Nov 20, 2023, 11:50 IST

ଏଥର ଆଉ ଯିବାକୁ ପଡ଼ିବନି ପୁରୁଷ କମିଶନ, କୋର୍ଟ କଲେ ନୂଆ ନିୟମ.. ଛାଡପତ୍ର ପରେ ସ୍ଵାମୀ ଏଥର ପୋଶିବ ସ୍ତ୍ରୀ.. ଚାକିରି ଥାଉ କି ନ ଥାଉ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଛାଡ଼ପତ୍ର କୁ ନେଇ ରହିଛି ବଡ଼ ନିୟମ। ଛାଡପତ୍ର ପରେ ସ୍ତ୍ରୀ କୁ ମିଳିବନି ଆଲିମାନି। ଏଥିରେ ପୁରୁଷ ମାନଙ୍କୁ ମିଳିବ ଭରଣ ପୋଷଣ। ଜଣେ ବ୍ୟକ୍ତି ଯଦି ଛାଡ଼ପତ୍ର ଦେଉଛି ଏହାପରେ ସେ ଦ୍ଵିତୀୟ ବିବାହ କରୁ ନାହିଁ।
Special Report
କିମ୍ବା ତା ପାଖରେ କୌଣସି ଚାକିରୀ ନାହିଁ। ତେବେ ଏଭଳି ପରିସ୍ଥିତି ରେ ସେ ଭତ୍ତା ପାଇଁ କୋର୍ଟ ରେ ଆବେଦନ କରି ପାରିବେ। ଭାରତରେ ଛାଡ଼ପତ୍ର ନଦେଇ ଦ୍ଵିତୀୟ ବିବାହ କରିବାକୁ ଆଇନଗତ ଅପରାଧ ବୋଲି କୁହାଯାଏ।
ଏଥିପାଇଁ ସାତ ବର୍ଷ ପଇଁ ଜେଲ ମଧ୍ୟ ହୁ ପାରେ। ଆପଣ ମାନେ ଜାଣିଥିବେ କି ଛାଡ଼ପତ୍ର ପାରେ ସ୍ତ୍ରୀ ରହିବା ପାଇଁ ଆଲୁମନି ଦେଇଥାଏ। ଆଉ ଏହାକୁ ପର୍ମାନେଟ ମଧ୍ୟ କୁହା ଯାଇ ଥାଏ। ଏଭଳି କିଛି କେସ ଅଛି ଯେଉଁଥିରେ କି
ସ୍ୱାମୀର ରୋଜଗାର ମଧ୍ୟ କମ୍ ହୋଇଥାଏ। ଜଣେ ସ୍ତ୍ରୀ ସେତେବେଳେ ନିଜ ସ୍ୱାମୀ କରି ଭତ୍ତା ମାଗି ପାରିବ ଯେତେବେଳେ କି ସେ ତାର ସ୍ୱାମୀ ଠାରୁ ଛାଡ଼ପତ୍ର ଦେଉଛି କି ଛାଡ଼ପତ୍ର ନେଉଛି।
Special Report
ଏହି ପରିସ୍ଥିତି ରେ ସ୍ତ୍ରୀ ର ରକ୍ଷଣା ବେକ୍ଷଣ କରିବା ପାଇଁ ଏହି ଭତ୍ତା ତାଙ୍କୁ ମିଳି ପାରିବ। ଯଦି ସ୍ତ୍ରୀ ତାର ରକ୍ଷଣା ବେକ୍ଷଣ କରି ପାରିବ ତେବେ ସେ କୋର୍ଟ ରେ ଶୁ ଆବେଦନ କରି ପାରିବେ ନାହିଁ। ଦୁଇଜଣ ଯଦି ନିଜ ସହମତି ରେ ଅଲଗା ହେଇଛନ୍ତି
ତେବେ ସେଭଳି ପରିସ୍ଥିତି ରେ ସେମାନେ ମଧ୍ୟ ଭତ୍ତା ପାଇଁ ଆବେଦନ କରି ପାରିବେ ନାହିଁ। ଯଦି ସେ ଆଉ କହ ସହ ବିବାହ କରୁଛନ୍ତି ତେବେ ମଧ୍ୟ ସେ ପର୍ମନେଟ ଭତ୍ତା ମାଗି ପାରିବେ ନାହିଁ।
ଯଦି ସ୍ୱାମୀ ବେରୋଜଗାର ଓ ସ୍ତ୍ରୀ ରୋଜଗାର କରିବାରେ ସକ୍ଷମ ତେନେ ମଧ୍ଯ ସ୍ୱାମୀ ଭତ୍ତା ମାଗି ପାରିବେ। ଏଭଳୀ କି ସ୍ୱାମୀ ଶାରୀରିକ ଓ ମାନସିକ ସ୍ତରରେ ଚାକିରୀ କରିବା ପାଇଁ ଅସମର୍ଥ ଅଟନ୍ତି
ତେବେ ଏଭଳି ପରିସ୍ଥିତି ରେ ମଧ୍ୟ ସ୍ୱାମୀ ଭତ୍ତା ପାଇଁ ଆବେଦନ କରି ପାରିବେ। କୋର୍ଟ ରେ ଛାଡ଼ପତ୍ର ପାଇଁ ଲଢିବାକୁ ଯଦି ସ୍ୱାମୀ ନିକଟରେ ଅର୍ଥ ନାହିଁ ତେବେ ଏଭଳି ପରିସ୍ଥିତି ରେ ମଧ୍ୟ ସେ ସାହାଯ୍ୟ ମାଗି ପାରିବେ।

Advertisement