ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ପ୍ରେ-ମ ଓ ଧୋ-କା ଏକ ନୀତିଦିନିଆ ଜୀବନ ର କାହାଣୀ ହୋଇଛି।ମହିଳା ମାନେ ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖିଛନ୍ତି।ନିଜ ସ୍ଵାମୀ ଓ ପରିବାର କଥା ଟିକେ ବି ଭାବୁ ନାହାଁନ୍ତି।
ଆମେ ଆଜି ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ମହିଳା ଜଣକ ପ୍ରେମ ବିବାହ କରି ମଧ୍ୟ ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖିଥିଲେ।ଓ ଶେଷ ରେ ନିଜ ପ୍ରେମ ପାଇଁ ସ୍ଵାମୀ ଙ୍କୁ ହ-ତ୍ୟା କଲେ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ର ଇଟିଆ ଗ୍ରାମ ରେ।ଏଠାରେ ମିଥୁନ ନାମକ ଜଣେ ଯୁବକ ହେଉଛନ୍ତି ଟ୍ରକ୍ ଡ୍ରାଇଭର।ସେ ୬ ମାସ ତଳେ ନେହା ନାମକ ଜଣେ ଝିଅ କୁ ଭେଟି ଥିଲେ।ତାଙ୍କୁ ପ୍ରେମ କରିବା ଆରମ୍ଭ କରି ଥିଲେ।ପରେ ସେମାନେ ବିବାହ କଲେ।
କିନ୍ତୁ ବିବାହ ର ୨ ମାସ ଭିତରେ ନେହା ଙ୍କ ଜୀବନ କୁ ବବୁଲ ନାମକ ଜଣେ ବ୍ୟକ୍ତି ଆସିଲେ।ଉଭୟ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।ଏହାକୁ ବିରୋଧ କରିଥିଲେ ମିଥୁନ।ସେଥିପାଇଁ ନେହା ଓ ବବୁଲ ମିଶି ମିଥୁନ କୁ ହ-ତ୍ୟା କଲେ।
ଓ ନିଜର ଘର ର ଅଗଣା ରେ ମିଥୁନ ର ଶବ କୁ ପୋତି ଏହା ଉପରେ ଏକ ଫୁଲ ଗଛ ଲଗାଇ ଦେଲେ।ଏହାକୁ ଜଣେ ପଡୋଶୀ ଦେଖି ଦେଇଥିଲେ।ଓ ଏହାର କିଛି ଦିନ ପରେ ସେ ମିଥୁନ ଙ୍କ ପରିବାର ଲୋକ ଙ୍କୁ ଜଣାଇ ଥିଲେ।
ଏହା ପରେ ମିଥୁନ ଙ୍କ ବାପା ଥାନା ରେ ଅଭିଯୋଗ କରିବ ପରେ ଥାନା ବାବୁ ମାନେ ଘଟଣା ସ୍ଥଳରେ ପହଞ୍ଚି ମିଥୁନ ଙ୍କ ଶବ କୁ ଉଦ୍ଧାର କରିଥିଲେ।ତାଙ୍କ ପରିବାର ଲୋକେ ଏଥିପାଇଁ ବବୁଲ ନେହା ଓ ତାର ପରିବାର ଲୋକ ଙ୍କୁ ଦାୟୀ କରିଥିଲା।
ପୋଲିସ ସେମାନଙ୍କୁ ଗିରଫ କରି ଏବେ ଥାନା ରେ ରଖିଛି।ପଚରା ଉଚୁରା ବେଳେ ନେହା କହିଥିଲେ ଯେ ଅନେକ ଦିନ ରୁ ମିଥୁନ ଓ ତାଙ୍କ ଭିତରେ ପାରିବାରିକ କଳହ ଲାଗି ରହିଥିଲା।
ଓ ମିଥୁନ ଏହାକୁ ସହି ନ ପାରି ନିଜେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି।ଏଥିରେ ଆମର କୌଣସି ପ୍ରକାର ଭୁଲ ନାହିଁ।ଏବେ ଦେଖିବାକୁ ବାକି ରହିଲା କେବେ ମିଥୁନ ଓ ତାର ପରିବାର ଲୋକ ଙ୍କୁ ନ୍ୟାୟ ମିଳୁଛି।