Oct 7, 2023, 11:53 IST

ଅସଲି ଆଗରେ ଚଳିଲାନି ନକଲି ରୋଲ ଦେଖନ୍ତୁ କେମିତି ଧରା ପଡିଲେ ପୋଲିସ ଅଫିସର ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Special report

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅଫିସର ହେବାକୁ ସ୍ବପ୍ନ ଦେଖିଥିଲେ ଟ୍ରାକ ଡ୍ରାଇଭରଙ୍କ ଝିଅ ମୋନା ହେଲେ ସେହି ସ୍ବପ୍ନକୁ ପୁରା କରିବାକୁ ବନିଗଲେ ମିଛି ମିଛିକା ପୋଲିସ ଅଫିସର। ଟ୍ରକ ଡ୍ରାଇଭରଙ୍କ ଝିଅ ମୋନାଙ୍କ ମିଛ ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା।
Special report
ମୋନା ଏହିପରି ଚତୁର ଠକରେ ନକଲି ପୋଲିସ ଅଫିସର ଭାବରେ ସାମ୍ନାକୁ ଆସିଲେ ଯେ ପ୍ରକୃତପୋଲିସ ମଧ୍ୟ ତାଙ୍କୁ ଚିହ୍ନି ପାରିନଥିଲା। ହେଲେ ପୋଲିସ ହେବା ନିସାରେ ମୋନା ଏପରି ଏକ ଭୁଲ କରି ବସିଲେ ଯେ,
ଯେଉଁଥିରେ ତାଙ୍କର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା। କିଛି ଦିନ ପରେ ନକଲି ସବଇନିସ୍ପେକଟର ମୋନା ପ୍ରକୃତ ପୋଲିସ ଅଫିସରଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଥିଲେ। 
Special report
ମୋନା ସବଇନିସ୍ପେକଟର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। କିନ୍ତୁ ମୋନା ପରୀକ୍ଷାରେ ଉତିନ୍ନ ହୋଇପାରିନଥିଲେ। ୨୦୨୧ରେ ଯେତେବେଳେ ଫଳାଫଳ ଆସିଲା ମୋନା ନିଜ ଗାଁରେ ସବଇନିସ୍ପେକଟର ଭାବରେ ମନୋନୀତ କରାଯାଇଥିବା ମିଥ୍ୟା ଖବର ପ୍ରଚାର କରିଦେଇଥିଲେ।
ଅନ୍ୟପଟେ ପ୍ରକୃତ ମନୋନୀତ ସବଇନିସ୍ପେକଟଙ୍କର ବ୍ୟାଚ ୪୮ର ତାଲିମ ରାଜ୍ୟସ୍ଥାନ ପୋଲିସ ଏକାଡେମୀରେ ୯ ଜୁଲାଇ ୨୦୨୧ ରୁ ୪ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ହୋଇଥିଲା। ତା'ପରେ ୫ ସେପ୍ଟେମ୍ବର ୨୦୨୨ ରୁ ୧୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ପିଲ୍ଡ ଟ୍ରେନିଂ ହୋଇଥିଲା।
ଠିକ୍ ସେହି ସମୟରେ କ୍ରୀଡା କୋଟାର ସବଇନିସ୍ପେକଟଙ୍କର ପ୍ରଶିକ୍ଷଣ ମଧ୍ୟ ଚାଲିଥିଲା। ନକଲି ପୋଲିସ ମୋନା ଚତୁରତାର ସହ ଅନ୍ୟ ପ୍ରାଥିଙ୍କୁ ବିଭ୍ରାନ୍ତ କରି, ଭୁଲ ତଥ୍ୟ ଦେଇ ଦୁଇବର୍ଷ ଧରି ପୋଲିସ କେନ୍ଦ୍ରରେ ତାଲିମ ନେଇଥିଲେ।
Special report
ଏପରିକି ଆରପିଏର କୌଣସି ଅଧିକାରୀ ମଧ୍ୟ ମୋନାକୁ ସନ୍ଦେୟ କରିନଥିଲେ। କିନ୍ତୁ ଦିନେ ଯେତେବେଳେ ସବଇନିସ୍ପେକଟଙ୍କର ହ୍ୱାଟସପରେ ଏକ ବିଷୟ ଉପରେ ଆଲୋଚନା ହୋଇଥିଲା ମୋନା ସେତେବେଳେ ଅନ୍ୟ ସବଇନିସ୍ପେକଟଙ୍କୁ ଟ୍ରେନିଂ ସେଣ୍ଟରୁ ବାହାର କରିଦେବାକୁ ଧମକ ଦେଇଥିଲେ। 
ତେବେ ସେହି ସବଇନିସ୍ପେକଟର ଜଣକ ମୋନାଙ୍କର ଏପରି ବ୍ୟବହାର ଯୋଗୁଁ ତାଙ୍କୁ ନାରୀ ଉଚ୍ଚସ୍ଥରରେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ ଅନୁଯାଇ ଯେତେବେଳେ ଅନୁସନ୍ଧାନ କରାଗଲା ସେତେବେଳେ ଦେଖାଗଲା ଯେ, ମୋନାଙ୍କ ନାମ କୌଣସି ତାଲିକାରେ ନାହିଁ।
କେବଳ ଏତିକି ନୁହେଁ ପୂର୍ବତନ ଡିଜିପି ଏବଂ ବର୍ତ୍ତମାନର ଏଡିଜିଙ୍କ ସହ ଫୋଟ ମୋନା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଆଉ ସତ୍ୟତା ଜଣା ପଡ଼ିବା ପରେ ମୋନା ଫେରାର ଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆର ପୋଷ୍ଟକୁ ଦେଖି ପୋଲିସ ତାଙ୍କୁ ଖୋଜୁଛି। ତେବେ ଏଭଳି ଏକ ଘଟଣା ରାଜସ୍ଥାନର ନାଗୋ ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisement