Jan 1, 2024, 18:57 IST

ଆସିଲା ବହୁତ୍ ବଡ ଦୁଃଖ ଖବର ଅଚାନକ ଭାବେ ମୃତ୍ୟୁ ବରଣ କଲେ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ପାଇ ପାରୁଥିବେ ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସିନେମା ଜଗତକୁ ନେଇ ଆସିଥିବା ଖବର ଜାଣିପାରିବେ । ପୁଣି ସିନେମା ଜଗତ ପାଇଁ ଏକ ବଡ ଦୁଃଖଦ ଖବର ଆସିଛି ।
କେତେବେଳେ କାହାର କଣ ଯେ ହେବ ସେକଥା କିଏ ବା ଜାଣିଛି । କେତେବେଳେ କାହାର ମୃ-ତ୍ୟୁ ହେବ ସେକଥା ବି କେହି ଜାଣି ନାହାଁନ୍ତି । ଏବେ ଏଭଳି କିଛି ଦୁଃଖ ଦାୟକ ଘଟଣା ସାମ୍ନାକୁ ଆସିଛି।
Special Report
ଏହି ଘଟଣା ବିଷୟରେ ଯେ କେହିବି ଶୁଣିଛି ଦୁଃଖରେ ଭାଙ୍ଗି ପଡ଼ିଛି । ପୁଣି ଜଣେ ଅଭିନେତାଙ୍କ ମୃ&ତ୍ୟୁ ହୋଇଛି । ଆଉ ଏହି ଖବର ଏବେ ଜଣାପଡିଛି । ଦୁଃଖରେ ଭାଙ୍ଗି ପଡ଼ିଛି ସାରା ସିନେମା ଜଗତ । ଏହି ଅଭିନେତା ଜଣକର ମୃ-ତ୍ୟୁ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । 
ଚଳଚ୍ଚିତ୍ର ଜଗତ ପାଇଁ ଏକ ଦୁଃଖଦ ଖବର ଏହି ଅଭିନେତାଙ୍କ ପରଲୋକ । ଏହି ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଆଉ ସିନେମା ଜଗତ ଆଜି ଦୁଃଖରେ ଭାଙ୍ଗି ପଡ଼ିଛି ।
Special Report
ଏହି ଅଭିନେତା ଜଣକ ଅନେକ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ସେ କର୍କଟ ରୋଗ ସହ ଲଢେଇ କରିଥିଲେ । କିନ୍ତୁ ଶେଷରେ ତାଙ୍କର ଜୀବନ ଚାଲି ଯାଇଛି । ଖରାପ ଖବର ଶୁଣି ସମସ୍ତ ଅଭିନେତା ତାଙ୍କର ସଦଗତି କାମନା କରିଛନ୍ତି । 
ବର୍ତ୍ତମାନ ସମୟରେ ଏହି ଅଭିନେତା ଜଣଙ୍କର ପ୍ରଂଶସକମାନେ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଜଣଙ୍କର ପୁଅ ଏହି ବିଷୟରେ ଜଣାଇଥିଲେ । ଅଭିନେତା ଜଣକ ୭୦ ବର୍ଷ ବୟସରେ ମୃ-ତ୍ୟୁବରଣ କରିଛନ୍ତି ।
ଏହି ଅଭିନେତା ଜଣକ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସହିତ କେରଳରେ ରହୁଥିଲେ । ସେ କିଛି ସମୟ ପାଇଁ ସିନେମା ଜଗତରୁ ଦୂରେଇ ଯାଇଥିଲେ । ଆଉ ସେ ସମାଜ ସେବା କରୁଥିଲେ । ଏହି ଅଭିନେତା ଜଣକ ହେଉଛନ୍ତି ମଦର୍ ଇଣ୍ଡିଆ ଫ୍ରେମ୍ ସହିଦ ଖାନ । ସମସ୍ତେ ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି ।

Advertisement