Jan 7, 2024, 11:08 IST

ଏଣିକି ଆସିଗଲା ନୂଆ ନିୟମ - ସ୍ଵାମୀ ମାନେ ରୁହନ୍ତୁ ସାବଧାନ : ସ୍ତ୍ରୀ ଇଚ୍ଛା ବିରୁଦ୍ଧ ରେ ସମ୍ପର୍କ ରଖିଲେ ହେଇଯିବ ଛାଡ଼ପତ୍ର

Special Report

ନମସ୍କାର ପାଠକ ବନ୍ଧୁ। ପାରିବାରିକ କୋର୍ଟ କରିଛି ଏକ ବଡ ଘୋଷଣା।ସ୍ତ୍ରୀ ଙ୍କ ବିନା ଅନୁମତି ରେ ସ୍ଵାମୀ ରଖି ପାରିବେନି ଶା-ରୀ-ରି-କ ସଂପର୍କ।ସ୍ତ୍ରୀ ଙ୍କ ସହିତ ଜୋର୍ ଜବରଦସ୍ତି ରେ ଯଦି ସ୍ଵାମୀ ରଖନ୍ତି ଶା-ରୀ-ରି-କ ସମ୍ପର୍କ ତେବେ ସ୍ତ୍ରୀ ଏ ନେଇ ଥାନା ରେ ଅଭିଯୋଗ କରି ପାରିବ।
Special Report
ଏଭଳି କିଛି ରାୟ ଏବେ କୋର୍ଟ ରେ ପ୍ରକାଶ ପାଇଛି।ଆପଣ ମାନେ ସମସ୍ତେ ଜାଣି ଥିବେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଚି ସାତ ଜନ୍ମ ର।ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତି।ହେଲେ ବର୍ତ୍ତମାନ ସମୟ ରେ ଏହାକୁ ନେଇ ଏକ ବଡ ରାୟ ପ୍ରକାଶ ପାଇଛି।ସ୍ତ୍ରୀ ଙ୍କ ଅନୁମତି ବିନା ଏହା ସମ୍ଭବ ହେବ ନାହିଁ।
ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ସହିତ ଜବରଦସ୍ତି ଶା-ରୀ-ରି-କ ସମ୍ପର୍କ ରଖୁଛନ୍ତି।ସେମାନେ ତାଙ୍କର ଇଚ୍ଛା ଅନିଚ୍ଛା କୁ ଜାଣିବା ବଦଳ ରେ ତାଙ୍କ ସହିତ ଜୋର୍ ଜବରଦସ୍ତି କରୁଛନ୍ତି।ତାଙ୍କୁ ଖୁବ୍ ମାରୁଛନ୍ତି।
ତେବେ ଏବେ ମହିଳା ମାନେ ଇଚ୍ଛା କଲେ ନିଜ ସ୍ଵାମୀ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରି ପାରିବେ।ତେବେ ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯଦି ଏ ନେଇ ମହିଳା ମାନେ ଇଚ୍ଛା କରିବେ ତେବେ ତାଙ୍କ ସ୍ଵାମୀ ଙ୍କ ଠାରୁ ଛାଡ ପତ୍ର ନେଇ ପାରିବେ।
Special Report
ସ୍ତ୍ରୀ ର ଇଚ୍ଛା କୁ ପ୍ରାଥମିକତା ଦିଆ ଯିବ।ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳା ଙ୍କ ସହିତ ନିଜ ଶୋଇବା ଘରେ ଶାରୀରିକ ସଂପର୍କ ରଖନ୍ତି ତେବେ ଏହା ସେମାନଙ୍କ ପାଇଁ ବ୍ୟକ୍ତିଗତ କଥା ହୋଇ ଥାଏ।
କିନ୍ତୁ ଯଦି ସେ ଉକ୍ତ ମହିଳା ଙ୍କ ସହିତ ଜୋର୍ କରି ଶାରୀରିକ ସମ୍ପର୍କ ରଖନ୍ତି ତେବେ ମହିଳା ଜଣକ ଇଚ୍ଛା କଲେ ତାଙ୍କ ସ୍ଵାମୀ ଙ୍କ ଠାରୁ ଛାଡ ପତ୍ର ନେଇ ପାରିବେ।ଏ ନେଇ ସେ ଥାନା ରେ ଅଭିଯୋଗ ମଧ୍ୟ କରି ପାରିବେ।ପୁରୁଷ ମାନେ ନିଜ ଇଚ୍ଛା କୁ ପୂରଣ କରିବା ପାଇଁ ମହିଳା ମାନଙ୍କୁ ନିଜ ହାତ ର ଖେଳନା ବୋଲି ଭାବି ଥାଆନ୍ତି।
ପୁରୁଷ ମାନେ ଭାବନ୍ତି କି ତାଙ୍କ କଥା କୁ ସ୍ତ୍ରୀ ମାନେ ମାନିବାକୁ ବାଧ୍ୟ।କିନ୍ତୁ ଆଇନ ଅନୁଯାୟୀ ସ୍ତ୍ରୀ ମାନଙ୍କ ର ନିଜର ବୁଝିବା ଶକ୍ତି ରହିଛି।ସେମାନେ ନିଜ ଇଚ୍ଛା ଅନୁସାରେ ଶାରୀରିକ ସଂପର୍କ ରଖି ପାରିବେ।ସ୍ତ୍ରୀ ଓ ସ୍ଵାମୀ ଙ୍କ ମଧ୍ୟ ରେ ଏଭଳି ଘଟଣା ଛାଡ ପତ୍ର ପାଇଁ ଯଥେଷ୍ଟ କାରଣ ହୋଇ ପାରିବ।
ଏହାକୁ ପାରିବାରିକ କୋର୍ଟ ପ୍ରଥମେ ଘୋଷଣା କରିଥିଲେ।ଏହା ପରେ ହାଇ କୋର୍ଟ ମଧ୍ୟ ଏହି ଘୋଷଣା କରିଛନ୍ତି।ଜଣେ ମହିଳା ଏ ନେଇ ପ୍ରଥମେ ଥାନା ରେ ଅଭିଯୋଗ କରିଥିଲେ।ପ୍ରଥମେ ତାଙ୍କ ଅଭିଯୋଗ କୁ ଖାରଜ କରି ଦିଆ ଯାଇଥିଲା।କିନ୍ତୁ ପରେ ଏହା ଉପରେ ଗୁରୁତ୍ବ ଦେଇ ବଡ ରାୟ ପ୍ରକାଶ ପାଇଥିଲା।

Advertisement