Feb 18, 2024, 16:29 IST

ଆଉ ନାହାନ୍ତି ପ୍ରସିଦ୍ଧ ଦଙ୍ଗଲ ଫିଲ୍ମର ଛୋଟ ବବିତା ଦେଖନ୍ତୁ ଏହି ଛୋଟିଆ ଭୁଲ ପାଇଁ ଚାଲିଗଲା ଜୀବନ

Special report

ନମସ୍କାର ପାଠକ ବନ୍ଧୁ। ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଅମୀର ଖାଁ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କର ପ୍ରତିଟି ଫିଲ୍ମ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସି ଥାଏ।ସେ ଦଙ୍ଗଲ ଫିଲ୍ମ ରେ ଅଭିନୟ କରି ସମସ୍ତଙ୍କୁ ଜଣାଇ ଦେଇ ଥିଲେ କି ପୁଅ ଝିଅ ଭିତରେ କୌଣସି ଭେଦ ଭାବ ନାହିଁ।
Special report
ଝିଅ ମାନଙ୍କୁ ମଧ୍ୟ ପୁଅ ମାନଙ୍କ ଭଳି ସମାନ ଅଧିକାର ଓ ସମ୍ମାନ ଦେବା କଥା ସେ ବୁଝାଇ ଦେଇଥିଲେ।ତେବେ ଏହି ଫିଲ୍ମ ରେ ଅଭିନୟ କରିଥିବା ତାଙ୍କ ଝିଅ ସୁହାନି ଆଜି ଆଉ ନାହାନ୍ତି।ସେ ସବୁଦିନ ପାଇଁ ଅଫେରା ରାଇଜ କୁ ଚାଲି ଯାଇଛନ୍ତି।
ଏ କଥା ଶୁଣିଲେ ଆପଣ ମାନଙ୍କ ଆଖିରୁ ଲୁହ ଆସି ଯାଇ ପାରେ ତେବେ ଏ କଥା ସତ।ମାତ୍ର ୧୯ ବର୍ଷ ବୟସ ରେ ସେ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି।ଯେଉଁ ଝିଅ ଦଙ୍ଗଲ ସିନେମା ରେ ସଂଘର୍ଷ କରି ସୁନା ଜିତି ଥିଲା।ନିଜ ବାପା ର ମୁଣ୍ଡ କୁ ଉପରକୁ କରି ଥିଲା।
Special report
ସେ ଆଜି ତାର ଜୀବନ ଯୁଦ୍ଧ ରେ ହାରି ଯାଇଚି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏହି ଫିଲ୍ମ ମାଧ୍ୟମ ରେ ସେ ଲୋକ ଙ୍କୁ ଅନେକ କିଛି ଶିକ୍ଷା ଦେଇ ଥିଲେ।ତାଙ୍କ ଅଭିନୟ କୁ ଆଜି ମଧ୍ୟ ଲୋକେ ଭୁଲି ନାହାଁନ୍ତି।
ଏକ ରିପୋର୍ଟ ଅନୁଯାୟୀ ଗତ କାଲି ସୂହାନି ଙ୍କ ମୃ-ତ୍ୟୁ ହୋଇ ଯାଇଛି।ମାତ୍ର ୧୯ ବର୍ଷ ବୟସ ରେ ସେ ମୃ-ତ୍ୟୁ ବରଣ କରିଛନ୍ତି।କିଛି ଦିନ ପୂର୍ବେ ସେ ଦିଲ୍ଲୀ ଠାରେ ଏକ ସଡ଼କ ଦୁ-ର୍ଘ-ଟ-ଣା ର ଶିକାର ହୋଇ ଥିଲେ।
Special report
ଏହା ପରେ ତାଙ୍କ ଗୋଡ ଭାଙ୍ଗି ଯାଇ ଥିଲା।ଏଥିପାଇଁ ସେ ଅନେକ ପ୍ରକାର ମେଡ଼ିସିନ୍ ଖାଉ ଥିଲେ।ହେଲେ ତାଙ୍କ ଗୋଡ ଠିକ୍ ହୋଇ ନ ଥିଲା।ଏହି ମେଡ଼ିସିନ୍ ଖାଇବା ପରେ ତାଙ୍କର ପାର୍ଶ୍ଵ ପ୍ରତିକ୍ରିୟା ହୋଇ ଥିଲା।ତାଙ୍କ ଶରୀର ରେ ସବୁ ଠାରେ ପାଣି ଜମି ଯାଇ ଥିଲା।
Special report
ତାଙ୍କୁ ସଙ୍ଗେ ସଙ୍ଗେ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା।ହେଲେ ଡାକ୍ତର ମାନେ ଚିକିତ୍ସା କରିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଛି।
ଏବେ ସେହି ଅଭିନେତ୍ରୀ ଙ୍କ ମୁହଁ କୁ ସମସ୍ତେ ମନେ ପକାଉଛନ୍ତି।କି ସୁନ୍ଦର୍ ଭାବେ ସେ ଦଙ୍ଗଲ ଫିଲ୍ମ ରେ ଅଭିନୟ କରି ଥିଲେ।ତାଙ୍କ ମୃ-ତ୍ୟୁ ପରେ ବଲିଉଡ ରେ ଶୋକ ର ଛାୟା ଖେଳି ଯାଇଛି।

Advertisement