Updated: Jan 1, 2024, 08:40 IST

ବାହାଘରକୁ ମାତ୍ର ହୋଇଥିଲା ୨୦ ଦିନ ଦେଖନ୍ତୁ କେମିତି ପାହାଡ ଉପରୁ ଚାଲିଗଲା ଜୀବନ - Exclusive

Special Report

ନମସ୍କାର ପାଠକ ବନ୍ଧୁ।ମୃ-ତ୍ୟୁ କେତେବେଳେ କାହାର ଆସେ ତାହା କେହି ବି ଜାଣି ନାହାନ୍ତି।ଆଗକୁ ନୂଆ ବର୍ଷ ଅଛି।ହେଲେ ତାହା ପୂର୍ବ ରୁ ଆସି ପହଂଚି ଯାଇଚି ଗୋଟିଏ ଦୁଃଖଦ ଖବର।ଏ କେହି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖି ରୁ ଲୁହ ଆସି ଯାଉଛି।
Special Report
ଜଣେ ମହିଳା ଏହି ନିକଟ ରେ ବିବାହ କରିଥିଲେ।ହେଲେ ବିବାହ ର ଏକ ମାସ ନ ହେଉଣୁ ସେ ସମସ୍ତଙ୍କୁ ଛାଡି ଚାଲି ଗଲେ।ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ର ପୁନେ ଅଞ୍ଚଳ ରେ।ସେଠାରେ ପାହାଡ ରୁ ଖସି ଜଣେ ମହିଳା ଙ୍କ ର ମୃ-ତ୍ୟୁ ହୋଇ ଯାଇଚି।
ସୂଚନା ଅନୁସାରେ ପୁନେ ଅଞ୍ଚଳ ର ଶୁଭାଙ୍ଗି ପଟେଲ ନାମକ ଜଣେ ମହିଳା ଗତ ଡ଼ିସେମ୍ବର ୮ ତାରିଖ ରେ ବିବାହ କରିଥିଲେ।ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ବିନାୟକ ପଟେଲ।ଯିଏ କି ଶୁଭାଙ୍ଗି ଙ୍କୁ ଖୁବ୍ ଭଲ ପାଉଥିଲେ।ଉଭୟ ହନିମୁନ ପାଇଁ ଏକ ପାହାଡିଆ ସ୍ଥାନ କୁ ଯାଇଥିଲେ।
Special Report
ସେଠାରେ ସେମାନେ ଅନେକ ସ୍ଥାନ ରେ ଫଟୋ ଉଠାଉ ଥିଲେ।ହେଲେ କିଏ ଜାଣି ଥିଲା ତାହା ସେମାନଙ୍କ ଶେଷ ଫଟୋ ହୋଇ ରହିବ।ସେମାନେ ଆଉ କେବେ ପରସ୍ପର ସହିତ ଦେଖା କରି ପାରିବେ ନାହିଁ।କାରଣ ପାହାଡ ଉପରୁ ସେଲଫି ନେଉ ଥିବା ସମୟ ରେ ଶୁଭାଙ୍ଗି ଙ୍କ ଗୋଡ ଖସି ଯାଇଥିଲା।
ସେ ସଙ୍ଗେ ସଙ୍ଗେ ଆସି ପାହାଡ ଉପରେ ପିଟି ହୋଇ ଯାଇ ଥିଲେ।ତାଙ୍କ ସ୍ଵାମୀ ବିନାୟକ ତାଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲେ।ହେଲେ ଶୁଭାଙ୍ଗି କେଉଁ ଠାରେ ବି ମିଳି ନ ଥିଲେ।ଏହା ପରେ ତାଙ୍କ ସ୍ଵାମୀ ପୋଲିସ କୁ ଖବର ଦେଇ ଥିଲେ।ବିନାୟକ କାନ୍ଦି କାନ୍ଦି ଏବେ ପାଗଳ ପରି ହୋଇ ଗଲେଣି।
Special Report
କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟିବ।ଯାହାକି ତାଙ୍କ ପରିବାର କୁ ଏତେ ବଡ ଦୁଃଖ ଦେଇଛି। ଶୁଭାଙ୍ଗି ଙ୍କ ମୃ-ତ୍ୟୁ ଏବେ ତାଙ୍କ ପରିବାର ରେ ସମସ୍ତେ କାନ୍ଦି ପକାଇ ଛନ୍ତି।ଭଗବାନ ଙ୍କ କି ଅପୂର୍ବ ନିୟମ।କଣ ପାଇଁ ଗୋଟିଏ ସ୍ଵାମୀ ଠାରୁ ତାର ସ୍ତ୍ରୀ କୁ ଅଲଗା କରି ଦେଲେ।
ସାତ ଜନ୍ମ ର ସାଥୀ ହୋଇ ଆରମ୍ଭ କରୁ ଥିଲେ ସେମାନେ ସୁନା ର ସଂସାର।ହେଲେ ତାଙ୍କ ସଂସାର ଉପରେ କାହାର ନଜର ଲାଗି ଯାଇଥିଲା।ସବୁଦିନ ପାଇଁ ସେମାନଙ୍କୁ ଭଗବାନ ଅଲଗା କରିଦେଲେ।ପୋଲିସ ପରେ ଶୁଭାଙ୍ଗି ମୃ-ତ ଦେହ କୁ ଠାବ କରିଥିଲା।
ଓ ଏହି ଘଟଣା ର ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।ଉକ୍ତ ଯୁବତୀ ଙ୍କ ସବୁ ଆଶା ଯେପରି ପାଣି ଫୋଟକା ପରି ମିଳାଇ ଯାଇଛି। ହଟାତ ପାହାଡ ଉପରେ ଘଟିଲା ଅଘଟଣ।ଡିସେମ୍ବର ୮ ରେ ବିବାହ କରି ଥିବା ଏହି ଦମ୍ପତି ଙ୍କ ଠାରୁ ଜଣେ ଅଲଗା ହୋଇ ସାରିଛି।

Advertisement