Updated: Feb 19, 2024, 20:42 IST

ବାବା ଆର୍ତ୍ତତ୍ରାଣ ଖୋଲିଲେ ମୁଁହ ଦେଖନ୍ତୁ ନିଜର ମୃ-ତ୍ୟୁକୁ କଲେ ନିଶ୍ଚିନ୍ତ!!!

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁକିଛି ଖବର ପାଇ ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଜାଣିବେ ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି । ଏହି ବ୍ୟକ୍ତି ଜଣକ ଭବିଷ୍ୟତକୁ ନେଇ ଏଭଳି କିଛି କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବ୍ୟକ୍ତି ଜଣକ କହିଛନ୍ତି ୨୦୩୬ ମସିହାରେ ସେ ବିଲୀନ ହେବେ । 
ଏହି ବ୍ୟକ୍ତି ଜଣକ କହିଛନ୍ତି ୨୦୩୩ ମସିହା ବେଳକୁ ଗୋଟିଏ ହିଁ ଧର୍ମ ରହିବ ତାହା ହେଉଛି ସନାତନ ଧର୍ମ । ସନାତନ ଧର୍ମ ରହିବ ଆଉ ପ୍ରଭୁ ଜଗନ୍ନାଥ ରହିବେ । ଏହି ବ୍ୟକ୍ତି ଜଣକ ଯାହାକୁ ଛୁଇଁବେ ତାହାର ରୋଗ ଭଲ ହୋଇ ଯାଇଥାଏ ।
Special report
ସେ ସମସ୍ତଙ୍କୁ ଗାଳି କରନ୍ତି । ସେ କହିଛନ୍ତି ଯେତେ ଶକ୍ତିର ଅଧିକାରୀ ହେଲେ ମଧ୍ୟ ସେ ନିଜ ବିଷୟରେ କିଛି କୁହନ୍ତି ନାହିଁ । ଏହି ସାଧୁ ଜଣକ ହେଉଛନ୍ତି ବାବା ଆର୍ତ୍ତତ୍ରାଣ । ବାବା ଆର୍ତ୍ତତ୍ରାଣ କରୋନା ସମୟରେ ସାମ୍ନାକୁ ଆସିଛନ୍ତି ।
ଏହି ସାଧୁ ଜଣକ ସହିତ କଥା ହେଲେ ମଧ୍ୟ ଚମତ୍କାର ହୋଇଥାଏ । ଆଉ ତାଙ୍କ ମନ୍ତ୍ର ୟୁଟ୍ୟୁବରେ ଶୁଣିଲେ ମଧ୍ୟ ଭଲ ହୋଇ ଯାଆନ୍ତି । ବାବା ଆର୍ତ୍ତତ୍ରାଣ ଅନେକ ରୋଗ ଭଲ କରି ଦିଅନ୍ତି ।
Special report
କରୋନା ସମୟରେ ସେ ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲେ ତାଙ୍କର ଦେହ ଭଲ ହୋଇଯିବ ସେ ଛୁଇଁଲେ । ତାଙ୍କ ପାଖକୁ ଅନେକ ଲୋକ ଆସିଥାନ୍ତି । ଏହି ବାବା ଜଣକ ଅନେକ ଚମତ୍କାର କରିଛନ୍ତି । ଏବେ ନିକଟରେ ସେ ଜଣେ ବ୍ୟକ୍ତିଙ୍କୁ ଭଲ କରି ଦେଇଛନ୍ତି । ତାଙ୍କୁ ଡାକ୍ତର ଫେରାଇ ଦେଇଥିଲେ ।
ପ୍ରଭୁ ଜଗନ୍ନାଥଙ୍କୁ ଡାକି ସେ ସବୁକିଛି କାମ କରିଥାନ୍ତି। ସେ ଦୈବୀ ଶକ୍ତିକୁ ମଧ୍ୟ ବିଶ୍ବାସ କରିଥାନ୍ତି । ସେ ଚେଷ୍ଟା କରିଥାନ୍ତି ଏହାସହ ପ୍ରଭୁଙ୍କୁ ଡାକି ସେ ସବୁ କାମ କରିଥାନ୍ତି । ସେ ଅନେକ ଦେଶ, ରାଜ୍ୟ ଆଦି ବୁଲୁଛନ୍ତି । ଲୋକମାନେ ତାଙ୍କୁ ଭଗବାନ ବୋଲି ଭାବି ନେବେ ବୋଲି କୁହାଯାଉଛି ।
କିନ୍ତୁ ସେ ଏହି କଥାକୁ ନେଇ ମନା କରିଛନ୍ତି । ଯିଏ ୨୦୩୬ ମସିହାରେ ବିଲୀନ ହେବେ ବାବା ଆର୍ତ୍ତତ୍ରାଣ । ତାଙ୍କୁ କିଛି ଲୋକ ମାରିବା ପାଇଁ ଚେଷ୍ଟା କରିଛନ୍ତି ଆଉ କରିବେ ବୋଲି ସେ କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କଥା ଜାଣିପାରିବେ ।

Advertisement