Nov 9, 2023, 17:38 IST

ଆସିଲା ଲଘୁଚାପ ପାଣିପାଗ ବିଭାଗ ତରଫରୁ ମିଳିଲା ବଡ ସୂଚନା ଦେଖନ୍ତୁ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

Special report

ନମସ୍କାର ପାଠକ ବନ୍ଧୁ।ରାଜ୍ୟ ରେ ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନ ରେ ବର୍ଷା ହୋଇ ଥିଲା।ଏହି ବର୍ଷା ପ୍ରଭାବ ରେ କିଛି ସ୍ଥାନ ରେ ଜଳ ର ପରିମାଣ ବଢି ଚାଲିଥିଲା।ଆଗକୁ ବର୍ଷା ନ ହେବାର ଭାରତୀୟ ପାଣିପାଗ ବିଭାଗ ଏବେ ଠାରୁ ସୂଚନା ଦେଇଛି।
Special report
ସର୍ବାଧିକ ବର୍ଷା ରାୟଗଡ଼ା ଜିଲ୍ଲାରେ ହୋଇ ଥିବାର ସୂଚନା ରହିଛି।ବର୍ଷା ଅଧିକ ହୋଇ ଥିବାରୁ ଲୋକ ମାନେ ସେଠାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଛନ୍ତି।କିଛି ସ୍ଥାନ ରେ ଗଛ ଉପୁଡ଼ି ରାସ୍ତା ରେ ପଡ଼ି ରହିଛି।
ରାୟଗଡ଼ା ରେ ସର୍ବାଧିକ ୭.୦ ମିଲି ମିଟର ବର୍ଷା ହୋଇଥିଲା।ଏହା ଛଡା ମାଲକାନଗିରି ରେ ୭.୦ମିଲିମିଟର , ଗଜପତି ଓ ଗଞ୍ଜାମ ରେ ୨.୦ମିଲି ମିଟର କୋରାପୁଟ ଜିଲ୍ଲା ରେ ୩.୦ ମିଲିମିଟର ବର୍ଷା ହୋଇଛି।
Special report
ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ଜୋର୍ ରେ ବର୍ଷା ହୋଇ ଥିଲା।ଆଗକୁ ମଧ୍ୟ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ବର୍ତ୍ତମାନ ସମୟ ରେ ସର୍ବାଧିକ ତାପମାତ୍ରା ଓ ସର୍ବନିମ୍ନ ତାପମାତ୍ରା କମି ବାରେ ଲାଗିଚି।
Special report
ଆସନ୍ତା ,୯,୧୦,୧୧ ତାରିଖ ରେ ପାଗ ଶୁଖିଲା ରହିବ।ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ସୂଚନା ରହିଛି।ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇ ପାରେ ବୋଲି କୁହା ଯାଉଛି।
କିଛି କିଛି ସ୍ଥାନ ରେ ବର୍ଷା ହେବାର ସୂଚନା ରହିଛି।ସେଥିପାଇଁ ଲୋକ ମାନେ ଏବେ ଠାରୁ ସଚେତନ ହୁଅନ୍ତୁ।ନିଜ ଚାଷ ଜମି ରେ ପାଣି ଜାଣିବାକୁ ଦିଅନ୍ତୁ ନାହିଁ। ଏବଂ ଏହାକୁ କିପରି ବାହାର କରା ଯିବ ସେଥି ପ୍ରତି ଦୃଷ୍ଟି ଦିଅନ୍ତୁ।
ଆଜିର ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ୩୨ ହୋଇ ପାରେ ବୋଲି କୁହା ଯାଇଛି।ନଭେମ୍ବର ୯,୧୦,୧୧ ତାରିଖ ରେ ରାତିର ତାପମାତ୍ରା ସେଭଳି କିଛି ପରିବର୍ତ୍ତନ ହେବ ନାହିଁ।ଏହା ପରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Advertisement