାଇଁ କହିଥିଲେ।
Special Report
ହେଲେ ଫିଲ୍ଡ ଅଫିସର ଜଣକ ମହିଳା ଜଣକ କୁ ଆଜି ଲୋନ କରେଇଦେବା ପାଇଁ କହିଥିଲେ। ଏହି କଥାକୁ ନେଇ ଫିଲ୍ଡ ଅଫିସର ଆଉ ମହିଳା ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଉ ଜଣେ ଗ୍ରାହକ ଆୟୁଷ ଶାଖାରେ ଖାତା ଭରିବା ପାଇଁ ଆସିଥିଲେ। 
ଅଫିସର ଙ୍କ ପାଟିରୁ ମଦ ଦୁର୍ଗନ୍ଧ ବାହାରୁଥିବା ଦେଖି ଆପଣ ଠିକ୍ ଅଛନ୍ତି ତ ବୋଲି ଆୟୁଷ ପଚାରିଥିଲେ। ଠିକ୍ ସେହି ସମୟରେ ଅଫିସର ଜଣକ ଅଶ୍ଳୀଳ ଭାଷାରେ ଗାଳି ଦେଇ ଆୟୁଷଙ୍କ ମୁହଁକୁ ମୁଥ ମାରିଥିଲେ।
ତେବେ ବନ୍ଧୁଗଣ ଉକ୍ତ ଫିଲ୍ଡ ଅଫିସରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲା। ଆୟୁଷ ମଧ୍ୟ ଫିଲ୍ଡ ଅଫିସରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଜଣାପଡିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement