Jan 5, 2024, 09:08 IST

କାହିଁକି ଅଟୋ କିଣିଲେ କମେଡିଆନ ହରି ସତ ଜାଣିଲେ ଆପଣ ମଧ୍ୟ କହିବେ ସ୍ଵାମୀ ହେବତ ଠିକ୍ ଏମିତି - Exclusive

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଓଡ଼ିଆ ସିନେମା ଜଗତର କମେଡିଆନ ହରି ହର ମହାପାତ୍ର ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଅନେକ ଫିଲ୍ମ ରେ ଆପଣ ମାନଙ୍କୁ ହସେଇ ଥିବେ।କିଛି ଫିଲ୍ମ ରେ ସେ ହିରୋ ର ଭୂମିକା ମଧ୍ୟ ନିଭାଇଛନ୍ତି।ଆଜି ଆମେ ତାଙ୍କରି ବିଷୟ ରେ କଥା ହେବା।ତାଙ୍କ ଭଳି ଅଭିନେତା ଆଉ ଦେଖିବାକୁ ମିଳୁ ନାହାନ୍ତି।
Special Report
ଲୋକ ଙ୍କୁ ତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସି ଥାଏ।ସେ ଫିଲ୍ମ ରେ ଅଭିନୟ କଲେ ଲୋକ ମାନେ ତାଙ୍କୁ ଦେଖି ଖୁବ୍ ହସନ୍ତି।ଏବେ ସେ ଅଟୋ ଚଳାଉ ଛନ୍ତି।ହେଲେ ସମସ୍ତେ କୁହା କୁହି ହେଉଛନ୍ତି କି ହରି ଭାଇ ଙ୍କ ଏବେ କି ଅସୁବିଧା ପଡ଼ିଲା ଯେ ସେ ଅଟୋ ଚଳାଉ ଛନ୍ତି।
ସୂଚନା ଅନୁସାରେ ହରିହର ମହାପାତ୍ର ଙ୍କ ର ଆଗକୁ ଗୋଟିଏ ଓଡ଼ିଆ ଫିଲ୍ମ ଆସିବାକୁ ଯାଉଚି।ଏହି ଫିଲ୍ମ ଟି ର ନାମ ହେଉଚି ଭଗିଆ ଭାରିଯା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ନିକଟ ରେ ସେ ରାସ୍ତା ରେ ଅଟୋ ଚଳାଉ ଥିବାର ଦେଖା ଯାଇଥିଲେ।
Special Report
ସେଥିପାଇଁ ତାଙ୍କୁ ଜଣେ ଗଣ ମାଧ୍ୟମ ପ୍ରତିନିଧି ପଚାରି ଥିଲେ କି ଆପଣ କଣ ଏବେ ଅଟୋ ଡ୍ରାଇଭର କାମ କରୁଛନ୍ତି କି।ଏଥିରେ ସେ କହିଥିଲେ କି ସେ କେବଳ ନିଜ ସ୍ତ୍ରୀ ଙ୍କୁ ଅଟୋ ରେ ବସାଇବେ।ଆଉ କାହାକୁ ବସାଇବେ ନାହିଁ।ଏ କଥା ଶୁଣି ସମସ୍ତେ ହସି ଥିଲେ।
ପ୍ରକୃତ କଥା ଟି ହେଉଛି ହରିହର ଯେଉଁ ଫିଲ୍ମ ରେ ଅଭିନୟ କରିଛନ୍ତି ସେଥିରେ ସେ ଜଣେ ଅଟୋ ଡ୍ରାଇଭର।ଏଥିରେ ତାଙ୍କ ସ୍ତ୍ରୀ ହେଉଛନ୍ତି ଦେବଯାନି।ସେ ତାଙ୍କ ସ୍ତ୍ରୀ ଙ୍କୁ ନେଇ ଏହି ଅଟୋ ରେ ଖୁବ୍ ବୁଲୁଛନ୍ତି।
Special Report
ସେଥିପାଇଁ ତାଙ୍କୁ ଅଟୋ ଚଳାଉ ଥିବାର ଦେଖା ଯାଇଥିଲା।ଏଥିପାଇଁ ସେ ଟ୍ରେନିଙ୍ଗ ନେଇ ଥିଲେ।ଏବେ ସେ ପୁରା ଅଟୋ ଚଳାଇ ପାରୁ ଛନ୍ତି।ସେ କହିଥିଲେ କି ମୋତେ ଏହି ଫିଲ୍ମ ରେ ହିରୋ ର ଭୂମିକା ମିଳିଚି।ମୋ ଫିଲ୍ମ କୁ ଦର୍ଶକ ମାନେ ଏକାଠି ନିଜ ପରିବାର ସହିତ ବସିକି ଦେଖି ପାରିବେ।
ଆଉ ଅଳ୍ପ ଦିନ ମଧ୍ୟରେ ଏହି ଫିଲ୍ମ ଟି ରିଲିଜ ହେବାକୁ ଯାଉଛି।ଆପଣ ମାନେ ସମସ୍ତେ ହଲ କୁ ଆସି ଏହି ଫିଲ୍ମ କୁ ଦେଖି ପାରିବେ।ଫିଲ୍ମ ଟି ଖୁବ୍ ସୁନ୍ଦର ହୋଇଚି।ତାଙ୍କର ଏହି ଫିଲ୍ମ କୁ ଦେଖି ସମସ୍ତେ କହୁଛନ୍ତି କି ହରି ଟୁଙ୍ଗୁରୁ ଭୋଳ ର ଅଭିନୟ କରିଛନ୍ତି।
ଏହା ସେ ଏହାକୁ ମିଛ ବୋଲି କହିଛନ୍ତି।ଏହା ସମ୍ପୂର୍ଣ୍ଣ ଭିନ୍ନ ଧରଣ ର କାହାଣୀ ଟିଏ।ଆପଣ ମାନେ ଏହାକୁ ଦେଖିଲେ ଭଲ ଭାବେ ଜାଣି ପାରିବେ।ଏବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ ଟି ହିଟ୍ ହଉଚି କି ନାହିଁ।

Advertisement