Sep 6, 2023, 11:20 IST

ଆଉ ମରିବନି ପ୍ରଜ୍ଞାନ, ହୋଇଯିବ ଶକ୍ତିମାନ ! ଚନ୍ଦ୍ର ରେ ଏଲିଅନ ମାନେ କହିଲେ ଭାରତ ଭଲ ଦେଶ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଚନ୍ଦ୍ର ଯାନ ୩ ଚନ୍ଦ୍ର ପୃଷ୍ଠ ରେ ସଫଳ ଭାବେ ଲ୍ୟାଣ୍ଡ ହୋଇଛି। ଗତ ଅଗଷ୍ଟ ୨୩ ତାରିଖ ଦିନ ଭାରତ ତାର ଚନ୍ଦ୍ର ଯାନ ବିକ୍ରମ କୁ ଚନ୍ଦ୍ର ପୃଷ୍ଠ ରେ ଲ୍ୟାଣ୍ଡ କରାଇ ଥିଲା।
Special report
ଲ୍ୟାଣ୍ଡ କରିବାର ଚାରି ଘଣ୍ଟା ପରେ ସେଥିରୁ ପ୍ରଜ୍ଞାନ ରୋଭାର୍ ବାହାରି ଥିଲା।ଏହା ପରେ ପ୍ରଜ୍ଞାନ ସେଠାରେ ଜଳ ଖଣିଜ ପଦାର୍ଥ ଓ ତାପମାତ୍ରା ଥିବାର ସୂଚନା ଦେଇଥିଲା।ଏବେ ସେ ସେଠାରେ ଏକୁଟିଆ ଘୁରି ବୁଲୁଛି।ଭାରତ ଏପରି କରି ତାର ଇତିହାସ ରଚିଛି।ଏହା ପୂର୍ବ ରୁ କୌଣସି ଦେଶ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ପହଞ୍ଚି ପାରି ନାହିଁ।
ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ପ୍ରଥମ ଥର ପାଇଁ ଏଭଳି ଏକ ସଫଳତା ହାସଲ କରିଛି।ଏହା ପୂର୍ବ ରୁ ଇସ୍ରୋ ଟିମ୍ ଦୁଇ ଥର ଚନ୍ଦ୍ର ଯାନ ଚନ୍ଦ୍ର କୁ ପଠାଇ ଥିଲା।କିନ୍ତୁ ସଫଳ ହୋଇ ପାରି ନ ଥିଲା।ପ୍ରଜ୍ଞାନ ରୋଭର ସେଠାରେ ୧୪ ଦିନ ଯାଏଁ ରହିବ।
ଏହା ପରେ ସେ ପୁଣି ଥରେ ଭାରତ କୁ ଫେରି ଆସିବ।କିନ୍ତୁ ଏବେ କୁହା ଯାଉଚି ଯେ ପ୍ରଜ୍ଞାନ ରୋଭର ଏଲିୟନ ମାନଙ୍କ ସହିତ ସାକ୍ଷାତ କରି ସାରିଛି।ସେ ଏଲୀୟନ ମାନଙ୍କ ଠାରୁ ଶକ୍ତି ପାଇ ସେ ସେଠାରେ ଶକ୍ତି ଶାଳୀ ହୋଇ ଯିବ।ଏହା କେତେ ଦୂର ସତ୍ୟ ତାହା କେହି ଜାଣି ନାହାଁନ୍ତି।
Special report
ଏଲିୟନ କଣ ସତରେ ବଞ୍ଚାଇ ଦେବ ପ୍ରଜ୍ଞାନ କୁ। ଏଲିୟନ୍ ଙ୍କ ଶକ୍ତି ରେ ଶକ୍ତିବାନ ହେବ ପ୍ରଜ୍ଞାନ।ଆଗରୁ କୁହା ଯାଇଥିଲା ପ୍ରଜ୍ଞାନ ଓ ବିକ୍ରମ ଚନ୍ଦ୍ର ପୁଷ୍ଠ ରେ ଶେଷ ହୋଇ ଯିବେ।ତେବେ ଏବେ ସୋସିଆଲ ମିଡ଼ିଆ ରେ ଏହି କଥା କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଇଛି।
ଲୋକ ମାନେ କହୁଛନ୍ତି କି ପ୍ରଜ୍ଞାନ ବିକ୍ରମ କୁ ସେଠାରେ ଥିବା ଏଲିୟନ ମାନେ ବଞ୍ଚାଇ ଦେବେ।ଏମିତି ଏକ ବଡ ଚମତ୍କାର ଦେଖିବାକୁ ଶୁଣିବାକୁ ମିଳୁଚି ଏବେ।ଏବେ ପ୍ରଜ୍ଞାନ ହୋଇ ଯିବ ଶକ୍ତି ଶାଳୀ।ଓ ଅମର ହୋଇ ରହିବ।
ଶହ ଶହ ବର୍ଷ ର ଆୟୁଷ ପ୍ରଜ୍ଞାନ କୁ ମିଳିବାକୁ ଯାଉଚି।ଏପରି ହେଲେ ଭାରତ ସବୁବେଳେ ଚନ୍ଦ୍ର ପୃଷ୍ଠ ବିଷୟ ରେ ଅଧିକ ରୁ ଅଧିକ ତଥ୍ୟ ପାଇ ପାରିବ।କିନ୍ତୁ ଏହା ସତ୍ୟ ନୁହେଁ।ଏହା କୁ ଲୋକ ମାନେ ସୋସିଆଲ ମିଡିଆରେ କହୁଛନ୍ତି।ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ପକ୍ଷରୁ ଏପରି କୌଣସି କଥା କୁହା ଯାଇ ନାହିଁ।

Advertisement