Jan 29, 2024, 18:05 IST

ବଡ଼ ବଡିଆଙ୍କୁ ଧୋଇଦେଲେ ରାଣୀ ପଣ୍ଡା ଦେଖନ୍ତୁ ଏମିତି ଦେଲେ କଡା ଜବାବ ସମସ୍ତେ ଦେଖି ହେଲେ ଆଶ୍ଚର୍ୟ୍ଯ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେତେବେଳେ କୌଣସି ଗରିବ ଲୋକ ଉପରେ ବିପଦ ପଡେ ସେତେବେଳେ ରାନୀ ପଣ୍ଡା ଯାଇ ପହଞ୍ଚି ଥାଆନ୍ତି। କିନ୍ତୁ ଲୋକ ମାନେ ରାଣୀ ପଣ୍ଡାକୁ ଆଜି ବି ବିବାଦୀୟ ଅଭିନେତ୍ରୀ ବୋଲି କୁହନ୍ତି।
Special report
ବିବାଦରେ ରାଣୀ ପଣ୍ଡା ସବୁବେଳେ ଘେରୀ ରୁହନ୍ତି ବୋଲି ଲୋକେ ତାଙ୍କୁ ବିବାଦୀୟ ଅଭିନେତ୍ରୀ କୁହନ୍ତି। କିନ୍ତୁ ରାଣୀ ପଣ୍ଡା ଯେତେବେଳେ କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି ସେତେବେଳେ ଆଗ ଯାଇ ରାଣୀ ପଣ୍ଡା ପହଞ୍ଚଥାନ୍ତି। ରାଣୀ ପଣ୍ଡାକୁ ସାରା ଓଡିଶା ପସନ୍ଦ କରେ। 
ଆପଣ ମାନେ ତୋ ଜାଣିଥିବେ ଯାତ୍ରାର ଗୋଟେ ବହୁତ ଖରାପ ସମୟ ଆସିଛି ଧଉଳୀ ଗଣନାଟ୍ୟକ ଘଟଣା ସମସ୍ତେ ଜାଣିଥିବେ। ସେତେବେଳେ ରାଣୀ ପଣ୍ଡା ସାହାଯ୍ୟ କରିବାକୁ ଯାଇଥିଲେ ଏବଂ ସାହଯ୍ୟ ମଧ୍ୟ କରିଥିଲେ। ବର୍ତ୍ତମାନ ଏହି ଗଣମାଧ୍ୟମ ଆଗରେ ସାକ୍ଷାତକାର ରାଣୀ ପଣ୍ଡା କହିଛନ୍ତି, ସେ ଯେତେ ବି ଦୁଃଖକଷ୍ଟରେ ଥାଆନ୍ତୁ ନା
Special report
କାହିଁକି ସବୁବେଳେ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତି। ରାଣୀ ପଣ୍ଡା କହିଛନ୍ତି ଓଡ଼ିଶା ବାସୀଙ୍କର ହୃଦୟରୁ ମୋ ପ୍ରତି ଯେଉଁ ଭଲ ପାଇବା, ଚାରି କୋଟି ଜନତାଙ୍କର ଯେଉଁ ଶ୍ରଦ୍ଧା ରହିଛି, ୩୩ କୋଟି ଦେବା ଦେବୀଙ୍କର ଯେଉଁ ମୋ ପ୍ରତି କୃପା ରହିଛି। 
ସେଥିପାଇଁ ରାଣୀ ପଣ୍ଡା ଆଜି ମୁଣ୍ଡ ଟେକି ବାଟ ଚାଲି ପାରୁଛି। ରାଣୀ ପଣ୍ଡା ୧୨ଟା ୧ ବେଳେ ଜାଣିଥିଲେ ଯେ ଧଉଳି ଗଣନାଟ୍ୟକର ଏମିତି ଘଟଣା ଘଟିଥିଲା ବୋଲି। ରାଣୀ ପଣ୍ଡା ପରେ ଜାଣିଥିଲେ ବହୁତ ଲୋକ ଆହତ ହେବା ସହିତ କିଛି ଲୋକ ମରି ଯାଇଛନ୍ତି ବୋଲି।
Special report
ଆଉ ତାପରେ ସାଙ୍ଗେ ସାଙ୍ଗେ ରାଣୀ ପଣ୍ଡା ରାତିରେ ବାହାରିକି ଯାଇଥିଲେ ସେହି ସ୍ଥାନକୁ। ସେହି ସ୍ଥାନକୁ ମାଲିକ ଯାଇନି କି, ମ୍ୟାନେଜର ଯାଇ ନଥିଲା, କୋଉ ବଡ ବଡ କଳାକାର ଯାଇ ନଥିଲେ, ଆଉ ଯେଉଁ ମାନେ ନିଜକୁ ବଡ ବଡ ପ୍ରତିଷ୍ଠିତ କଳାକାର କହୁଛନ୍ତି ସେମାନେ ବି ଯାଇନଥିଲେ। 
ରାଣୀ ପଣ୍ଡା ଆଗ ସେହି ସ୍ଥାନକୁ ଯାଇକି ପଚାରିଥିଲେ କି, "କିଏ ଦେଖିବାକୁ ଆସିଥିଲେ କି ନାହିଁ ବୋଲି କିନ୍ତୁ ସେମାନେ କହିଥିଲେ କେହି ଦେଖିବାକୁ ଆସିନଥିଲେ ବୋଲି"। ରାଣୀ ପଣ୍ଡାଙ୍କ ଦ୍ବାରା ଯାହା ଯେତିକି ସାହଯ୍ୟ ହେଇପାରିବ ସେ ଯାଇକି ସେତିକି ସାହଯ୍ୟ କରିଥିଲେ।
ରାଣୀ ପଣ୍ଡା କହିଛନ୍ତି ଗୁରୁଙ୍କୁ ସେ କିଛି କୁହନ୍ତି କେବେବି ତାଙ୍କୁ ସାନ ଭାଇ ଭଳି ମାନନ୍ତି ଆଉ ଭଲରେ କଥା ମଧ୍ୟ ହୁଅନ୍ତି କିନ୍ତୁ ଗୁରୁ ବଡ ବଡ କଳାକାରଙ୍କ କଥାରେ ପଡ଼ି ଆଜି ରାଣୀ ପଣ୍ଡାକୁ ଗାଳି କରୁଛି।

Advertisement