Dec 2, 2023, 20:13 IST

ବାହାଘର ପରେ ଆସିଲା ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ ପ୍ରେମରେ ଅନ୍ଧ ହୋଇ ସ୍ଵାମୀ କଲେ ଏମିତି କାଣ୍ଡ

Special Report

ନମସ୍କାର ପାଠକ ବନ୍ଧୁ।ବାହାଘର ଚାରି ମାସ ହୋଇ ଥିବା ବେଳେ ସ୍ତ୍ରୀ ହୋଇଚି ଆଠ ମାସ ର ଗ-ର୍ଭ-ବ-ତୀ।ଯାହାକୁ ନେଇ ଏବେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହିଛି।ମହିଳା ଜଣକ ଗତ ଚାରି ମାସ ତଳେ ତାଙ୍କ ସ୍ବାମୀ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ।
Special Report
ବିବାହ ପରେ ଉଭୟ ବେଶ୍ ହସ ଖୁସି ରେ ଘର ସଂସାର କରିଥିଲେ।ହେଲେ ପରବର୍ତ୍ତୀ ସମୟରେ ଜଣା ପଡ଼ି ଥିଲା ଯେ ତାଙ୍କ ସ୍ତ୍ରୀ ଗ-ର୍ଭ-ବ-ତୀ ଅଛନ୍ତି।ଯାହାକୁ କି ପରିବାର ଲୋକେ ସହି ପାରି ନ ଥିଲେ।
ସୂଚନା ଅନୁସାରେ ମହିଳା ଙ୍କ ପେଟ ରେ ଆଠ ମାସ ର ପିଲା ବଢୁଛି।ହେଲେ ତାଙ୍କ ବିବାହ କୁ ମାତ୍ର ଚାରି ମାସ ପୁରିଛି।ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗି ରହି ଥିଲା।
Special Report
ଏହା ପରେ ମହିଳା ଙ୍କ ସ୍ଵାମୀ ଥାନା ରେ ଅଭିଯୋଗ କରିବା ପାଇଁ ଯାଇଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ସେ ଗତ ଚାରି ମାସ ତଳେ ବିବାହ କରିଛନ୍ତି।ତାଙ୍କ ସ୍ତ୍ରୀ ଙ୍କ ସହିତ ତାଙ୍କର କୌଣସି ଶା-ରୀ-ରି-କ ସମ୍ପର୍କ ନ ଥିଲା।
ତେବେ ସେ ଆଠ ମାସ ର ଗର୍ଭବତୀ ହେଲେ କିପରି।ଏ ପିଲା ତାଙ୍କର ନୁହେଁ।ଅନ୍ୟ ପଟେ ମହିଳା ଜଣକ ନିଜ କୁ ନିର୍ଦ୍ଦୋଷ ବୋଲି କହିଛନ୍ତି।ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ଙ୍କ ସହିତ ତାଙ୍କର ବିବାହ ପୂର୍ବ ରୁ ପ୍ରେମ ସଂପର୍କ ରହି ଥିଲା।
Special Report
ଉଭୟ ଶା-ରି-ରୀ-କ ସମ୍ପର୍କ ରଖିଥିଲେ।ଏହା ପରେ ମହିଳା ଜଣକ ଗ-ର୍ଭ-ବ-ତୀ ହୋଇ ଥିଲେ।ଏଥିରେ ତାଙ୍କର କିଛି ବି ଭୁଲ ନାହିଁ।ତାଙ୍କ ପେଟ ରେ ବଢୁଥିବା ପିଲା ହେଉଛି ତାଙ୍କ ସ୍ବାମୀ ଙ୍କ ର।
ଏ ଯାଏଁ ଜଣା ପଡି ନାହିଁ କି ସେମାନଙ୍କ ଭିତରୁ କିଏ ସତ କହୁଚି ଓ କିଏ ମିଛ କହୁଛି।ପୋଲିସ ଘଟଣା ର ତଦନ୍ତ କରିବା ଆରମ୍ଭ କରିଛି।ମହିଳା ଙ୍କ ଡାକ୍ତର ମାଇନା କରିବା ପରେ ଘଟଣା ର ସତ୍ୟାସତ୍ୟ ବିଷୟ ରେ ଜଣା ପଡ଼ିବ।
ଏହି ଘଟଣା କୁ ଦେଖିବା ପାଇଁ ରାସ୍ତାରେ ଲୋକ ଙ୍କ ମଧ୍ୟରେ ଭିଡ ଜମି ରହିଥିଲା।ଏବେ ଦେଖିବାକୁ ବାକି ରହିଲା ମହିଳା ଙ୍କ ପେଟ ରେ ବଢୁଥିବା ସେହି ପିଲା ଟି କାହାର?

Advertisement