Updated: Dec 11, 2023, 18:42 IST

ବାହାଘରକୁ ୬ ମାସ ନ ପୂରୁଣୁ ଭଉଣୀ ହାତ ଗୋଡ ବାନ୍ଧି ମାରିଦେଲେ ଶାଶୁଘର ଲୋକେ ଦେଖନ୍ତୁ କାନ୍ଦି କାନ୍ଦି ମୁଁହ ଖୋଲିଲେ ଭାଇ

Special Report

ନମସ୍କାର ପାଠକ ବନ୍ଧୁ।ଯୌ-ତୁ-କ ଜନିତ ବ-ଧୂ ହ-ତ୍ୟା ଦିନ କୁ ଦିନ ବଢିବାରେ ଲାଗିଛି।ଜଣେ ମହିଳା ଙ୍କୁ ଯୌ-ତୁ-କ ପାଇଁ ମାରି ଦିଆ ଯାଇଛି।ମଣିଷ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋଭ ମଣିଷ ରେ ଶେଷ ହୋଇ ନାହିଁ।
Special Report
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳ ର ଜଗନ୍ନାଥପୁର ଗାଁ ରେ।ସେଠାରେ ଜଣେ ମହିଳା ଙ୍କ ର ବାହାଘର ର ୬ ମାସ ନ ପୁରୁଣୁ ତାଙ୍କୁ ଟଙ୍କା ପାଇଁ ମାରି ଦିଆ ଯାଇଛି।
ଏଭଳି ଏକ ଅଭିଯୋଗ କରିଛନ୍ତି ମହିଳା ଙ୍କ ଭାଇ।ତାଙ୍କ କହିବା ଅନୁଯାୟୀ ତାଙ୍କ ଭଉଣୀ ଶକ୍ତିମୟୀ ଙ୍କ ର ଛଅ ମାସ ପୂର୍ବ ରୁ ଜଗନ୍ନାଥପୁର ଗାଁର ବିଶ୍ୱଜିତ୍ ବାରିକ ଙ୍କ ସହିତ ହୋଇ ଥିଲା।
Special Report
ବିବାହ ସମୟରେ ତାଙ୍କୁ ୨ ଲକ୍ଷ ଟଙ୍କା ସହିତ ଅନ୍ୟ କିଛି ଜିନିଷ ଦିଆ ଯାଇ ଥିଲା।ହେଲେ ପରବର୍ତ୍ତୀ ସମୟରେ ବିଶ୍ୱଜିତ ଙ୍କ ପରିବାର ଲୋକ ମାନେ ଆଉ ଏକ ଲକ୍ଷ ଟଙ୍କା ମାଗି ଥିଲେ।ସେଥିପାଇଁ ଶକ୍ତିମୟୀ ତାଙ୍କ ଦାଦା ଙ୍କୁ ଏ ବିଷୟରେ କହିଥିଲେ।
Special Report
ଦାଦା ମଧ୍ୟ ଦେବା ପାଇଁ ରାଜି ହୋଇ ଯାଇଥିଲେ।ଆଉ କିଛି ଦିନ ଭିତରେ ମୁଁ ଦେଇ ଦେବୀ ବୋଲି କହିଥିଲେ।ହେଲେ ଶକ୍ତିମୟୀ ଙ୍କ ଶାଶୁ ନଣଦ ଓ ଦିଅର ମିଶି ସବୁବେଳେ ଅତ୍ୟାଚାର କରୁଥିଲେ।
Special Report
ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ଖୁବ୍ ପିଟୁ ଥିଲେ।ତାଙ୍କ ନଣଦ ଚୁମା ବାରିକ ତାଙ୍କ ସହିତ ସବୁବେଳେ ଝଗଡ଼ା କରୁଥିଲେ।ତାଙ୍କୁ ଖାଇବାକୁ ଦେଉ ନ ଥିଲେ।ଶେଷ ରେ ତାଙ୍କୁ ଘରେ ପୁରାଇ ମାରି ଦେଇଛନ୍ତି।
ଲୋକ ଙ୍କୁ ଜଣାଇବା ପାଇଁ ସେମାନେ ରଶି ଲଗାଇ ଝୁଲାଇ ଦେଇଥିଲେ।ପରେ ତାଙ୍କ ଭାଇ ଙ୍କୁ ଖବର ଦେଇଥିଲେ।ଶକ୍ତିମୟୀ ଙ୍କ ଭାଇ ଆସି ତାଙ୍କ ଭଉଣୀ କୁ ଦେଖି କାନ୍ଦି ପକାଇ ଥିଲେ।ଏହା ପରେ ସେ ଥାନା ରେ ସମସ୍ତ ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement