Feb 17, 2024, 08:38 IST

ଅଶ୍ଳୀଳ ଫିଲ୍ମ୍ ଦେଖାଇ ୧୦ମ ଶ୍ରେଣୀ ଝିଅକୁ.. ବଳାତ୍କାର କରିଦେଲା ବାପା ବୟସର ହେଡ ମାଷ୍ଟର!

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ଗ-ର୍ଭ-ବ-ତୀ କରାଇ ଦେଲେ ସ୍କୁଲ୍ ସାର। ଝିଅକୁ ଟିଉସନ୍ କରିବା ପାଇଁ ସାର ନିଜ ଘରକୁ ଡ଼ାକିଥିଲେ।
Special report
ଟିଉସନ୍ ବଦଳରେ ସେହି ନାବାଳିକା ଛାତ୍ରୀ ଜଣକ ସହ ସାର ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ଆଜି ଦେଖିଲା ବେଳକୁ ୪୫ ବର୍ଷୀୟ ଏହି ସାର ଙ୍କ ଛୁଆ ଏହି ଦଶମ ଶ୍ରେଣୀ ଛାତ୍ରୀ ର ପେଟରେ ବଢୁଛି।
ସାର୍ ଜଣକ ଥିଲେ ଏକ ଗଣିତ ଶିକ୍ଷକ। ଏପଟେ ଶିକ୍ଷକ ଜଣକ ସ୍କୁଲ୍ ରେ ପାଠ ପଢ଼ାଉ ଥିଲେ ଏଥି ସହ ସେ ପିଲାଙ୍କୁ ଟିଉସନ୍ ମଧ୍ୟ କରୁଥିଲେ। ହେଲେ ନାବାଳିକା ଝିଅକୁ ଘରେ ଟିଉସନ୍ କରିବା ବେଳେ
ତାକୁ ଘରକୁ ଡ଼ାକି ତାର ସବୁ କିଛି ସାରି ଦେଇଛନ୍ତି। ମାତ୍ର ୧୬ ବର୍ଷର ଝିଅଟି ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲା ଆଉ ଗଣିତରେ ଝିଅଟି କମଜୋର ଥିଲା ବୋଲି ସେହି ସାର୍ କୁ ସେ ଟିଉସନ୍ କରିବାକୁ କହିଥିଲା।
Special report
ସେତେବେଳେ ମଧ୍ୟ ସାର ସେହି ଝିଅକୁ ନିଜ ଘରକୁ ଡ଼ାକିଥିଲେ। ସେବେଠାରୁ ହିଁ ଝିଅଟି ସାର ଙ୍କ ଘରକୁ ଟିଉସନ୍ ହେବା ପାଇଁ ଆସିଥିଲା। ସାର ଙ୍କ ଘରେ ତାଙ୍କର ସ୍ତ୍ରୀ ସହ ତାଙ୍କର ଛୁଆ ପିଲା ମଧ୍ୟ ଥିଲେ।
ହେଲେ ଯେତେବେଳେ ସାର ଙ୍କ ସ୍ତ୍ରୀ ତାଙ୍କର ବାପ ଘରକୁ ଚାଲି ଯାଉଥିଲେ ସେତେବେଳେ ସାର ଜଣକ ଛାତ୍ରୀ ସହ ଶାରୀରିକ ସମ୍ପର୍କ ରଖିବାକୁ ତାକୁ ବାରମ୍ବାର ବାଧ୍ୟ କରୁଥିଲେ। ଏବଂ ତାଙ୍କ ସହ ସମ୍ପର୍କ ନ ରଖିଲେ,
ଛାତ୍ରୀ କୁ ପରୀକ୍ଷାରେ ଫେଲ କରିଦେବେ ବୋଲି ମଧ୍ୟ ଧମକ ଦେଉଥିଲେ। ଯାହା ଫଳରେ କି ଛାତ୍ରୀ ଜଣକ ଡରି ଯାଇ ସାର ଙ୍କ କଥାରେ ରାଜି ହୋଇ ଯାଇଥିଲା।
ସେହି ଦିନ ଠାରୁ ସାର ଏହି ନାବାଳିକା ଝିଅ ସହ ସବୁଦିନ ସମ୍ପର୍କ ରଖିବା ଆରମ୍ଭ କରି ଦେଇଥିଲା। ଯାହା ଦ୍ଵାରା କି ନାବାଳିକା ଜଣକ ଏବେ ସାର ଙ୍କ ପିଲାର ମାଆ ହେବାକୁ ଯାଉଛି। ଆଉ ଏବେ ସାର ଙ୍କ ସବୁ ଗୁମର ମଧ୍ୟ ଖୋଲି ଯାଇଛି।

Advertisement