Dec 14, 2023, 10:42 IST

ଅର୍ଚ୍ଚନା ନାଗ ଜେଲରୁ ବାହାରିବା ନେଇ ମୁଁହ ଖୋଲିଲେ ଗଜପତି ଦେଖନ୍ତୁ କଣ କହିଲେ ମରମ୍ କଥା

Special Report

ନମସ୍କାର ପାଠକ ବନ୍ଧୁ।ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଙ୍କ ବିଷୟ ରେ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।୧୪ ମାସ ସେ ଜେଲ ରେ ରହିବା ପରେ ଗତ କାଲି ବେଲ୍ ରେ ନିଜ ଘର କୁ ଫେରିଛନ୍ତି।ସେ ଲ ପରୀକ୍ଷା ଦେବା ପାଇଁ ସେ ଘର କୁ ଆସିଛନ୍ତି।
Special Report
ଜଣେ ସାଧାରଣ ଲୋକ ଜେଲ ରୁ ଫେରିବା ପରେ ତାର ସ୍ବାସ୍ଥ୍ୟ ବସ୍ଥା ଠିକ୍ ନ ଥାଏ।ହେଲେ ଅର୍ଚ୍ଚନା ନାଗ ଙ୍କ କ୍ଷେତ୍ର ରେ ତାହାର ବିପରୀତ ଦେଖା ଯାଇଛି।ସେ ଜେଲ ରୁ ଫେରିବା ପରେ ଅଧିକ ସୁନ୍ଦର ଦେଖା ଯାଉଛନ୍ତି।
ଏହାକୁ ନେଇ ଜଣେ ୟୁ ଟ୍ୟୁବର ମୁହଁ ଖୋଲିଛନ୍ତି।ସେ ହେଉଛନ୍ତି ଗଜପତି।ସେ ଗତ କାଲି ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ଅର୍ଚ୍ଚନା ନାଗ ଜେଲ ରୁ ଫେରିବା ପରେ ଯେପରି ବିଉଟି ପାର୍ଲର ରୁ ଫେରି କି ଆସୁଥିଲେ ବୋଲି କହିଛନ୍ତି।
Special Report
ସେ ଜେଲ ରେ ଏତେ ଦିନ ରହିବା ପରେ ମଧ୍ୟ ତାଙ୍କ ମନ ରେ ଟିକେ ହେଲେ ଅବଶୋଷ ନାହିଁ।ଏହା ବଦଳ ରେ ସେ ଇଂରାଜୀ ରେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ଦେଇଛନ୍ତି।
ଏତେ ବଡ ଭୁଲ କରି ମଧ୍ୟ ସେ ନିଜ ବ୍ୟବହାର ରେ କିଛି ବି ପରିବର୍ତନ କରି ନାହାନ୍ତି।ଏଥିରେ ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି।ସୂଚନା ଅନୁସାରେ ଅର୍ଚ୍ଚନା ନାଗ କିଛି ପୁରୁଷ ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ତାଙ୍କ ଠାରୁ ଟଙ୍କା ନେଉ ଥିଲେ।
Special Report
ଏହାକୁ ନେଇ କିଛି ଯୁବକ ମାନେ ଥାନା ରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ଅନୁଯାୟୀ ତାଙ୍କୁ ଜେଲ ଦଣ୍ଡ ରେ ଦଣ୍ଡିତ କରା ଯାଇ ଥିଲା।ଏବେ ସେ ଲ ପରୀକ୍ଷା ଦେବା ପାଇଁ ବେଲ୍ ରେ ଆସିଛନ୍ତି।
ସେ ସତ ପାଇଁ ଲଢି ଲଢି ତାଙ୍କ ଜୀବନ ଚାଲି ଗଲାଣି।ହେଲେ ଲୋକେ ତାଙ୍କୁ କେହି ବୁଝି ପାରି ନାହାଁନ୍ତି।ବୋଲି ଗଜପତି କହିଥିଲେ।ତାଙ୍କ ସୁନ୍ଦରତା ଦେଖି ସମସ୍ତେ ତାଙ୍କ ପଛରେ ପଡ଼ି ଯାଉଛନ୍ତି।ତାଙ୍କ ମନ୍ତବ୍ୟ କୁ ନେଇ ଏବେ ଗଣ ମାଧ୍ୟମ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement