Dec 13, 2023, 11:59 IST

ବହୁତ୍ ମନ ଖୁସି ରେ ଗୁଟଖା ବିଜ୍ଞାପନ କରୁଥିଲେ ଏବେ ନାମ ନେଲେ ୩ ଷ୍ଟାର, କୋର୍ଟ ରୁ ଗଲା ନୋଟିସ ହେବେ ବନ୍ଧା..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏଥର ଏକା ସାଙ୍ଗରେ ଯିବେ ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନ୍ ଜେଲ। ଲୋକଙ୍କୁ ଗୁଟକା ଖାଇବା ଶିଖାଇବା ତାଙ୍କୁ ମହଙ୍ଗା ପଡିବ।
Special Report
ନିଜେ ସେମାନେ ଗୁଟକା ଖାଆନ୍ତି ନାହିଁ ହେଲେ ସେମାନେ ଲୋକ ମାନଙ୍କୁ ଖାଇବାକୁ କୁହନ୍ତି। ଏଥର ଜେଲ୍ ରୁ ହିଁ ସୁଭିବ "ବିମଲ୍ କୁହ କଥା କେଶରୀ"। ଏଥର ଏକ ସହ ଏହି କଳାକାର ମାନେ ଜେଲ ଯିବେ ବୋଲି ଚର୍ଚ୍ଚା ହେଉଛି।
ସେଠାରେ ଯାଇ ସେମାନେ ଚକି ପେଶିବେ ବୋଲି ମଧ୍ୟ ଏହା କୁହା ଯାଉଛି। ବଲିଉଡ ଜଗତର ତିନିଜଣ ସୁପରଷ୍ଟାର ହେଉଛନ୍ତି ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନ୍।
ଏଭଳି କି ତାଙ୍କ ସହ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଯୋଗ ଦେବା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହୋଇଛି। ହେଲେ ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନ୍ ଜେଲ ଯିବା ନେଇ କୌଣସି ପ୍ରକାରର ସନ୍ଦେହ ନାହିଁ। ତିନିଜଣ ଜେଲ ଯିବା ନିଶ୍ଚିତ ହୋଇ ସାରିଛି।
Special Report
ଲୋକଙ୍କୁ ଗୁଟକା ଖାଇବାକୁ ଶିଖାଇବା ତିନି ଜଣଙ୍କୁ ମହଙ୍ଗା ପଡିବ ବୋଲି ଏହା ଜଣା ପଡିଛି। ତିନିଜଣ ସାରା ଭାରତରେ ହିଁ ବେଶ ଲୋକପ୍ରିୟ କଳାକାର ଅଟନ୍ତି। ସେମାନଙ୍କର କୋଟି କୋଟି ସଂଖ୍ୟା ରେ ଫ୍ୟାନ ମାନେ ମଧ୍ୟ ରହିଛନ୍ତି।
ସେମାନେ ଫିଲ୍ମ ରେ ଯେମିତି ଡ୍ରେସ ପିନ୍ଧନ୍ତି ଓ ଚୁଟି ମଧ୍ୟ କାଟନ୍ତି ପରଦିନ ହିଁ ତାହା ଟ୍ରେଣ୍ଡ ରେ ପରିଣତ ହୋଇ ଯାଇଥାଏ। ଏହାକୁ ନେଇ ସେମାନେ ଖୁବ ଚର୍ଚ୍ଚାରେ ମଧ୍ଯ ରହି ଥାଆନ୍ତି।
ତେଣୁ ସେମାନଙ୍କୁ ନେଇ ଏବେ ଗୁଟକା କମ୍ପାନୀ ଗୁଡ଼ିକ ଭଲ ମାର୍କେଟିଂ କରୁଛି। ସେମାନେ ତିନିଜଣ ଅଭିନେତା ଗୁଟକା ଖାଆନ୍ତି ନାହିଁ ହେଲେ ଲୋକ ମାନଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ଗୁଟକା ଖାଆନ୍ତି ବୋଲି ସେମାନେ ଲୋକ ମାନଙ୍କୁ ଗୁଟକା ଖାଇବା ପାଇଁ ପବର୍ତାଇ ଥାଆନ୍ତି।
ଆଉ ଏହା ଦ୍ବାରା ସେମାନଙ୍କୁ ଏବେ କଡ଼ା ଦଣ୍ଡ ମିଳିବାକୁ ଯାଉଥିବା ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement