Updated: Dec 5, 2023, 09:13 IST

ସାମ୍ନାକୁ ଆସିଲା ସାଙ୍ଘାତିକ ଖବର ଦେଖନ୍ତୁ ରୋମାନ୍ସ ଜଣଙ୍କ ସହ ଚତୁର୍ଥୀ ଆଉ ଜଣଙ୍କ ସହ ଖୋଲିଲେ ମୁଁହ - Exclusive

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୂର୍ବରୁ ପ୍ରେମ ପକ୍ଷୀ ସୀମା ହାଇଦର ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରୁମା ମାରୀୟମ୍‌। ତେବେ ବାଂଲାଦେଶରୁ ଓଡ଼ିଶା ସ୍ୱାମୀଙ୍କୁ ଖୋଜି ବୁଲୁଛନ୍ତି ରୁମା।
Special Report
ସ୍ୱାମୀଙ୍କୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଛନ୍ତି ରୁମା ମରିୟମ୍‌। ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳରେ ରୁମାଙ୍କ ଘର। ବିବାହ ପରେ ତାଙ୍କୁ ସ୍ୱାମୀ ଛାଡି ଚାଲି ଯାଇଥିବା ସେ ଅଭିଯୋଗ ଆଣିଛନ୍ତି।
ସୁଚନା ମୁତାବକ୍‌, ବାଂଲାଦେଶୀ ଯୁବତୀ ରୁମା ମାରୀୟମ ଙ୍କ ସହ ବାଲେଶ୍ଵର ଜିଲ୍ଲା କମରଦା ଥାନା ଅଧୀନ ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ସୋସିଆଲ ମିଡ଼ିଆରୁ ଭଲ ପାଇବା ଆରମ୍ଭ ହୋଇଥଲା।
Special Report
ପରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖାକରିବା ସହ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ। ଦୀର୍ଘ ୬ ବର୍ଷ ସମ୍ପର୍କ ପରେ ରୁମା ବିରେନ୍ଦ୍ରଙ୍କୁ ବାଂଲାଦେଶ କକ୍ସ ବଜାର ରେ ମୁସଲିମ ରୀତିନୀତି ଅନୁସାରେ ମୌଲାନା ଉପସ୍ଥିତି ରେ ଉଭୟ ବିବାହ କରିଥିବା ଦାବି କରିଛନ୍ତି। 
ବିରେନ୍ଦ୍ର ହିଁ ରୂମାଙ୍କ ସ୍ବାମୀ ବୋଲି ରୁମା ଦାବି କରିଛନ୍ତି। ଦୀର୍ଘ ଦିନର ଉଭୟ ବୈବାହିକ ଓ ଶାରୀରିକ ସଂପର୍କ ରଖିବା ପରେ କିଛି ଦିନ ହେବ ବିରେନ୍ଦ୍ର ରୁମାଙ୍କୁ ହତାଦର କରୁଥିବା ବେଳେ
Special Report
ତାଙ୍କ ସହ ଭଲରେ ସମ୍ପର୍କ ରଖୁ ନଥିବା ସହ ତାଙ୍କ ଠାରୁ ଦୂରେଇ ରହୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବିରେନ୍ଦ୍ର ଅନ୍ୟତ୍ର ବାହା ହୋଇ ପଡିଛନ୍ତି। କିନ୍ତୁ ବାଂଲାଦେଶୀ ଯୁବତୀ ଜଣକ ବିରେନ୍ଦ୍ରଙ୍କ ସହ ପୁନଃ ରହିବା ପାଇଁ ଜିଦ୍ ଧରିଛନ୍ତି। 
Special Report
ପ୍ରମାଣ ସ୍ବରୂପ ବାଂଲାଦେଶରେ ରୁମା ଓ ବିରେନ୍ଦ୍ରଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ରୁମାଙ୍କ ପାଖରେ ରହିଛି ସେ ନ୍ୟାୟ ପାଇଁ ବାଲେଶ୍ଵର ଆସିଥିବା ବେଳେ ଆସନ୍ତାକାଲି ବାଲେଶ୍ଵର ଏସ ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବେ ବୋଲି କହିଛନ୍ତି।
ସେପଟେ ଗତକାଲି ରୁମା ନିଜର ସ୍ବାମୀ ବୋଲି ଦାବି କରୁଥିବା ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଘରକୁ ଯାଇଥିଲେ। ତେବେ ସେଠାରେ ତାଙ୍କୁ ଘରୁ ତଡ଼ି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

Advertisement