May 4, 2024, 20:31 IST

ନିଜଠୁ ୩୦ ବର୍ଷ ବଡ଼ ମଲାଇକା ପ୍ରେମ ରେ ପାଗଳ ଅର୍ଜୁନ..ଲୋକେ କହିଲେ - ପର ସ୍ତ୍ରୀ କୁ ବଢିଆ ପ୍ରେମ କରୁଚି ଅର୍ଜୁନ..

Jj

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମଲାଇକା ଅରୋରା ଙ୍କୁ ଭଲ ଭାବେ ଜାଣି ଥିବେ।ଅର୍ଜୁନ କପୁର ଓ ମଲାଇକା ଆରୋରା ଙ୍କ ପ୍ରେମ କାହାଣୀ ବର୍ତ୍ତମାନ ସମୟ ରେ କାହାରି କୁ ଅଛପା ନାହିଁ।ଉଭୟ କେବେ ବିବାହ କରିବେ ସେ ନେଇ ଅନେକ ଥର ସୋସିଆଲ ମିଡିଆରେ କୁହା ଯାଇଛି।
ତେବେ ଏ ଯାଏଁ ଅର୍ଜୁନ କପୁର ଏ ନେଇ ମୁହଁ ଖୋଲି ନାହାନ୍ତି।କିଛି ଦିନ ତଳେ କୁହା ଯାଉ ଥିଲା କି ଅର୍ଜୁନ ଙ୍କ ଭଉଣୀ ଅଂଶୁପା ଙ୍କ ପାଇଁ ଅର୍ଜୁନ ଓ ମଲାଇକା ଙ୍କ ବିବାହ ହୋଇ ପାରୁ ନାହିଁ।ତେବେ ଏ କଥା କୁ ନେଇ ମୁହଁ ଖୋଲିଛନ୍ତି ଅର୍ଜୁନ କପୁର।
Hh
ସୂଚନା ଅନୁସାରେ ଗତ କିଛି ଦିନ ହେବ ଅର୍ଜୁନ କପୁର ଓ ମଲାଇକା ଙ୍କ ର ଏକ ଫଟୋ ଖୁବ୍ ଭାଇରାଲ ହୋଇ ଥିଲା।ଏବେ ତାଙ୍କ ବିବାହ କୁ ନେଇ ପଚରା ଯାଇ ଥିଲା।ସେ କହିଥିଲେ କି ଅଂଶୁପା ଏବେ ବିବାହ କରିବେ ନାହିଁ।ସେ ଏବେ ନିଜ କାମ ରେ ଫକୋସ କରୁଛନ୍ତି।
ମୁଁ ତାଙ୍କ ସହିତ ଏ ଯାଏଁ ବିବାହ କୁ ନେଇ କୌଣସି କଥା ହୋଇ ନାହିଁ।ଏଥିପାଇଁ କୌଣସି ବାଧ୍ୟ କରିବି ନାହିଁ।ଅଂଶୁପା ଙ୍କ ର ଯେବେ ଇଚ୍ଛା ହେବ ସେ ବିବାହ କରିବେ।ଆପଣ ମାନେ ଯଦି ଚାହୁଁଛନ୍ତି ଆଜି ଯେମିତି ହେଲେ ମୁଁ ଅଂଶୁପା ଙ୍କୁ ତାଙ୍କ ବିବାହ କଥା ପଚାରିବି।
ଏହା ପରେ ସେଠାରେ ସମସ୍ତେ ହସି ଥିଲେ।ସେ ମଲାଇକା ବିଷୟ ରେ ମଧ୍ୟ କହି ଥିଲେ।ସେ ନିଜ ସମ୍ପର୍କ କି ଏବେ ଠାରୁ କାହାକୁ କହିବାକୁ ଚାହୁଁ ନାହାନ୍ତି।ଯେବେ ଆମ ବିବାହ ହେବ।ଏ ବିଷୟ ରେ ସମସ୍ତଙ୍କୁ ଜଣାଇବି।
Hh
ତେବେ ଆମେ କହି ଦେବାକୁ ଚାହୁଁଚୁ କି ଖୁବ୍ ଶୀଘ୍ର ଉଭୟ ଙ୍କ ବିବାହ ହେବାକୁ ଯାଉଚି।ଗତ କିଛି ଦିନ ତଳେ ମଲାଇକା ଙ୍କ ମା ଙ୍କ ସହିତ ଦେଖା କରିବାକୁ ଅର୍ଜୁନ ଯାଇ ଥିଲେ।ସେଠାରେ ସେ ବିବାହ ବିଷୟ ରେ କଥା ହୋଇ ଛନ୍ତି ବୋଲି ଶୁଣିବାକୁ ମିଳୁଚି।
ଅଂଶୁପା ଙ୍କ ବିବାହ ଆଗରୁ ସେ ଓ ମଲାଇକା ବିବାହ କରିବେ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏହି ବିବାହ କୁ ଅନେକ ଦିନ ରୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।ତେବେ କେବେ ଏହି ବିବାହ ହେଉଚି ତାହା ଦେଖିବାକୁ ବାକି ରହିଲା।

Advertisement