Jan 27, 2024, 08:28 IST

ଆସିଲା ବହୁତ୍ ବଡ ଦୁଃଖ ଖବର ଦେଖନ୍ତୁ କଣ ହେଲା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଛି ମାସ ତଳେ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ଦେଖାଦେଇଥିଲା। ଓଲିଉଡ ନାୟକ ବାବୁସାନ ମହାନ୍ତିଙ୍କ ସହ ଏୟାରପୋର୍ଟ ଯାଉଥିବା ସମୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ବାଟରେ ଅଟକାଇ ପ୍ରକୃତିଙ୍କୁ ମାଡ ମାରିଥିବାର ଅଭିଯୋଗ ଆସିଥିଲା।
Special report
ପରେ ପ୍ରକୃତିଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ବି ଯାଇଥିଲା। ଓଲିଉଡ ସମେତ ଦର୍ଶକଙ୍କ ମହଲରେ ଏହି ଖବର ସେତେବେଳେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା। 
ତେବେ ବନ୍ଧୁଗଣ ଆପଣମାନେ ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ମାତ୍ର ୪ ବର୍ଷ ବୟସ ରୁ ହିଁ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଯୋଗ ଦେଇଥିଲେ। ଶିଶୁ କଳାକାର ଭାବରେ ଓଡ଼ିଆ ସିନେମା ଜଗତକୁ ଏଣ୍ଟ୍ରି କରିଥିଲେ ପ୍ରକୃତି ମିଶ୍ର।
Special report
ଏବଂ ଆଜି ସେ ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରିର ହିରୋଇନ ହୋଇ ବେଶ ଲୋକପ୍ରିୟ ହାସଲ କରିଛନ୍ତି। ପିଲାଟି ବେଳରୁ ଅଭିନୟ ପ୍ରତି ନିଜର ରୁଚି ରଖି ଆଜି ସେ ଜଣେ ସଫଳ ଅଭିନେତ୍ରୀ ଭାବରେ ପରିଚୟ ଦେଇ ପାରିଛନ୍ତି। 
ସେ କିଛି ଦିନ ହେଲା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଛନ୍ତି। ସେ ତାଙ୍କ ପ୍ରଫେସନାଲ ଜୀବନ ରେ ବହୁତ୍ ଭଲ ଗୀତିକାର ହେବା ସହିତ ନୃତ୍ୟ ମଧ୍ୟ ଭଲ କରନ୍ତି। ତାଙ୍କ ଅଭିନୟ କୁ ମଧ୍ୟ ଅନେକ ପ୍ରଶଂସା କରି ଥାଆନ୍ତି।
Special report
ସେ ଓଡ଼ିଆ ସିନେ ଜଗତ ର ଗୀତିକାର ମନ୍ମଥ ମିଶ୍ର ଙ୍କ ଝିଅ।ପ୍ରକୃତି ଖୁବ୍ କମ୍ ବୟସ ରୁ ଓଡ଼ିଆ ସିନେ ଜଗତ ରେ ପାଦ ଥାପି ଥିଲେ। ଏବଂ ପ୍ରକୃତି ମିଶ୍ର ଓଲିଉଡ଼ ଛାଡ଼ି ବଲିଉଡ଼ରେ ମଧ୍ୟ ଜଣେ ଆଗ ଧାଡ଼ିର କଳାକାର ହୋଇ ସାରିଛନ୍ତି। 
Special report
ଆଉ ନିକଟରେ ସେ କିଛି ଚଳଚ୍ଚିତ୍ର କରୁଥିଲେ ଏବେ ବହୁତ ଦିନ ହେଲା ସେ କୌଣସି ସିନେମାରେ କାମ କରି ନାହାଁନ୍ତି। ତେବେ ଓଲିଉଡ଼ର ଚୁଲବୁଲି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏମିତି ଅବସ୍ଥା କିପରି ହେଲା ଏବଂ ତାଙ୍କର କଣ ହୋଇଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।
ତେବେ ଏହାକୁ ସେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଅନେକ ଫ୍ୟାନ ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ଯେ ପ୍ରକୃତି ମିଶ୍ରଙ୍କ କଣ ହେଲା ତେବେ ଘଟଣାଟି ସମ୍ପୂର୍ଣ୍ଣ ଜଣା ପଡ଼ି ନାହିଁ।

Advertisement