Updated: Jan 9, 2024, 20:00 IST

ବାହାଘରକୁ ମାତ୍ର ବର୍ଷେ ସ୍ତ୍ରୀ ସ୍ଵାମୀ ସହ କରିଦେଲା ଏମିତି କାଣ୍ଡ ଦେଖନ୍ତୁ ପ୍ରେମ ବିବାହ କରିବା ପଡ଼ିଗଲା ମହଙ୍ଗା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି।
Special Report
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି। 
ଏବଂ ତାସହ ଲୋକମାନେ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗିଲେଣି। ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି। ହିନ୍ଦୋଳ ରୂପାଲି ଗ୍ରାମରେ ଝିଅ ଦେବସ୍ମିତା ନାୟକ ଜଗତସିଂହ ପୁର ଜିଲ୍ଲା ବାଲିକୁଦା ଥାନା ଡୋଭାଳ ଗ୍ରାମର
Special Report
ବିଜୟ ବାରିକ ପୁଅ ସାଗର ବାରିକ ଙ୍କୁ ଇନଷ୍ଟାଗ୍ରାମ ରେ ପ୍ରେମ କରି ବିବାହ କରିଥିଲେ। ଉଭୟ ଦେବସ୍ମିତା ଓ ସାଗର ପ୍ରଥମେ କିଛି ଦିନ ବାଲେଶ୍ୱର ରେ ରହିବା ପରେ ଦେବସ୍ମିତାଙ୍କ ଘରେ ରହୁଥିଲେ। 
ତିନି ଦିନ ତଳେ ସାଗର ବାରିକଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ କି ତାଙ୍କ ପୁଅକୁ ମାରି ପୋଡ଼ି ଦିଆଯାଇଛି। ଏଭଳି କିଛି ଅଭିଯୋଗ ଆଣିଛନ୍ତି ସାଗର ବାରିକଙ୍କ ପରିବାର ଲୋକେ।
Special Report
ତାଙ୍କ ମୃତ୍ୟୁର କିଛି ଦିନ ପରେ ପରିବାର ଲୋକେ ଆସି ପହଞ୍ଚିଥିଲେ ହିନ୍ଦୋଳ ଥାନାରେ। ଗତ ୨୬ ତାରିଖରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ କି, ତାଙ୍କ ପୁଅ ସାଗର ବାରିକ କିଡନୀ ବିକ୍ରି କରି ଦିଆଯାଇଛି। 
ଆଉ ମାରି ପୋଡ଼ି ଦେଇଛନ୍ତି ଦେବସ୍ମିତା ଙ୍କ ପରିବାର ଲୋକେ। ତେବେ ଲିଖିତ ଅଭିଯୋଗ କୁ ଭିତ୍ତି କରି ହିନ୍ଦୋଳ ପୋଲିସ ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାଡ଼ ଓ ପାଉଁଶ ସଂଗ୍ରହ କରି ଲାବ୍ରୋଟରି କୁ ପଠାଇଛନ୍ତି।
ତେବେ ରିପୋର୍ଟ ଆସିବ ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ। ହିନ୍ଦୋଳ ପୋଲିସ ର ପ୍ରାଥମିକ ତଦନ୍ତ ପରେ ଦେବସ୍ମିତା ଙ୍କ ବାପା ଏବଂ ଭାଇ ଙ୍କୁ ଗିରଫ କରାଯିବ। ତେବେ ବନ୍ଧୁଗଣ ମୁଖ୍ୟ ଅଭିଯୁକ୍ତ ଦେବସ୍ମିତା ଙ୍କୁ କେଉଁ ଦଣ୍ଡ ମିଳୁଛି ଦେଖିବାକୁ ବାକି ରହିଲା।

Advertisement