Nov 12, 2023, 10:58 IST

ଅତ୍ୟାଚାର କରିବାର ସବୁ ସୀମା ପାର ଦେଖନ୍ତୁ ଶେଷରେ କେମିତି ଆଖି ସାମ୍ନାରେ ଘଟାଇ ଦେଲେ ଏତେବଡ଼ କାଣ୍ଡ

Special report

ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଝିଅ ଟି ଏ ବାହା ହୋଇ ସାରିଲା ପାରେ ତାର ଶାଶୁ ଘର ତା ର ସବୁ କିଛି ହୋଇ ଥାଏ।ହେଲେ ଯଦି ସେହି ଶାଶୁ ଘର ତା ପାଇଁ ନର୍କ ହୋଇ ଯାଏ।
Special report
ତେବେ ସେ କାହା ପାଖରେ ରହିବ।ନିଜ ବାପ ଘର କୁ ଚାଲି ଆସିବ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ର ସିମୁଲିଆପଦା ଥାନା ଅଞ୍ଚଳ ରେ।ଏଠାରେ ଜଣେ ବ୍ୟକ୍ତି କିଛି ଦିନ ତଳେ ବିବାହ କରିଥିଲେ।
ବିବାହ ପରେ ସମସ୍ତେ ବହୁତ ଖୁସି ରେ ଥିଲେ।ଯୁବତୀ ଜଣକ ର ନାମ ହେଉଚି କୁମୁଦିନୀ।ସେ ବିବାହ ପରେ ଶାଶୁ ଘରେ ଥିଲେ।ସେଠାରେ ତାଙ୍କୁ ବହୁତ ଅ-ତ୍ୟା-ଚା-ର କରା ଗଲା।ତାଙ୍କ ସ୍ଵାମୀ ଶରତ ନାୟକ ସବୁଦିନ ମଦ ପିଇ ତାଙ୍କୁ ମାଡ ମାରୁ ଥିଲେ।
Special report
ଯାହା ଫଳ ରେ ସେ ନିଜ ବାପ ଘର କୁ ଚାଲି ଆସି ଥିଲେ।ଓ ସେଠାରେ ସେ ରହିଲେ।ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ସେଠାକୁ ଯାଇ ରହିବା ପାଇଁ କହିଥିଲେ।ହେଲେ ସେ ରାଜି ହୋଇ ନ ଥିଲେ।
Special report
ଶେଷ ରେ ତାଙ୍କ ସ୍ଵାମୀ ଶରତ ନାୟକ ଅଧ ରାତି ରେ କୁମୁଦିନୀ ଙ୍କ ଘର ଭିତରେ ପ୍ରବେଶ କଲେ।ଓ କୁମୁଦିନୀ ଓ ତାଙ୍କ ମାଆ ଙ୍କ ଉପରେ ଆ-କ୍ର-ମ-ଣ କଲେ।ଯାହା ଫଳ ରେ ଉଭୟ ଏବେ ଗୁରୁତର ସହିତ ମେଡିକାଲ ରେ ଭର୍ତି ହୋଇ ଛନ୍ତି।
Special report
ତାଙ୍କ ସାନ ଭଉଣୀ ଏ ବିଷୟ ରେ ଥାନା ରେ ଅଭିଯୋଗ କରୁଛନ୍ତି।ତାଙ୍କ ମାଆ ଙ୍କ ଦେହ ରେ ଅଧିକ ଆଘାତ ଲାଗିଚି।ସେଠାକାର ଲୋକ ମାନଙ୍କ ସହାୟତା ରେ ସେ ଏବେ ମେଡିକାଲ ରେ ଭର୍ତି ଅଛନ୍ତି।
ସାନ ଝିଅ ଟି ତା ମା ପାଇଁ କାନ୍ଦୁଚି।ଆଉ ତାର ଭିଣୋଇ କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଗୁହାରି କରିଛନ୍ତି।ଏବେ ତାର ଭିଣୋଇ ଫେରାର ଅଛି।ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।

Advertisement