Nov 2, 2023, 14:15 IST

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାରେ ଛେଚିବ ବର୍ଷା ଦେଖନ୍ତୁ ଆସିଲା ଏବେ ଏବେ ସତର୍କ ସୂଚନା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସୁଥିବା ସବୁ ଖବର ଜାଣିପାରିବେ । ପାଣିପାଗ ବିଷୟରେ ଅନେକ ଖବର ଏବେ ଆସୁଛି । 
ଏହି ଭିଡିଓ ଆପଣମାନଙ୍କୁ ସଚେତନ କରାଇବ । ଆପଣମାନଙ୍କ ପାଇଁ ଏହି ଭିଡିଓ ଆସିଛି । ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଶେଷଜ୍ଞ କଣ ସବୁ କହିଛନ୍ତି ଅର୍ଥାତ୍ ପାଣିପାଗକୁ ନେଇ କଣ ସବୁ ପୂର୍ବାନୁମାନ କରିଛନ୍ତି ତାହା ଜାଣିପାରିବେ ।
Special report
ଗତକାଲି ପ୍ରାୟ ସବୁ ଜିଲ୍ଲାରେ ପାଣିପାଗ ଶୁଖିଲା ଥିଲା ଅର୍ଥାତ୍ ଖରା ଥିଲା ।ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରୀ ସେଲସିୟସ ଥିଲା । ସେହିଭଳି ଅନେକ ସ୍ଥାନ ମାନଙ୍କରେ ଅନେକ ପ୍ରକାରର ପାଣିପାଗ ରେକର୍ଡ କରାଯାଇଛି । 
ଫୁଲବାଣୀରେ ୧୫.୧ ଡିଗ୍ରୀ ସେଲସିୟସ । କୋରାପୁଟ ଜିଲ୍ଲାରେ ୧୨.୮ ଡିଗ୍ରୀ ସେଲସିୟସ । ଏହାସହ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ନଭେମ୍ବର ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Special report
ବର୍ଷା ହେବା ସହ ପାଗ ଟିକେ ଖରାପ ରହିବ । ଆଉ ଏହାସହ ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ରାୟଗଡ଼ା, କୋରାପୁଟ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଆଦି ଜିଲ୍ଲାରେ ବର୍ଷା ହୋଇପାରେ ।
ଏହିସବୁ ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୩ ତାରିଖରେ କୋରାପୁଟ, ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାସହ ବାକି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାସହ ଶୀତ ପାଗ ବି ରହିବ । ଆଜି ଭୁବନେଶ୍ୱର ସହରରେ ପାଗ ଟିକେ ଅଲଗା ରହିବ । କାଲି ବର୍ଷା ହୋଇପାରେ ବୋଲି ସମ୍ଭାବନା ଅଛି । ଏହାସହ ଅନେକ ଜିଲ୍ଲାର ପାଣିପାଗ ବିଷୟରେ ଏହି ଭିଡିଓ ଆପଣଙ୍କୁ ଜଣାଇବ ।

Advertisement