Updated: Dec 12, 2023, 08:32 IST

୮ ବର୍ଷ ଧରି ସର୍ବନାଶ କଲା ଆଉ ଏବେ ମତେ ଛାଡି ଆଉ କାହା ସହ କରୁଛି ଏମିତି - Exclusive

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିବାହ ପରେ ସ୍ବାମୀ ସ୍ତ୍ରୀର ପରସ୍ପର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଥାଏ। ଆଉ ଯଦି ପରିବାରର ବିନା ସମ୍ମତିରେ ବିବାହ କରନ୍ତି ତେବେ ଉଭୟଙ୍କୁ ପରିବାର ଲୋକେ ଗ୍ରହଣ କରନ୍ତି ନାହିଁ।
Special Report
କିନ୍ତୁ ତଥାପି ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳେ ଯେ ପରିବାର ସଦସ୍ୟ ସମସ୍ୟା ସୃଷ୍ଟି କରନ୍ତି। ଆଉ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। 
ତେବେ ବନ୍ଧୁଗଣ ସ୍ତ୍ରୀର ଅଧିକାର ପାଇଁ କାନ୍ଦୁଛନ୍ତି ମାମା। ନ୍ୟାୟ ପାଇଁ ମାମା ଆଜି ଏ ଥାନାରୁ ସେ ଥାନାକୁ ବୁଲୁଛନ୍ତି। ଯେତେବେଳେ ପ୍ରେମ ଆରମ୍ଭ ହେଲା ସେତେବେଳେ ମିଠା ମିଠା କଥାରୁ ଆରମ୍ଭ କରି ଅନେକ କଥା କୁହାଗଲା
Special Report
ଆଉ ଜୀବନ ସାରା ହାତ ଛାଡିବେନି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ବାସ୍ତବରେ ୪ବର୍ଷର ବୈବାହିକ ଜୀବନ ଭିତରେ ଅଧା ବାଟରେ ମାମାଙ୍କ ହାତ ଛାଡ଼ି ଚାଲିଯାଇଛନ୍ତି ସ୍ବାମୀ ପପୁ। 
ସୂଚନା ଅନୁଯାଇ ମହିଳା ଜଣଙ୍କ ସହିତ ଯୁବକ ଜଣକ ଆଠବର୍ଷ ତାଙ୍କ ସହ ସମ୍ପର୍କ ରଖିଲା ପରେ ବିବାହ କରିଥିଲେ। କିନ୍ତୁ ଏବେ ଯୁବକ ଜଣକ କହୁଛନ୍ତି ସେ ଆଉ କାହାକୁ ବାହା ହେବେ ବୋଲି।
Special Report
ମହିଳାଙ୍କୁ ଧୋକା ଦେଇ ଚାଲିଯାଇଛନ୍ତି ପପୁ। ମହିଳା ଜଣଙ୍କ ଯୁବକଙ୍କ ପାଇଁ ସବୁକିଛି କରିଥିଲେ କିନ୍ତୁ ଶେଷରେ ଯୁବକ ଜଣକ ତାଙ୍କ ପରିବାର ଲୋକଙ୍କ ପାଇଁ ମାମାଙ୍କୁ ଛାଡି ଚାଲିଯାଇଛନ୍ତି। 
ଯୁବକଙ୍କ ପାଇଁ ମଧ୍ୟ ମହିଳା ତାଙ୍କ ନିଜ ପରିବାର ଲୋକଙ୍କ ଆଗରେ ଖରାପ ହେଇଥିଲେ। ଯେଉଁ ମହିଳା ଦିନେ ନିଜ ପ୍ରେମିକ ପାଇଁ ନିଜ ପରିବାରକୁ ଛାଡ଼ି ଦେଇଥିଲା ସେଇ ପ୍ରେମିକ ଆଜି ନିଜ ପରିବାର କଥାରେ ପ୍ରେମିକାର ହାତ ଛାଡ଼ି ଚାଲିଯାଇଛି।
ତେବେ ବନ୍ଧୁଗଣ ମହିଳା ଜଣକ ଆଇନ ଆଗରେ ଏତିକି ଅନୁରୋଧ କରୁଛନ୍ତି ଯେ ତାଙ୍କୁ ନ୍ୟାୟ ମିଳୁ। ଆଉ ସ୍ତ୍ରୀର ଅଧିକାର ତାଙ୍କୁ ମିଳୁ। ତେବେ ବନ୍ଧୁଗଣ ଦେଖିବାକୁ ବାକି ରହିଲା ମାନଙ୍କୁ କେବେ ନ୍ୟାୟ ମିଳୁଛି।

Advertisement