Sep 11, 2023, 16:11 IST

ଝିଅ ଶବ୍ଦରେ ଲାଗିଲା କଳଙ୍କ ଶେଷରେ ବାପା ମାଙ୍କୁ ମା-ରି ଶବ ସାମ୍ନାରେ କରିଲା ରୋମାନ୍ସ ଦେଖନ୍ତୁ ସାରା ଦେଶ ଆଶ୍ଚର୍ୟ୍ଯ ଏହି ଘଟଣାରେ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆମ ସଭ୍ୟ ସମାଜରେ ଏମିତି କିଛି ଅସଭ୍ୟ କାଣ୍ଡ କାରନାମା ଦେଖିବାକୁ ମିଳୁଛି ଯାହା ସମାଜକୁ କ-ଳୁ-ଷି-ତ କରିସାରିଲାଣି।
Special report
ସେହିପରି ଏକ ଘଟଣା ବର୍ତ୍ତମାନ ଶୁଣିବାକୁ ମିଳିଛି। ଯାହାକି କେବେ ଯୁବତୀ ନିଜ ବାପା ମାଆଙ୍କୁ ମାରିବା ପରେ ଘରକୁ ଡ଼ାକିଥିଲା ପ୍ରେମିକକୁ। ତା'ପରେ ଝରକା ବାଟ ଦେଇ ପ୍ରେମିକ ଘରେ ପଶି ଥିଲା। 
ବାପା ମାର ଶ-ବ ସାମ୍ନାରେ ଝିଅ ରଖିଥିଲା ଶା-ରୀ-ରି-କ ସମ୍ପର୍କ। ଝିଅ ବାପା ମାଙ୍କୁ ମାରିବା ପରେ ପୁରା ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରେମିକ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲା। ବାପା ମା ସବୁବେଳେ ପାଖରେ ରହୁଥିବାରୁ ଝିଅର ପ୍ରେମିକ ସହିତ ମିଶିବାରେ ଅସୁବିଧା ହେଉଥିଲା।
Special report
ତାପରେ ଝିଅ ପ୍ଲାନ କରିଥିଲା ବାପା ମାଆଙ୍କୁ ଦୁନିଆରୁ ହଟେଇ ଦେବା ପାଇଁ।ପ୍ରେମିକ ସହିତ ଝିଅ କଥାବାର୍ତ୍ତା ହୋଇ ଯୋଜନା କରିଥିଲେ କିପରି ବାପା ମାଆଙ୍କୁ ଦୁନିଆରୁ ହଟେଇ ଦେବେ ବୋଲି। 
ରାତିରେ ସମସ୍ତେ ଖାଇଲା ବେଳେ ଝିଅ ବାପା ମାଙ୍କ ଖାଦ୍ୟରେ ନିଶା ଦେଇ ଦେଇଥିଲା। ତା'ପରେ ବାପା ମା ଶୋଇ ପଡ଼ିଥିଲେ। ଠିକ୍ ସେତିକିବେଳେ ଝିଅ ଫୋନ କରି ତା ପ୍ରେମିକକୁ ଡାକି ଦେଇଥିଲା। ଆଉ ତା'ପରେ ଜୀବନରୁ ମାରି ଦେଇଥିଲା ବାପା ମାଆଙ୍କୁ।
Special report
ଝିଅ ଯେତେବେଳେ ବାପା ମାଆଙ୍କୁ ମାରି ଦେଇଥିଲା। ସେତେବଳେ ଖୁସି ହୋଇ ପ୍ରେମିକ ସହିତ ୨ ଘଣ୍ଟା ଶା-ରୀ-ରି-କ ସଂପର୍କ ରଖିଥିଲା ଝିଅ। ଏନେଇ ପୋଲିସ ପାଖରେ ମଧ୍ୟ ଅଭିଯୋଗ ହେଲା। 
କିନ୍ତୁ ଝିଅ ମିଛରେ କହିଥିଲା କେହି ଜଣେ ତାଙ୍କ ରୁମକୁ ଆସି ମାରିଦେଇ ଚାଲିଯାଇଥିଲା। ପୋଲିସ ଯେତେବେଳେ ତଦନ୍ତ ଆରମ୍ଭ କରି ଦେଇଥିଲା ସେତେବେଳେ ଝିଅ ସବୁ ସତ ମାନି ଯାଇଥିଲା। ତାପରେ ଧରା ପଡ଼ିବା ପରେ ଉଭୟ ପ୍ରେମିକ ପ୍ରେମିକା ଜେଲ ଭିତରେ ରହିଛନ୍ତି।
ଏହିଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ ୨୦୨୨ ମସିହାରେ ଏହି ଘଟଣା ଉପୁଜିଥିଲା। କିନ୍ତୁ ଏବେ ସେ କୁଆଡେ ବେଲ୍ ପାଇଁ ଆପ୍ଲଏ କରିଛନ୍ତି। ଯୁବତୀ ଜଣଙ୍କ ନାଁ ହେଉଛି କମଲ।

Advertisement