ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ପ୍ରତିବର୍ଷ ଓଡ଼ିଶା ରେ ବାତ୍ୟା ହୋଇ ଥାଏ।ଓଡ଼ିଶା କୁ ବାତ୍ୟା ର ଘର କହିଲେ ଭୁଲ ହେବ ନାହିଁ।ଏବେ ପୁଣି ଥରେ ଆଉ ଏକ ବାତ୍ୟା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ।
କୁହା ଯାଉଚି ଯେ ଏହି ବାତ୍ୟା ଟି ୧୯୯୯ ମସିହା ରେ ହୋଇ ଥିବା ବାତ୍ୟା ଠାରୁ ଅଧିକ ଭୟଙ୍କର ହେବ। ଯାହାକି ପାଣିପାଗ ବିଭାଗ ଲୋକ ଙ୍କୁ ସଚେତନ କରାଇ ଦେଇଚି।ସମୁଦ୍ର ଭିତରେ ଏକ ଲଘୁଚାପ ସୃଷ୍ଟି ହୋଇ ତାହା ବାତ୍ୟା ର ରୂପ ନେବ।
ଏହି ବାତ୍ୟା ର ନାମ ହେଉଛି ମିଧିଲି।ଏହା ଧିରେଧିରେ କରି ଉପକୂଳ ଆଡକୁ ମାଡି ଆସୁଛି।ସବୁ ଠାରୁ ଅଧିକ ଖୁସି ର କଥା ହେଉଚି ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ।ତେବେ ଓଡ଼ିଶାର କିଛି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଲୋକ ଙ୍କୁ ସମୁଦ୍ର କୁ ମାଛ ଧରିବାକୁ ନ ଯିବାକୁ ପରାମର୍ଶ ଦିଆ ଯାଇଛି।ଏହି ମିଧିଲୀ ବାତ୍ୟା ଟି ୧୯୯୯ ମହାବାତ୍ୟା କୁ ପଛରେ ପକାଇ ଦେବ।ସେତେବେଳେ ହୋଇ ଥିବା ଭୀଷଣ ପବନ ଠାରୁ ଏହାର ପବନ ର ବେଗ ଅଧିକ ରହିବ।
ଏହା ବାଂଲାଦେଶ ଉପକୂଳ ରେ ସ୍ଥଳ ଭାଗ ଛୁଇଁ ସେଠାରେ ଲ୍ୟାଣ୍ଡ ଫଲ୍ କରିବ ବୋଲି ସୂଚନା ରହିଛି।ସେଠାରେ ପବନ ର ବେଗ ୬୦ ରୁ ୭୦ କିଲୋ ମିଟର ରହିବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି।ମହା ବାତ୍ୟା ଠାରୁ ଏହା ଅଧିକ ଭୟଙ୍କର ହୋଇ ପାରେ।
ଏବେ ସାରା ରାଜ୍ୟ ଚିନ୍ତାରେ ପଡ଼ି ଯାଇଛି।ଆସନ୍ତା କାଲି ଠାରୁ ରାଜ୍ୟ ର କିଛି ସ୍ଥାନ ରେ ବର୍ଷା ର ପରିମାଣ ବଢି ଚାଲିବ।ଲୋକ ମାନେ ଏବେ ଠାରୁ ସଚେତନ ରହିବା ଉଚିତ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାତ୍ୟା ର ପ୍ରଭାବ ଅନୁଭବ କରିବେ ଲୋକେ।ଏହା ବଙ୍ଗୋପସାଗର ରେ ସୃଷ୍ଟି ହେବ।ଏହା ଏବେ ବାଂଲାଦେଶ ଠାରୁ ୨୦୦ କିଲୋ ମିଟର ଦୂରରେ ରହିଛି।ଖୁବ୍ ଶୀଘ୍ର ଏହା ସ୍ଥଳ ଭାଗ ଛୁଇଁବ ବୋଲି ଆଶା କରା ଯାଇଛି।