Nov 20, 2023, 15:47 IST

କେମିତି ଅଷ୍ଟ୍ରେଲିଆ ହେଲା ଏତେ ଶକ୍ତିଶାଳୀ ଦେଖନ୍ତୁ ୬ ଥର ବିଶ୍ଵକପ ନେବାର ରହସ୍ୟ କଣ !!

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ କ୍ରିକେଟ ଖେଳ ବିଷୟରେ ଅନେକ ଖବର ଜାଣିଥିବେ । ଗତକାଲି ବିଶ୍ୱକପ୍ ଖେଳ ଚାଲିଥିଲା । ଆଉ ଏହି ଖେଳ ଭାରତ ଆଉ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା ।
Special Report
ଏହି ଖେଳରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା । ଅଷ୍ଟ୍ରେଲିଆ ଦଳ ଖେଳ ଭଲ ପ୍ରଦର୍ଶନ କରିଥିଲା । ଆଉ ଏବେ ଅଷ୍ଟ୍ରେଲିଆ ଟିମକୁ ନେଇ କିଛି ଖବର ଆସିଛି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ ।
ଅଷ୍ଟ୍ରେଲିଆ ଦଳ ଏତେ ଶକ୍ତିଶାଳୀ କିଭଳି ହେଲା । ଏହାକୁ ନେଇ ଏବେ କଥା ଆସୁଛି । ଏତେ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ କାହିଁକି ? ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି । ଅଷ୍ଟ୍ରେଲିଆ ଟିମ୍ ୧୪୪ କୋଟି ଭାରତୀୟଙ୍କ ମନ ଭାଙ୍ଗି ଦେଇଛି ।
Special Report
ଆଉ ସେ ବିଶ୍ଵକପ ଖେଳରେ ଭାରତକୁ ହରାଇବା ପରେ ଆଜି ପୁରା ଭାରତୀୟ ଦୁଃଖରେ ଭାଙ୍ଗି ଯାଇଛି । ଅଷ୍ଟ୍ରେଲିଆ ଦଳର ଖେଳ ବହୁତ ସୁନ୍ଦର ଥିଲା । ତାଙ୍କ ବ୍ୟାଟିଂ, ବଲିଂ ଆଉ ଫିଲ୍ଡିଂ ବହୁତ ଭଲ ଥିଲା । 
ଯେଉଁଥିପାଇଁ ଏହି ଦଳ ଆଜି ବିଜୟ ହାସଲ କରିଛି । ପରାଜୟ କରିଛି ଭାରତ । ଆଉ କୋଟି କୋଟି ଲୋକଙ୍କର ମନ ଭାଙ୍ଗି ଯାଇଛି । ଷଷ୍ଠ ଥର ପାଇଁ ଜିତିଛି ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆ ଦଳ ଆଗରୁ ପାଞ୍ଚ ଥର ବିଶ୍ୱକପ୍ କପ ହାସଲ କରିଥିଲା ।
Special Report
ଆଉ ଏହିଥର ଷଷ୍ଠ ଥର ପାଇଁ ସେ ବିଜୟ ଲାଭ କରିଛି । ଏହି ଖବରକୁ ନେଇ ସମସ୍ତ ଅଷ୍ଟ୍ରେଲିଆ ବାସୀ ବହୁତ ଖୁସି ଅଛନ୍ତି । ଭାରତୀୟ ଦଳ କରିଥିବା ରନକୁ ପଛରେ ପକାଇଥିଲା ଏହି ଦଳ ।
୨୦୦୩ ମସିହାର ପ୍ରତିଶୋଧ ନେଇ ପାରିଲେ ନାହିଁ ରୋହିତ ବାହିନୀ । ଆଉ ପରାଜୟ ହୋଇଛି । କପିଳ ଦେବ ଏବଂ ଧୋନିଙ୍କ ସଫଳତାକୁ ଦୋହରାଇ ପାରିଲେ ନାହିଁ ରୋହିତ ଶର୍ମା । ଭାରତୀୟ ଦଳ ଜିତିବାର ସ୍ବପ୍ନ ସ୍ୱପ୍ନରେ ରହିଗଲା ।
ପୃଥିବୀର କ୍ରିକେଟ ଜଗତରେ ଅଷ୍ଟ୍ରେଲିଆ ନିଜର ନାଁ ରଖିଛି । ଆଉ ସେ ତାର ବିଜୟକୁ ନେଇ ଖୁସି ଅଛି । ୨୦୧୧ ମସିହାରୁ ଅଷ୍ଟ୍ରେଲିଆ ବିଜୟ ଲାଭ କରିବେ । ବିଶ୍ବର ଶକ୍ତିଶାଳୀ ଟିମ୍ ହୋଇପାରିଛି ଅଷ୍ଟ୍ରେଲିଆ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଜାଣିପାରିଲେ ।

Advertisement