ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏବେ ଓଡ଼ିଶା ରେ ଦୁ-ଷ୍କ-ର୍ମ-କା-ରୀ ଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି।ପ୍ରତିଦିନ ଏଭଳି ଖବର ଆପଣ ମାନେ ଶୁଣୁ ଥିବେ।ନିକଟ ରେ ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ର ଚାନ୍ଦିପୁର ବେଳାଭୂମି ରେ।

ସେଠାରେ ଜଣେ ଯୁବତୀ ଙ୍କୁ ଜଣେ ନୁହେଁ ଚାରି ଚାରି ଜଣ ଦୁ-ଷ୍କ-ର୍ମ କରିଛନ୍ତି।ଏବେ ଯୁବତୀ ଜଣକ ଙ୍କ ର ଦେହ ବହୁତ ଖରାପ ଅଛି।ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।ଡାକ୍ତର ମାନେ ସେଠାରେ ତାଙ୍କ ର ଚିକିତ୍ସା କରୁଛନ୍ତି।
ସୂଚନା ଅନୁସାରେ ଯୁବତୀ ଜଣକ ନିଜ ପ୍ରେମିକ ସହ ଚାନ୍ଦିପୁର ବେଳାଭୂମି କୁ ବୁଲିବା ପାଇଁ ଆସିଥିଲେ।ସେଠାରେ ଅନେକ ସମୟ ବୁଲିବା ପରେ ତାଙ୍କ ପ୍ରେମିକ ତାଙ୍କୁ ନିକଟସ୍ଥ ଏକ ହୋଟେଲ କୁ ନେଇ ଯାଇଥିଲେ।

ଓ ଯୁବକ ଙ୍କ ତିନି ଜଣ ସାଙ୍ଗ ସେଠାରେ ଉପସ୍ଥିତ ଥିଲେ।ଚାରି ଜଣ ମିଶି ଯୁବତୀ ଜଣ କୁ ରାତି ସାରା ବ-ଳା-ତ୍କା-ର କରି ଚାଲିଲେ।ଯେତେବେଳେ ସାରା ବାଲେଶ୍ଵର ବାସି ଶୋଇ ଥିଲେ।ସେତେବେଳେ ଏହି ଯୁବତୀ ଜଣକ ସହିତ ଖରାପ କାମ କରା ଯାଇଥିଲା।

ଯୁବତୀ ଜଣକ ଯନ୍ତ୍ରଣା ରେ ଛଟ ପଟ ହେଉଥିଲେ।ହେଲେ ରାକ୍ଷସ ଯୁବକ ମାନେ କିଛି ବି ଶୁଣି ନ ଥିଲେ।ସେ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଚାଲୁଥିଲେ।ତାଙ୍କ କାମ ସରିଗଲା ପରେ ଯୁବତୀ ଜଣ କୁ ସେଠାରେ ଛାଡି ଦେଇ ଚାଲି ଗଲେ।

ଯାହାକୁ ପ୍ରେମ କରି ସେ ଏତେ ବାଟ ଚାଲି ଆସି ଥିଲେ।ସେ କେବେ ବି ଭାବି ନ ଥିବେ ସେ ଏପରି କାମ କରିଥିବ।ତାଙ୍କ ପ୍ରେମିକ ତାଙ୍କ ସହିତ ଏପରି କରି ଦେଲା ଯେ ସେ କେବେ ବି କାହା ପାଖରେ ମୁଁହ ଦେଖାଇ ପାରିବେ ନାହି।ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିଲା ପୋଲିସ।
ପୋଲିସ ମାନେ ଯୁବତୀ ଜଣ କୁ ମେଡିକାଲ ରେ ଭର୍ତି କରିଥିଲେ। ଏବଂ ଯୁବତୀ ଙ୍କୁ ସେହି ଅଭିଯୁକ୍ତ ମାନଙ୍କ ବିଷୟ ରେ ପଚାରି ଥିଲେ।ସେମାନଙ୍କ ଭିତରୁ ତିନି ଜଣ କୁ ଏବେ ପୋଲିସ ଗିରଫ କରିଛି।ହେଲେ ପ୍ରେମିକ ଜଣକ ଫେରାର ଅଛନ୍ତି।ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରା ଯାଇ ହାଜତ ରେ ଭର୍ତି କରା ଯିବ ବୋଲି କୁହା ଯାଇଛି।