Updated: Nov 20, 2023, 23:18 IST

ବାହା ହେଲେ ଶାରୀରିକ ସମ୍ପର୍କ ବି ରଖିଲେ ଆଉ ଏବେ ନର୍କ ଠୁ ବି ବେଶୀ ଯନ୍ତ୍ରଣା ଦେଲେଣି, ମତେ ରକ୍ଷା କର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ମହିଳା ଏଭଳି କିଛି ଅଭିଯୋଗ କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଛନ୍ତି କି ତାଙ୍କର ସ୍ଵାମୀଙ୍କ ନାମ ହେଉଛି ବନମାଳୀ ଗୌଡ଼। ତାଙ୍କର ଶଶୁରଙ୍କ ନାମ ହେଉଛି ପ୍ରିତବାସ ଗୌଡ଼ ,
Special Report
ଗ୍ରାମ ହେଉଛି କାଇଁଥଗଡା , ଥାନା ସରୋଡା ଓ ବ୍ଲକ୍ ସୋରଡ଼ା। ଯେତେବେଳେ ସେ ସିଲେଇ ସେଣ୍ଟର୍ ରେ ଟ୍ରେନିଂ ନଉଥିଲେ ଏହା ପରେ ସେ ଚେନ୍ନାଇ ଯାଇଥିଲେ।
ଏହାପରେ ସେଠାରେ ତାଙ୍କର ବନମାଳୀ ଙ୍କ ସହ ଦେଖା ସାକ୍ଷାତ ହେବା ସହ ତାଙ୍କର ସମ୍ପର୍କ ମଧ୍ୟ ସେଠାରେ ବଢ଼ିବାକୁ ଲାଗିଥିଲା। ଏହାପରେ ସେଠାରେ ତାଙ୍କର ବାହାଘର ମଧ୍ୟ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା।
ଚାରି ବର୍ଷ ସେଠାରେ ସେ କାମ କରୁଥିଲେ ଆଉ ଚାରି ବର୍ଷ କାମରେ ତାଙ୍କର ଆଠ ଲକ୍ଷ ଟଙ୍କା ମଧ୍ୟ ହୋଇଥିଲା। ସେତେବେଳେ ମହିଳାଙ୍କ ଠାରୁ ପଇସା ନେଇ ବନମାଳୀ ଘର ତିଆରି କରିଲେ।
Special Report
ନିଜ ବାପା ମାଆ ଙ୍କୁ ମହିଳା ଜଣକ ଗୋଟେ ପଇସା ମଧ୍ୟ ଦେଇ ନାହାଁନ୍ତି। ପଇସା ସବୁ ନେଇ ଘର ବନେଇ ସାରିବା ପରେ ଏବେ ମନା କରିଛନ୍ତି କି ସେ ଘର ତାଙ୍କର ନୁହେଁ ବୋଲି।
ସେ ଏବେ ତାଙ୍କର ଶଶୁର ଘରେ ରହିଛନ୍ତି ହେଲେ ଏବେ ମଧ୍ୟ ତାଙ୍କର ଘର ଲୋକଙ୍କ ଠାରୁ ଏହା ଶୁଣିବାକୁ ପଡ଼ୁଛି କି ଏହି ଘର ତାଙ୍କର ନୁହେଁ ବୋଲି। ଏଭଳି ସେ ଅନେକ କଥା କହୁଛନ୍ତି ଏବଂ ତାଙ୍କୁ ଖୁବ୍ ନିର୍ଯାତନା ମଧ୍ୟ ଦେଉଛନ୍ତି।
କାମ କରିବା ପରେ ମହିଳା ଜଣକ ଯେତେବେଳେ ଗ-ର୍ଭ-ବ-ତୀ ହୋଇ ଯାଇଥିଲେ ସେତେବେଳେ ତାଙ୍କୁ ନେଇ ଶାଶୁ ଘରେ ଛାଡ଼ି ଦେଇଥିଲେ। ଏଭଳି କି ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ନିଜ ପୁଅ କୁ ସେ ଖୁବ୍ ଭଲ ପାଉଥିଲେ।
ହେଲେ ଆଉ କଥା ହେଉ ନାହାଁନ୍ତି। ମାର୍ଚ୍ଚ ମାସ ୧୫ ତାରିଖରୁ ସେ ସବୁ କଥା ବାର୍ତ୍ତା ବନ୍ଦ ମଧ୍ୟ କରି ଦେଇଛନ୍ତି। ସବୁ ଭଲ ଥିବା ବେଳେ ଏବେ କିନ୍ତୁ ସବୁକିଛି ବିଗିଡ଼ି ଯାଇଛି।

Advertisement