ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ କ୍ରିକେଟ ଖେଳକୁ ନେଇ ଆସୁଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ବିଶ୍ୱକପ୍ ଖେଳ ବିଷୟରେ ଜାଣିପାରିବେ ।

ବିଶ୍ୱକପ୍ ଖେଳକୁ ନେଇ ଅନେକ ଖବର ଆସିଥାଏ । ଏବେ ବଙ୍ଗଳାଦେଶ ଏବଂ ଶ୍ରୀଲଙ୍କା ଦେଶ ମଧ୍ୟରେ ହେଇଥିବା ଖେଳକୁ ନେଇ ଖବର ଆସିଛି । ଆପଣମାନେ ସମସ୍ତେ ଏହି ଖେଳ ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ବଙ୍ଗଳାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳ ହୋଇଥିଲା । ଆଉ ଏହି ଖେଳରେ ବଙ୍ଗଳାଦେଶ ଠାରୁ ଶ୍ରୀଲଙ୍କା ହାରି ଯାଇଥିଲା । ହାରିବା ପରେ ଶ୍ରୀଲଙ୍କା ଦେଶର ଖେଳାଳି ମାନଙ୍କର ଅବସ୍ଥା ଏଭଳି ହୋଇଥିଲା ଯାହା ଶୁଣିଲେ ଆପଣ ବି ବିଶ୍ବାସ କରିପାରିବେ ନାହିଁ ।

ଆଉ ଏହି ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଖବର ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ବଙ୍ଗଳାଦେଶ ଠାରୁ ଶ୍ରୀଲଙ୍କା ହାରିବା ପରେ ଶ୍ରୀଲଙ୍କା ଖେଳାଳି କାନ୍ଦୁଥିଲେ ।
ତଳେ ଗଡି ମାଟି କାମୁଡି କାନ୍ଦିଲା ଶ୍ରୀଲଙ୍କା । ବିଶ୍ୱକପ ଖେଳରୁ ବାଦ ପଡ଼ିବା ପରେ ନିଜକୁ ସମ୍ଭାଳି ପାରିନଥିଲେ ଖେଳାଳି । ଯେତେବେଳେ ସେ ବାଦ ପଡିଲେ ସେତେବେଳେ ସେହି ପଡିଆ ଭିତରେ କାନ୍ଦି କାନ୍ଦି ଗଡି ଯାଇଥିଲେ ଖେଳାଳୀମାନେ ।

ସେମି ଫାଇନାଲ ଖେଳରେ ବଙ୍ଗଳାଦେଶ ଶ୍ରୀଲଙ୍କାକୁ ହରାଇଛି । ଆଉ ଏହି ଖେଳରେ ବାଦ ପଡ଼ିବାରୁ ସେମାନେ କାନ୍ଦିବା ସହ ମନଦୁଃଖ କରିଥିଲେ । ଶ୍ରୀଲଙ୍କା ଖେଳାଳୀ ଅନେକ କଥା ମଧ୍ୟ ହୋଇଥିଲେ ।
ବଙ୍ଗଳାଦେଶ ୩ ୱିକେଟରେ ୫୩ ରନ ପୂର୍ବରୁ ଶ୍ରୀଲଙ୍କାକୁ ହରାଇଛି । ସେମି ଫାଇନାଲରେ ପହଞ୍ଚିବା ପାଇଁ ଶ୍ରୀଲଙ୍କା ପାଖରେ ଥିବା ଶେଷ ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି । ଆଉ ଏହି ଖବର ଜାଣିବା ପରେ ଶ୍ରୀଲଙ୍କା ଦେଶର ଖେଳାଳି ମହେଶ ସିକସନ୍ କାନ୍ଦି କାନ୍ଦି ପଡ଼ିଆରେ ଗଡି ଯାଇଥିଲେ ।
ଏହି ଦୃଶ୍ୟ ଏବେ ଚର୍ଚ୍ଚାକୁ ଆସିଛି । ବଙ୍ଗଳାଦେଶ ଜିତି ଯାଇ ସେମି ଫାଇନାଲକୁ ପ୍ରବେଶ କରିଛି ଆଉ ଶ୍ରୀଲଙ୍କା ହାରି ଯାଇଛି । ସେଥିପାଇଁ ଏଭକୁ ଶ୍ରୀଲଙ୍କା ଖେଳାଳି ପଡ଼ିଆରେ କାନ୍ଦିଥିଲେ ।