Updated: Feb 28, 2024, 08:18 IST

ବେଙ୍ଗା ବାବା କହିଲେ ବହୁତ୍ ବଡ଼ ଗୁରୁତ୍ବପୂର୍ଣ୍ଣ କଥା..ଏହି ଦିନ ପୃଥିବୀ ଘୁରିବା ବନ୍ଦ୍ କରିଦେବ, ଆଉ ସବୁ ଶେଷ..

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଛୋଟ ପିଲା ଝୁଲୁଥିବା ଝୁଲା କୁ ଦେଖିଥିବେ।ତେବେ ଥରେ ଆପଣ ମାନେ ଭାବନ୍ତୁ ଯଦି ଏହି ଝୁଲା ଟି ଘୁରୁ ଥିବା ସମୟ ରେ ଅଟକି ଯାଏ ତେବେ କିପରି ଲାଗିବ।ପ୍ରକୃତ ରେ ଏହା ପିଲା ମାନଙ୍କୁ ଏକ ଧକ୍କା ଖାଇବା ଭଳି ଲାଗିବ।
ଆପଣ ମାନେ ସମସ୍ତେ ଜାଣି ଥିବେ ଆମେ ମାନେ ସେହି ପୃଥିବୀ ରୂପକ ଝୁଲା ରେ ବାସ କରୁଚୁ।ଯାହାକୁ ଆମେ ଝୁଲିଲା ବେଳେ ଦେଖି ପାରୂନା।ହେଲେ ଏହା ଯଦି ସୂର୍ଯ୍ୟ ଙ୍କ ଚାରି ପଟେ ନ ଘୁରେ ତେବେ କଣ ହେବ କେବେ ଭାବୁଛନ୍ତି କି।
Special report
ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ପୃଥିବୀ ସୂର୍ଯ୍ୟ ଙ୍କ ଚାରିପଟେ ପ୍ରାୟ ତ ଘଣ୍ଟା କୁ ୧୭୦୦ କିମି ପର୍ଯ୍ୟନ୍ତ ଘୁରି ଥାଏ।ଯଦି ଗାଡ଼ି ଟି କୌଣସି ଏକ ସ୍ଥାନ ରେ ପିଟି ହୋଇ ଯାଏ ସେତେବେଳେ ସିଟ ବେଲ୍ଟ ଥିବାରୁ କିଛି ସ୍ଥାନ ରେ ଆମେ ବଞ୍ଚି ଯାଉ।
ସେହିଭଳି ଯଦି ପୃଥିବୀ ଏକ ସେକେଣ୍ଡ ପାଇଁ ଘୁରିବା ବନ୍ଦ କରି ଦିଏ ତେବେ ଆମକୁ କୌଣସି ସିଟ ବେଲଟ ବଞ୍ଚାଇ ପାରିବ ନାହିଁ।ଆମକୁ ଏକ ଶକ୍ତ ଧକ୍କା ଲାଗିବ।ଏଥିରେ ମଣିଷ ର କ୍ଷତି ହେବାର ମଧ୍ୟ ଆଶଙ୍କା ଥାଏ।
ତେବେ ପୃଥିବୀ ନିଜ ଚାରିପଟେ ଘୁରିବାକୁ ୨୪ ଘଣ୍ଟା ସମୟ ନିଏ।ଏହି ସମୟ ଯୋଗୁଁ ଆମର ଦିନ ରାତି ହୁଏ ଋତୁ ପରିବର୍ତ୍ତନ ହୁଏ।ଯଦି ଏହା ନ ହେବ ମଣିଷ ସମାଜ ବଞ୍ଚିବା କଷ୍ଟକର ହୋଇ ପଡ଼ିବ।ଆମ ପୃଥିବୀ ପୃଷ୍ଠରେ ଜଳ ବାୟୁ ସବୁ କିଛି ରହିଛି।
Special report
ହେଲେ ପୃଥିବୀ ଘୁରିବା ସମୟ ରେ ଏଥିରେ ଅସୁବିଧା ହୁଏ ନାହିଁ।ଏହାର କାରଣ ହେଉଛି ପୃଥିବୀ ବହୁତ ବଡ।ପବନ ମଧ୍ୟ ଏତେ ଯୋର୍ ରେ ବହୁଛି ଯେ ଆମକୁ ଉଡ଼ାଇ ନେଇ ଯିବ।ଆମେ ଯେଉଁ ସବୁ ସୁବିଧା ପାଉଛୁ ତାହା ଗୋଟିଏ ସେକେଣ୍ଡ ରେ ହରେଇ ଦେଇ ପାରିବୁ।
ଏଭଳି ଏକ ସମୟ ଆସିବ।ଯେତେବେଳେ ଆମ ପାଖରେ କିଛି ବି ନ ଥିବ।ପ୍ରକୃତ ରେ ପୃଥିବୀ କୁ ଘୁରିବା ପାଇଁ ୨୩ ଘଣ୍ଟା ୫୬ ମିନିଟ ସମୟ ଲାଗି ଥାଏ।
ଏହା ଛଡ଼ା ପ୍ରତି ଚାରି ବର୍ଷ ରେ ଥରେ ଆମର ଅଧି ବର୍ଷ ହୋଇ ଥାଏ।ତେବେ ଏତେ କିଛି ଆମ ପୃଥିବୀ ରେ ଥାଇ ମଧ୍ୟ ଆହୁରି ଅନେକ କଥା ଆମେ ଜାଣି ନାହୁଁ।ଆଗକୁ ଏସବୁ ଜାଣିବା ପାଇଁ ବୈଜ୍ଞାନିକ ମାନେ ଚେଷ୍ଟା କରୁଛନ୍ତି।

Advertisement