Jan 3, 2024, 11:40 IST

ଓଃ ବିଉଟିଫୁଲ! ଅର୍ଚ୍ଚନା ଦେଖିବାକୁ ସୁନ୍ଦର... ତାଙ୍କର ଫୁଲ ନେତ୍ରୀ କଳା ଅଛି ବୋଲି କହିଲେ ସୁର

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଅର୍ଚ୍ଚନା ନାଗ ଙ୍କୁ ଭଲ ଭାବେ ଜାଣି ଥିବେ।ଦୀର୍ଘ ଦୁଇ ବର୍ଷ ଧରି ସେ ଜେଲ ରେ ରହିବା ପରେ ପରୀକ୍ଷା ଦେବା ପାଇଁ ନିକଟରେ ସେ ଘର କୁ ଫେରି ଥିଲେ।ଏବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special Report
ସେ ତାଙ୍କର ଲ ପରୀକ୍ଷା ଦେବା ପାଇଁ କିଛି ଦିନ ପାଇଁ ଜେଲ ରୁ ବାହାରକୁ ଆସିଛନ୍ତି।ତାଙ୍କ ପରୀକ୍ଷା ଟି ଶେଷ ହୋଇ ସାରିଛି।ସେ ଏହି ନୂଆ ବର୍ଷ ରେ ନିଜ ପରିବାର ସହିତ ଅନେକ ସ୍ଥାନ ବୁଲିବାକୁ ଯାଇଥିଲେ।ମନ୍ଦିର ନିକଟରେ ସେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଏକ ସାକ୍ଷାତ କାର ଦେଇଥିଲେ।
ଏଥିରେ ସେ କହିଥିଲେ କି ମୋ ନାମ ରେ ଯେଉଁ ମାନେ ଏପରି ମିଥ୍ୟା କଥା ପ୍ରଚାର କରିଛନ୍ତି ଦିନେ ନା ଦିନେ ସେମାନେ ଶାସ୍ତି ପାଇବେ।ମୁଁ ନ୍ୟାୟ ରେ ଅଛି।ମୁଁ କୌଣସି ପ୍ରକାର ଭୁଲ କରି ନାହିଁ।
ଏହା ପରେ ସେ ଖୁବ୍ ଶୀଘ୍ର ରାଜନୀତି ରେ ପ୍ରବେଶ କରିବେ ବୋଲି କହିଛନ୍ତି।ତାଙ୍କ କହିବା ମୁତାବକ ସେ କଂଗ୍ରେସ ଦଳ ରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି।ଯଦି ତାଙ୍କୁ ସୁଯୋଗ ଦିଆ ଯାଏ ତେବେ ସେ ନିଶ୍ଚିତ ରୂପେ ରାଜନୀତି ରେ ଦଳ ପାଇଁ ଲଢ଼ିବେ।ଏହି କଥା କୁ ସେ ଗତ କାଲି କହିଥିଲେ।
Special Report
ଏହି କଥା କୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତ ରାୟ।ସେ କହିଥିଲେ କି ଯଦି ଜଣେ ଝିଅ କଂଗ୍ରେସ ଦଳ ରେ ମିଶିବାକୁ ଚାହୁଁଚି ତେବେ ମୋର କୌଣସି ଆପତ୍ତି ନାହିଁ ମୁଁ ଅନ୍ୟ ମାନଙ୍କ ସହିତ ଏ ବିଷୟ ରେ କଥା ହେବି।
କେନ୍ଦ୍ର ରେ ଥିବା ରାହୁଲ ଗାନ୍ଧୀ ଙ୍କୁ ଏ ବିଷୟ ରେ ସୂଚନା ଦେବୀ।ସେ ଯଦି ହଁ କହିବେ ତେବେ ଅର୍ଚ୍ଚନା ନାଗ ଆମ ଦଳ ରେ ସାମିଲ ହେବେ।ତାଙ୍କ ଅନୁମତି ବିନା ଆମେ କିଛି ବି କରି ପାରିବୁ ନାହିଁ।ଝିଅ ଟି ଲ ପାଠ ପଢ଼ୁଛି।
ସେ ଦ୍ଵିତୀୟ ଟପ୍ପର ରୂପେ ଲ ପରୀକ୍ଷା ରେ ନିଜ ନାଆଁ ରଖିଛି।ତାହା ଭଳି ଝିଅ ଟି ଆମ ଦଳ ପାଇଁ ଦରକାର। ମୋର ବି ଇଚ୍ଛା ରହିଛି ସେ ଆମ ଦଳ କୁ ଆସୁ। ଏଥର ରାହୁଲ ଗାନ୍ଧୀ ଯାହା କହିବେ।
ମୁଁ ତାଙ୍କ ସହିତ ଏ ବିଷୟରେ ବହୁତ ଜଲଦି କଥା ହେବି।ଅର୍ଚ୍ଚନା ନାଗ ଙ୍କୁ ଆମ ଦଳ ରେ ସାମିଲ କରିବା ପାଇଁ କହିବି।ଏବେ ଦେଖିବାକୁ ବାକି ରହିଲା କେବେ ଅର୍ଚ୍ଚନା ନାଗ କଂଗ୍ରେସ ଦଳ ରେ ଯୋଗ ଦେଉଛନ୍ତି।

Advertisement