Feb 6, 2024, 19:43 IST

ଆସିଲା ବହୁତ୍ ବଡ ଖବର ଦେଖନ୍ତୁ ପରୀ ହତ୍ୟା ଘଟଣାରେ ୨୦ ବର୍ଷ ଜେଲ ଦଣ୍ଡ ଜାମୁକୋଳି ଦେଇଥିଲେ ଏବେ ସାରା ଜୀବନ ନାମ ନେବେ.....

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର, ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ପରୀ ଘଟଣା ଜାଣିଥିବେ ।
Special report
ପରୀ ହେଉଛି ଗୋଟିଏ କୁନି ଝିଅ ତାକୁ କେହି ଅପହରଣ କରି ନେଇଥିଲେ । ଏହି ଘଟଣା ସେତେବେଳେ ବହୁତ ବଡ ଧରଣର ହୋଇଥିଲା । ଏବେ ଏହି ଘଟଣାକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଜାଣିପାରିବେ । 
ପରୀ ଘଟଣା ସେତେବେଳେ ରାଜ୍ୟ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରୀ ଅପହରଣ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହେବା ପରେ ଏବେ ଆସିଛି କିଛି ଖବର ।
Special report
ଏହି ଘଟଣାକୁ ୧୦ ବର୍ଷ ହୋଇଗଲାଣି । ୧୦ ବର୍ଷ ପରେ ପୁଣି ମନେ ପଡ଼ିଛି ଜାମୁ କୋଳି କଥା । ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହେବା କଥା ଆସିବା ପରେ ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ପରୀକୁ ଜାମୁ କୋଳି ଦେଇ ତାଙ୍କୁ ଅପହରଣ କରାଯାଇଥିଲା ।
ଏବେ ଏହି ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ । ନୟାଗଡ଼ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଏହି କୁନି ଝିଅ ପରୀକୁ ଅପହରଣ କରି ହ-ତ୍ୟା କରାଯାଇଥିଲା ।
Special report
ଏହି ଘଟଣା ବିଷୟରେ ଯିଏ ଶୁଣିଛି ସେ ଜାଣିଛି ଏହି ହ-ତ୍ୟା କେତେ ଯେ ବିଭତ୍ସ ଜନକ ଅଟେ । ଏହି ଘଟଣା ବିଷୟରେ ଯିଏ ବି ଶୁଣୁଛି ଅନେକ କଥା ଭାବୁଛି । ଏହି ଘଟଣା ହୃଦୟ ବିଦାରକ ଅଟେ । ଏହି ଘଟଣାର ରାୟ ଏବେ ସାମ୍ନାକୁ ଆସିଛି । 
ଏହି ଦୋଷରେ ଦୋଷୀ ଥିବା ଅଭିଯୁକ୍ତଙ୍କୁ ଏବେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିିବ । ସ୍ଵତନ୍ତ୍ର ଚିଲ୍ଡରେନ୍ କୋର୍ଟ ଏହି ବିଷୟରେ ରାୟ ଶୁଣାଇଛି । ଗତ ଜାନୁଆରୀ ୩୦ ତାରିଖରେ ରାୟ ଶୁଣା ଯାଇଥିଲା କିନ୍ତୁ ଏହାକୁ କୁହାଯାଇ ନଥିଲା ।
Special report
ଆଉ ଏବେ ଏହି କଥା ସାମ୍ନାକୁ ଆସିଛି । ଯେଉଁ ଅଭିଯୁକ୍ତ ପରୀକୁ ଜାମୁ କୋଳି ଖାଇବାକୁ ଦେଇ ତାକୁ ହ-ତ୍ୟା କରିଥିଲା ସେହି ଅଭିଯୁକ୍ତଙ୍କୁ ୨୦୨୦ ମସିହା ୨୦ ଡିସେମ୍ବରରେ ପୋଲିସ ଗିରଫ କରିଥିଲା । 
ବହୁ ବାଦ ବିବାଦ ପରେ ଏହି ଅଭିଯୁକ୍ତଙ୍କୁ ଧରା ଯାଇଥିଲା । ନୟାଗଡ଼ ସଦର ଥାନା ଯଦୁପୁର ଗ୍ରାମର ୬ ବର୍ଷର ଝିଅ ପରୀ । ଜୁଲାଇ ମାସ ୨୦୨୦ ମସିହାରେ ଝିଅ ଖେଳୁଥିବା ବେଳେ ତାକୁ ଅପହରଣ କରି ନେଇ ଯାଇଥିଲେ ।
ତାପରେ କିଛିଦିନ ପରେ ଝିଅକୁ ମାରି ଦେଇ ଶରୀରକୁ ଖଣ୍ଡ ଖଣ୍ଡ କରି ପରୀର ଘର ଗଡିଆରେ ଫିଙ୍ଗି ଦେଇଥିଲେ । ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିବା ପରେ ଜେଲ ଦଣ୍ଡ ହୋଇଛି ।

Advertisement