Dec 17, 2023, 13:38 IST

ଅଟୋବାଲା ସହ ମୋ ସ୍ତ୍ରୀ ହେଇଗଲା ଫେରାର, ଆଗରୁ ଦେଖିଥିଲି ସମ୍ପର୍କ ରଖୁଥିଲେ

Special Report

ନମସ୍କାର ପାଠକ ବନ୍ଧୁ।ଜଣେ ମହିଳା ନିଜ ପ୍ରେମିକ ସହିତ ଫେରାର ହୋଇ ଯାଇଛନ୍ତି।ପାଞ୍ଚ ବର୍ଷ ର ଝିଅ କୁ ଛାଡି ମା ପର ପୁରୁଷ ଙ୍କ ସହିତ ଚାଲି ଯାଇଚି।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ କିଶନ ନଗର ଥାନା ଅଞ୍ଚଳ ରେ।
Special Report
ଏଠାରେ ରହୁଥିବା ପ୍ରଭାତ କୁମାର ଆଚାର୍ଯ୍ୟ ଙ୍କ ପତ୍ନୀ ଶ୍ରୁତି ପ୍ରଜ୍ଞା ଗତ କିଛି ଦିନ ତଳେ ଜଣେ କେମ୍ପା ଙ୍କ ସହିତ କେଉଁ ଆଡେ ଚାଲି ଯାଇଛନ୍ତି।ନିଜ ସ୍ଵାମୀ ଓ ନିଜ ପରିବାର କୁ ଛାଡି ଦେ-ହ-ସୁ-ଖ ନେବା ପାଇଁ ସେ ଘର ଛାଡ଼ି ଚାଲି ଯାଇଛନ୍ତି।
ସୂଚନା ଅନୁସାରେ ଶ୍ରୁତି ପ୍ରଜ୍ଞା ଙ୍କ ପାଞ୍ଚ ବର୍ଷ ର ଝିଅ ଟି ଏ ମଧ୍ୟ ଅଛି।ଶ୍ରୁତି ପ୍ରଜ୍ଞା ତାକୁ ପ୍ରତିଦିନ ବିଦ୍ୟାଳୟ କୁ ନେଇ କରି ଯାଆନ୍ତି।ସେଠାରେ ଝିଅ କୁ ଛାଡି ଦେଇ ଜଣେ କେମ୍ପା ଅଟୋ ଚାଳକ ଙ୍କ ସହିତ କଥା ହୁଅନ୍ତି।
ଏହାକୁ ପ୍ରତିଦିନ ଛୋଟ ଝିଅ ଟି ଦେଖୁ ଥାଏ।ହେଲେ କିଛି କହି ପାରି ନ ଥାଏ।ହେଲେ ଶେଷ ରେ ବିଦ୍ୟାଳୟ କୁ ଛାଡି ବାକି ଯାଇ ଶ୍ରୁତି ପ୍ରଜ୍ଞା ନିଜ ପୁରୁଷ ପ୍ରେମିକ ଙ୍କ ସହିତ ଘର ଛାଡ଼ି ଚାଲି ଯାଇଛନ୍ତି।ସେମାନେ ଅନେକ ଦିନ ରୁ ପରସ୍ପରକୁ ପ୍ରେମ କରୁଥିଲେ।
Special Report
ସେ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ମଧ୍ୟ ରଖିଥିଲେ।ଏ କଥା ପ୍ରଭାତ ଙ୍କୁ ଅନେକ ଥରେ ଗାଁ ର ଲୋକ ମାନେ କହିଛନ୍ତି।ଏହା ପୂର୍ବ ରୁ ଗୋଟିଏ ବଣ ଭିତରେ ଶ୍ରୁତି ପ୍ରଜ୍ଞା ଓ ତାଙ୍କ ପୁରୁଷ ପ୍ରେମିକ ଧରା ପଡ଼ି ଥିଲେ।
ଗାଁ ର ଲୋକ ମାନେ ଏ କଥା ତାଙ୍କ ସ୍ଵାମୀ ପ୍ରଭାତ କୁ ଜଣାଇ ଥିଲେ।ହେଲେ ପ୍ରଭାତ ଏ ସବୁ କୁ ମିଛ ବୋଲି କହିଥିଲେ।ନିଜ ସ୍ତ୍ରୀ ଉପରେ ତାଙ୍କର ବହୁତ ବିଶ୍ଵାସ ଥିଲା।ଶେଷ ରେ ତାଙ୍କ ବିଶ୍ଵାସ କୁ ଭାଙ୍ଗି ତାଙ୍କ ସ୍ତ୍ରୀ ନିଜ ପୁରୁଷ ପ୍ରେମିକ ସହିତ ଘର ଛାଡ଼ି ଚାଲି ଯାଇଛନ୍ତି।
ଏବେ ଛୋଟ ଝିଅ ଟି ନିଜ ମା କୁ ଖୋଜୁଛି।ଏ କଥା କହି କହି ପ୍ରଭାତ ମଧ୍ୟ ଭାଙ୍ଗି ପଡିଛନ୍ତି।ସେ ତାଙ୍କ ସ୍ତ୍ରୀ କୁ ବହୁତ ଭଲ ପାଉଥିଲେ।ହେଲେ ତାଙ୍କର ସବୁ ପ୍ରେମ କୁ ଗୋଡ ରେ ଆଡେଇ ଦେଇ ତାଙ୍କ ସ୍ତ୍ରୀ ଜଣେ କେମ୍ପା ସହିତ ଚାଲି ଯାଇଚି।ଏ କଥା କହି କହି ସେ କାନ୍ଦି ପକାଇ ଥିଲେ।

Advertisement